Browsing Category
ଓଡିଶା
ବଣେଇ : ସୁନ୍ଦରଗଡ ଜିଲ୍ଲାରେ ବେଧଡକ ଚାଲିଛି ଅଫିମ ଚାଷ।। ଏକର ଏକର ଜମିରେ ଚାଲିଥିବା ଅଫିମ ଚାଷକୁ ମାଜିଷ୍ଟ୍ରେଟଙ୍କ…
ବଣେଇ : ୩/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ବେଧଡକ ଚାଲିଛି ଅଫିମ ଚାଷ। ପୂର୍ବରୁ ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ଅଞ୍ଚଳରେ ଅଫିମ ଚାଷ ଚାଲିଥିଲା। ଏବେ ମହୁଲପଦା ଥାନାର କିରି ପାହାଡ଼ ଉପରେ ଥିବା ଏକ ଜଙ୍ଗଲ ରେ ଏକର ଏକର ଜମିରେ ଅଫିମ ଚାଷ ହେଉଥିବା ଜଣାପଡ଼ିଛି। ବଣାଇ ଅବକାରୀ!-->…
Read More...
Read More...
ମୟୁରଭଞ୍ଜ : କରଞ୍ଜିଆ ମହୋତ୍ସବ ଅନୁଷ୍ଠିତ।। ସ୍ଥାନୀୟ ତଥା ଆମନ୍ତ୍ରିତ କଳାକାରଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ…
ମୟୁରଭଞ୍ଜ : ୩/୪ (ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ମାଟିର ସାଂସ୍କୃତିକ ମହାମଞ୍ଚ କରଞ୍ଜିଆ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ମଞ୍ଚର ଅଭିପ୍ରାୟ କରଞ୍ଜିଆ ଅଞ୍ଚଳର ଲୁକ୍କାୟିତ ପ୍ରତିଭାବାନ କଳାକାର ମାନଙ୍କୁ ନିମନ୍ତ୍ରିତ କଳାକାର ମାନଙ୍କ ସହ ସମ୍ପର୍କରେ ଆଣି କଳାର!-->…
Read More...
Read More...
ରାଉରକେଲା : ପ୍ରଶାନ୍ତଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ଏଥର ଫୋକସ ରେ ୧ ନମ୍ବର…
ରାଉରକେଲା : ୨/୪ (ସତ୍ୟାନ୍ୟୁଜ) କଂଗ୍ରେସ ନେତା ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ 'ଆସ ଆମେ ବସ୍ତିକୁ ଯିବା' କାର୍ଯ୍ୟକ୍ରମ ଜାରି ରହିଛି। ରବିବାର ଦିନ ଶ୍ରୀ ସେଠୀ ୧ ନମ୍ବର ସେକ୍ଟର କଲ୍ୟାଣୀ ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର!-->…
Read More...
Read More...
ରାଉରକେଲା : ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବିରମିତ୍ରପୁରରେ ଅୟୋଜିତ।। ୧୦୦ ଜଣ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ…
ରାଉରକେଲା : ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବିରମିତ୍ରପୁରରେ ଅୟୋଜିତ।। ୧୦୦ ଜଣ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା।ରାଉରକେଲା : ୨/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା। ସରକାରଙ୍କ ତରଫରୁ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର!-->…
Read More...
Read More...
ରାଉରକେଲା : ମହାବୀର ଜୟନ୍ତୀ ପରିପ୍ରେକ୍ଷୀରେ ରକ୍ତଦାନ ଶିବିର ସହ ମଧୁମେହ ଯାଞ୍ଚ ଶିବିର ଅୟୋଜିତ।। ଦିଗମ୍ବର ଜ୍ୟେନ୍…
ରାଉରକେଲା : ୨/୪ (ସତ୍ୟାନ୍ୟୁଜ) ଦିଗମ୍ବର ଜ୍ୟେନ୍ ମନ୍ଦିର ପକ୍ଷରୁ ମହାବୀର ଜୟନ୍ତୀ ପାଳନର ଅବ୍ୟାହତ ପୂର୍ବରୁ ଏକ ରକ୍ତଦାନ ଶିବିରର ଅୟୋଜନ କରାଯାଇଛି। ରବିବାର ସକାଳ ୧୦ଟାରୁ ଜଚେରୀ ରୋଡରେ ଥିବା ଜ୍ୟେନ୍ ମନ୍ଦିର କମ୍ପ୍ଲେକ୍ସ ସମ୍ମୁଖରେ ରକ୍ତଦାନ ଶିବିର ସହ ମଧୁମେହ ଯାଞ୍ଚ ଶିବିରର ମଧ୍ୟ!-->…
Read More...
