ରାଉରକେଲା : ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବିରମିତ୍ରପୁରରେ ଅୟୋଜିତ।। ୧୦୦ ଜଣ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା।

0 377

ରାଉରକେଲା : ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବିରମିତ୍ରପୁରରେ ଅୟୋଜିତ।। ୧୦୦ ଜଣ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା।ରାଉରକେଲା : ୨/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା। ସରକାରଙ୍କ ତରଫରୁ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରବିବାର ଦିନ ବିରମିତ୍ରପୁର ପୌରପାଳିକା ଅଞ୍ଚଳରେ ଚାଲିଥିଲା। ଜିଲ୍ଲା ଡ୍ରାଇଭର ମହାସଙ୍ଘର ସଦସ୍ୟ ମାନେ ଏହି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଉଥିଲେ। ବ୍ଲକ ଏବଂ ପଞ୍ଚାୟତ ସ୍ତରର ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ମୁଖ୍ୟତଃ ହେପାଟିସ୍ , ଏଡ୍ସ ଆଦିର ପରୀକ୍ଷା କରା ଯାଇଥିଲା। ଆଜି ୧୦୦ ଜଣ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ରାଉରକେଲାର ଡାକ୍ତର ଟିମ୍ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଯୋଗ ଦେଇଥିଲେ।

Leave A Reply

Your email address will not be published.