Browsing Category

ଓଡିଶା

ରାଉରକେଲା : ଚଞ୍ଚକତା କରି ଚୋରି କରିଥିବା ୪୩ ଲକ୍ଷ ଟଙ୍କାର ସାମଗ୍ରୀକୁ ଜବତ କଲା ପୋଲିସ।। ଟ୍ରକ ମାଲିକଙ୍କ ସମେତ ୫…

ରାଉରକେଲା : ୧୭/୩ (ସତ୍ୟାନ୍ୟୁଜ) ୪୩ ଲକ୍ଷ ଟଙ୍କାର ଚୋରା କସମେଟିକ୍ସ ସାମଗ୍ରୀ ରାଉରକେଲା ପୋଲିସ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଏହି ସନ୍ଦର୍ଭରେ ପୋଲିସ ଟ୍ରକ ମାଲିକଙ୍କୁ ଗିରଫ କରିବା ସହ ଟ୍ରକ ଜବତ କରିଛନ୍ତି। ଏହା ସହ ଚୋରା ସାମଗ୍ରୀ ବିକ୍ରି କରିବା ପ୍ରକ୍ରିୟାରେ ବ୍ୟବହୃତ
Read More...

ସୁନ୍ଦରଗଡ : କଳିଙ୍ଗ ଷ୍ଟିଲ ରେ ଜି ଏସ୍ ଟି ବିଭାଗ ପକ୍ଷରୁ ଚଢ଼ାଉ।। ଗୋଦାମ , ଘର , ସପିଙ୍ଗ ମଲ୍ ରେ ଚଢ଼ାଉ।

ସୁନ୍ଦରଗଡ଼ : ୧୬/୩ (ସତ୍ୟାନ୍ୟୁଜ ): ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ ନିକଟ କଳିଙ୍ଗ ଷ୍ଟିଲ ରେ ଜି ଏସ୍ ଟି ବିଭାଗ ପଷରୁ ଚଢାଉ କରା ଯାଇଛି। ଟିକସ ଠକେଇ ଅଭିଯୋଗରେ ଏହି ଚଢାଉ ଜାରି ରହିଛି। ଝାରସୁଗୁଡା ଜି ଏସ୍ ଟି ଏନଫୋର୍ସମେଣ୍ଟ ର ନଅ ଜଣିଆ ଟିମ୍ ଏହି ଚଢାଉ ରେ
Read More...

ରାଇରଙ୍ଗପୁର : ପ୍ରେମିକାକୁ ଗୁଳି କରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପ୍ରେମିକ ସହ ୩ ଗିରଫ।। ପିସ୍ତଲ ଜବତ।

ରାଇରଙ୍ଗପୁର : ୧୫/୩ (ସତ୍ୟାନ୍ୟୁଜ) ପ୍ରେମିକାକୁ ଗୁଳି କରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଗିରଫ ହୋଇଛି ପ୍ରେମିକ। ପ୍ରେମିକ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ମାରିଥିବା ପିସ୍ତଲ ମଧ୍ୟ ପୋଲିସ ଜବତ କରିଛି। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା
Read More...

ରାଉରକେଲା : ସାଢ଼େ ସାତ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ। ୪ ଡ୍ରଗ୍ସ ଚାଲାଣକାରୀ ଗିରଫ। ବାଇକ , ସ୍କୁଟି ଜବତ।

ରାଉରକେଲା : ୧୫/୩ ( ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ୭ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗର ଜବତ କରିଛନ୍ତି। ଡ୍ରଗ୍ସ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ୪ ଜଣ ଡ୍ରଗ୍ସ ଚାଲାଣକାରୀ ଗୋଟିଏ ବାଇକ ଏବଂ ଗୋଟିଏ ସ୍କୁଟି ରେ ବ୍ରାଉନ ସୁଗର
Read More...

