Browsing Category
ଓଡିଶା
ମୟୁରଭଞ୍ଜ : ରାଇରଙ୍ଗପୁର ଜିଲ୍ଲା ଦାବିକୁ ବିରୋଧ କରିଛନ୍ତି ସ୍ଥାନୀୟ ଆଦିବାସୀ।। ପେସା ସମ୍ବନୟ କମିଟି ପକ୍ଷରୁ…
ମୟୁରଭଞ୍ଜ : ୨୩/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ କୁ ଭାଗ କରି ରାଇରଙ୍ଗପୁର ଜିଲ୍ଲା ଦାବିକୁ ବିରୋଧ କରିଛନ୍ତି ସ୍ଥାନୀୟ ଆଦିବାସୀ ମାନେ। ମୟୂରଭଞ୍ଜ ଜିଲ୍ଲା ପେସାଗ୍ରାମସଭା ସମ୍ବନୟ କମିଟୀ ପକ୍ଷରୁ ଏହି ଜିଲ୍ଲା ଦାବିକୁ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ କମିଟି!-->…
Read More...
Read More...
ରାଉରକେଲା : ବିରମିତ୍ରପୁର ଗୁପ୍ତେଶ୍ଵର ମେଳାରେ ଲୋକଙ୍କ ଭିଡ଼ ବଢି ଚାଲିଛି।। ପଡୋଶୀ ଝାରଖଣ୍ଡ ରାଜ୍ୟରୁ ମଧ୍ୟ…
ରାଉରକେଲା : ୨୩/୩ (ସତ୍ୟାନ୍ୟୁଜ) ବିରମିତ୍ରପୁରରେ ଚାଲିଥିବା ଗୁପ୍ତେଶ୍ଵର ମେଳାରେ ଦିନକୁ ଦିନ ଲୋକଙ୍କ ଭିଡ଼ ବଢି ବଢି ଚାଲିଛି। ତିନି ବର୍ଷ ପରେ ମେଳା ଲାଗି ଥିବାରୁ ମେଳା ବୁଲିବାକୁ ଲୋକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। କୋଭିଡ କଟକଣା ଯୋଗୁଁ ମେଳା ୩ ବର୍ଷ ହେଲା ହୋଇ ପାରି!-->…
Read More...
Read More...
ରାଉରକେଲା : ବିରମିତ୍ରପୁରରେ ଫାଇଲେରିଆ ରୋଗୀ ଚିହ୍ନଟ ଏବଂ ଚିକିତ୍ସା ପ୍ରକ୍ରିୟା ଆରମ୍ଭ।। ୧୦୪ ଜଣ ରୋଗୀଙ୍କୁ…
ରାଉରକେଲା : ୨୩/୩ (ସତ୍ୟାନ୍ୟୁଜ) ରାଜ୍ୟରେ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ହୋଇ ପାରିନାହିଁ। ଏବେବି ବହୁ ସଂଖ୍ୟକ ଫାଇଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଏହାକୁ ସରକାର ଗମ୍ଭୀରତାର ସହ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଫାଇଲେରିଆ ରୋଗୀ ଚିହ୍ନଟ କରିବା ସହ ଚିକିତ୍ସା ମଧ୍ୟ ଆରମ୍ଭ!-->…
Read More...
Read More...
ରାଉରକେଲା : ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଘାଟିତ।। ଏହି ପକ୍ଷ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ।
ସୁନ୍ଦରଗଡ଼ : ୨୩/୩ (ସତ୍ୟାନ୍ୟୁଜ) ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଘାଟିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୋଷଣ ପକ୍ଷ କୁ ଉଦଘାଟନ କରିଥିଲେ Iଏହି ପୋଷଣ ପକ୍ଷ ଚଳିତ ମାର୍ଚ୍ଚ ମାସ 20 ତାରିଖ ରୁ!-->…
Read More...
Read More...
