ସୁନ୍ଦରଗଡ଼ : ୧୬/୩ (ସତ୍ୟାନ୍ୟୁଜ ): ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ ନିକଟ କଳିଙ୍ଗ ଷ୍ଟିଲ ରେ ଜି ଏସ୍ ଟି ବିଭାଗ ପଷରୁ ଚଢାଉ କରା ଯାଇଛି। ଟିକସ ଠକେଇ ଅଭିଯୋଗରେ ଏହି ଚଢାଉ ଜାରି ରହିଛି। ଝାରସୁଗୁଡା ଜି ଏସ୍ ଟି ଏନଫୋର୍ସମେଣ୍ଟ ର ନଅ ଜଣିଆ ଟିମ୍ ଏହି ଚଢାଉ ରେ ସାମିଲ ହୋଇଛନ୍ତି । କଳିଙ୍ଗ ଷ୍ଟିଲ ର ଗୋଦାମ , ଘର ଏବଂ ଶଙ୍କରା ସ୍ଥିତ ଏକ ଭଡ଼ା ରେ ଲାଗିଥିବା ସପିଙ୍ଗ ମଲ୍ ରେ ଏକ କାଳୀନ ଚଢାଉ ଜାରି ରହିଛି।