ରାଉରକେଲା : ୧୧ ଲକ୍ଷ ଟଙ୍କାର ବେଆଇନ ମୂଲ୍ୟବାନ କାଠ ଜବତ।। ଦୁଇ କାଠ ମାଫିଆ ଗିରଫ।। କୋର୍ଟ ଚାଲାଣ।

ରାଉରକେଲା : ୧୫/୩ (ସତ୍ୟାନ୍ୟୁଜ) ବନ ବିଭାଗ ପକ୍ଷରୁ ବିରମିତ୍ରପୁର ବନାଞ୍ଚଳର ରାଏବଗା ଏବଂ ଭାଲୁଳତା ଗ୍ରାମରେ ଚଢ଼ାଉ କରି ୧୧ ଲକ୍ଷ ଟଙ୍କାର ବେଆଇନ ମୂଲ୍ୟବାନ କାଠ ଜବତ କରାଯାଇଛି। ବେଆଇନ କାଠ କାରବାର କରୁଥିବା ଅଭିଯୋଗରେ ରାଜେଶ ସାହୁ ଏବଂ ବିଶ୍ରାମ କଂଗଡ଼ି ଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

ରାଉରକେଲା : ଡ୍ରାଇଭର ମହାସଙ୍ଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଭାବିତ।। ବିଭିନ୍ନ ସ୍ଥାନରେ…

ରାଉରକେଲା/ବଣାଇ : ୧୫/୩ (ସତ୍ୟାନ୍ୟୁଜ) ୧୦ ଦଫା ଦାବି ନେଇ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଦିଆ ଯାଇଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ବଣାଇ ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ
Read More...

ରାଉରକେଲା : ଗରମ ଡାଲିରେ ପଡି ସ୍କୁଲ ଛାତ୍ର ମୃତ୍ୟୁ ଘଟଣା।। କୋଇଡା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସହ ମଙ୍ଗଳ ଅଧିକାରୀ…

ରାଉରକେଲା/କୋଇଡା : ୧୪/୩ (ସତ୍ୟାନ୍ୟୁଜ) ଗରମ ଡାଲି ହାଣ୍ଡିରେ ପଡି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ସ୍କୁଲ ଛାତ୍ର ମୃତ୍ୟୁ ଘଟଣାରେ ସରକାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲ ବିଲୁଙ୍ଗ ଙ୍କୁ ନିଲମ୍ବିତ କରାଯାଇଛି।
Read More...

ଭୁବନେଶ୍ୱର : ୫୦୦ ଏକର ଜମିରେ ନିର୍ମିତ ବୋଟାନିକାଲ ଗାର୍ଡେନ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।। ୧୦୦ ଏକର ଜମିରେ…

ଭୁବନେଶ୍ୱର : ୧୪/୩ (ସତ୍ୟାନ୍ୟୁଜ) ଭୁବନେଶ୍ୱର ନନ୍ଦନ କାନନ ନିକଟରେ ଅବସ୍ଥିତ ବୋଟାନୀକାଲ ଗାର୍ଡେନ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ନନ୍ଦନକାନନ ରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ଏହି ଉଦ୍ଭିଦ ଉଦ୍ୟାନ ୧୯୮୫ ମସିହାରେ ଆରମ୍ଭ ହୋଇଥିଲା। ୫୦୦ ଏକର ଜମିରେ ଆରମ୍ଭ ହୋଇଥିବା
Read More...

ରାଉରକେଲା : କୋଇଡା ବିଡ଼ିଓଙ୍କ ବଦଳି ଦାବିରେ ସିପିଏମ୍ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

ରାଉରକେଲା : ୧୪/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବିଡ଼ିଓଙ୍କ ବଦଳି ଦାବି ପୁଣି ଜୋର ଧରିଛି। ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କୁ ତୁରନ୍ତ ବଦଳି ଦାବିରେ ମଙ୍ଗଳବାର ଦିନ ସିପିଏମ୍ ଦଳ ତରଫରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି। ଉନ୍ନୟନମୂଳକ କାମରେ ଅଗ୍ରଗତି
Read More...

ରାଉରକେଲା : ବାବା ବାଳକ ନାଥ ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।। ଭଣ୍ଡାରା ର ଅୟୋଜନ।

ରାଉରକେଲା : ୧୪/୩ ( ସତ୍ୟାନ୍ୟୁଜ) ରାଉରକେଲା ସହରର ମୁଖ୍ୟ ମାର୍ଗ ପାୱାର ହାଉସ ରୋଡ଼ ଛକ ନିକଟରେ ଥିବା ବାବା ବାଳକ ନାଥ ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମର ଅୟୋଜନ କରା ଯାଇଥିଲା। ବିଧି ବିଧାନରେ ପୂଜାର୍ଚ୍ଚନା କରାଯିବା ସହ
Read More...