ରାଉରକେଲା : ସାମାନ୍ୟ ବଚସା କୁ କେନ୍ଦ୍ର କରି ବନ୍ଧୁଙ୍କୁ ଶାବଳରେ ପିଟି ହତ୍ୟା କଲା ସାଙ୍ଗ।। ଅଭିଯୁକ୍ତ ଗିରଫ।
ରାଉରକେଲା : ୨୨/୩ (ସତ୍ୟାନ୍ୟୁଜ) ସୋନୁ ବଡାଇକ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ପଟ୍ଟନାୟକକୁ ଉଦିତନଗର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଶାବଳ ମଧ୍ୟ ପୋଲିସ ଜବତ କରିଛି। ବାସନ୍ତୀ କଲୋନୀ ଆମ୍ବେଦକର ବସ୍ତିରେ ରହୁଥିବା ସୋନୁ ବଡାଇକ ଏବଂ ଗୋବିନ୍ଦ!-->…
Read More...
Read More...
ରାଉରକେଲା : ରାମ ନବମୀ ପାଳନ ନେଇ ପ୍ଲାଣ୍ଟ ସାଇଟ ଥାନାରେ ପ୍ରସ୍ତୁତି ବୈଠକ।। ଯୋଗଦେଲେ ଅଖଡା କମିଟି, ଶାନ୍ତି…
ରାଉରକେଲା : ୨୨/୩.(ସତ୍ୟାନ୍ୟୁଜ) ରାମ ନବମୀ ଉତ୍ସବ ପାଳନ ଲାଗି ରାଉରକେଲା ସହରରେ ବିଭିନ୍ନ ଆଖାଡା କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଶାନ୍ତି ଶୃଙ୍ଖଳା ସହ ରାମ ନବମୀ ପାଳନ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୩୦ ତାରିଖରେ ରାମ ନବମୀ ଉତ୍ସବ ପାଳନ କରାଯାଉଥିବା!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ।। ବନୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର…
ସୁନ୍ଦରଗଡ଼ : ୨୨/୩ (ସତ୍ୟାନ୍ୟୁଜ) ସ୍ଥାନୀୟ ବିକାଶ ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ରାଉରକେଲା ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନ ଦିବସ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ!-->…
Read More...
Read More...
ସୁନ୍ଦରଗଡ଼ : ଘରୋଇ କଳହର କରୁଣ ସ୍ଥିତି।।ବସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା।। ପୋଲିସ ତଦନ୍ତ ଜାରି।
ସୁନ୍ଦରଗଡ଼ : ୨୨/୩ (ସତ୍ୟାନ୍ୟୁଜ) ସ୍ତ୍ରୀ କୁ ହତ୍ୟା କରିବା ପରେ ସ୍ବାମୀ ଫାସୀ ଲଗାଇ ଆତ୍ମହତ୍ୟା କରିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମକୁଡା ଗାଁ ରେ। ଘରୋଇ କଳହ ଯୋଗୁଁ ଏପରି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି । ଦମକୁଡ଼ା ଗାଁ ର ହେମନ୍ତ!-->…
Read More...
Read More...
ମୟୁରଭଞ୍ଜ : କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ।। କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବାକୁ…
ମୟୁରଭଞ୍ଜ : ୨୧/୩ (ସତ୍ୟାନ୍ୟୁଜ) କୁଡୁମୀ ସେନା ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିଲା। ମଙ୍ଗଳବାର ସକାଳ ୬ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା!-->…
Read More...
Read More...
ରାଉରକେଲା : ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ପୋଲିସ ର ଚଢ଼ାଉ।। ୫ ଲକ୍ଷ ଟଙ୍କାର ନକଲି ଇଞ୍ଜିନ…
ରାଉରକେଲା : ୨୧/୩ (ସତ୍ୟାନ୍ୟୁଜ) ବିଭିନ୍ନ ନାମୀ ଦାମୀ କମ୍ପାନୀର ଲେବଲ ଲଗାଇ ଡୁପ୍ଲିକେଟ୍ ଇଞ୍ଜିନ ଅଏଲ ପ୍ରସ୍ତୁତ କରୁଥିବା ଏକ ବ୍ୟବସାୟ କେନ୍ଦ୍ର ଉପରେ ପ୍ଲାଣ୍ଟ ସାଇଟ ପୋଲିସ ଚଢ଼ାଉ କରିଛି। ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଡୁପ୍ଲିକେଟ୍ ଇଞ୍ଜିନ ଅଏଲ ଜବତ କରାଯିବା ସହ ପୋଲିସ ଏ!-->…
Read More...
Read More...