Read More...
ରାଉରକେଲା : ବ୍ରାହ୍ମଣୀ କ୍ଲବରେ ଓଡିଶା ଦିବସ ପାଳିତ।। ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମର ଅୟୋଜନ।
ରାଉରକେଲା : ୧/୪ ( ସତ୍ୟାନ୍ୟୁଜ) ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓଡିଶା ଦିବସ ପାଳନ କରାଯାଇଛି। ସକାଳେ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସନ୍ଧ୍ୟାରେ ମଧ୍ୟ ଜିଲ୍ଲା ପ୍ରଶାସନ ତଥା ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଅନେକ!-->…
Read More...
Read More...
ରାଇରଙ୍ଗପୁର : ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ମହା ସମାରୋହରେ ପାଳିତ।
ରାଇରଙ୍ଗପୁର : ୧/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ୧୯୩୬ ମସିହା ଏପ୍ରିଲ ୧ ତାରିଖ ଉତ୍କଳ ଦିବସ।ପୂର୍ବର ଉତ୍କଳ, କଳିଙ୍ଗ, ତୋଷଣ, ଉଡ୍ର ପରିବର୍ତ୍ତିତ ହୋଇ ଆଜି ଓଡିଶା ହୋଇଛି। ଆମେ ଗର୍ବିତ କାରଣ ଓଡିଆ ମାଟିର ବୀର ସନ୍ତାନମାନଙ୍କର ସାଧନା,ତ୍ୟାଗ,ବଳିଦାନ ଓ ଦେଶପ୍ରେମ ପାଇଁ ଆମ!-->…
Read More...
Read More...
ଭୁବନେଶ୍ୱର : ଭୁବନେଶ୍ୱର – କଟକ – ପୁରୀ ଗଡିବ ମେଟ୍ରୋ ଟ୍ରେନ।। ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦରରୁ…
ଭୁବନେଶ୍ୱର : ୧/୪ (ସତ୍ୟାନ୍ୟୁଜ) ମେଟ୍ରୋ ଟ୍ରେନ୍ ଗଡ଼ିବା ପ୍ରସ୍ତାବକୁ ରାଜ୍ୟ ସରକାର ଶେଷରେ ଗ୍ରୀନ୍ ସିଗନାଲ ଦେଇଛନ୍ତି। ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଫଳରେ ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍ । ପ୍ରଥମ ପର୍ଯ୍ୟାୟରେ!-->…
Read More...
Read More...
ରାଉରକେଲା : ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ।। ଉଲ୍ଲେଖନୀୟ ପୋଲିସ ସେବା ପାଇଁ ମେଡାଲ ପ୍ରଦାନ।
ରାଉରକେଲା : ୧/୪ (ସତ୍ୟାନ୍ୟୁଜ) ରାଉରକେଲା ରିଜର୍ଭ ପୋଲିସ ପଡ଼ିଆରେ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଯୋଗ ଦେଇଥିଲେ। ରାଉରକେଲାଏସ୍ ପି ମୁକେଶ କୁମାର ଭାମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା!-->…
Read More...
Read More...
ରାଉରକେଲା : ରାଉରକେଲା ସହରରେ ଉତ୍ସାହର ସହ ଉତ୍କଳ ଦିବସ ପାଳିତ।। ବହୁ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କ…
ରାଉରକେଲା : ୧/୪ (ସତ୍ୟାନ୍ୟୁଜ) ପବିତ୍ର ଉତ୍କଳ ଦିବସ ଅବସରରେ ରାଉରକେଲା ଇସ୍ପାତ ସହର ଉତ୍ସବ ମୁଖର ହୋଇ ଉଠିଛି। ଶନିବାର ସକାଳୁ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା। ଉଦିତନଗର ଆମ୍ବେଦକର ଛକରୁ ଶୋଭଯାତ୍ରା ବାହାରି ସହରର ମୁଖ୍ୟ ମାର୍ଗ!-->…
Read More...
Read More...