Browsing Category
ଓଡିଶା
ସୁନ୍ଦରଗଡ : ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତିଙ୍କ ଆତ୍ମହତ୍ୟା।। କାରଣ ଖୋଜୁଛି ପୋଲିସ।
ସୁନ୍ଦରଗଡ଼ : ୫/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତି ଧିରଜ ପ୍ରସାଦ ଆତ୍ମହତ୍ୟାର କାରଣ ଏବେବି ଜଣାପଡିନାହିଁ। 'ସରି ଅଲ୍ ଅଫ୍ ୟୁ’ ହ୍ୱାଟସଆପ୍ ଷ୍ଟାଟସରେ ଲେଖି ଝୁଲି ପଡ଼ିଥିଲେ ଧିରଜ। ବୁଧବାର ସକାଳେ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଧୀରଜଙ୍କ ଘର!-->…
Read More...
Read More...
ସୁନ୍ଦରଗଡ଼ : ଯୌନ ପିପାସୁ ଶିକ୍ଷକଙ୍କୁ ମୋଟ ନବେ ବର୍ଷର ସଜା।। ଦଣ୍ଡବିଧାନ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍।
ସୁନ୍ଦରଗଡ଼ : ୫/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଅଭିଯୁକ୍ତ କୁ ମୋଟ ନବେ ବର୍ଷର ସଜା ଶୁଣାଇଛନ୍ତି । ତେବେ ସର୍ବୋଚ୍ଚ ୧୦ ବର୍ଷ ର ସଶ୍ରମ ଜେଲ ଦଣ୍ଡ ସହ ୪୭ ହଜାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା!-->…
Read More...
Read More...
ରାଉରକେଲା : ମହିଳାଙ୍କୁ ପାଇପରେ ପିଟି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।। ଦଣ୍ଡବିଧାନ ଶୁଣାଇଲେ ଏଡିଜେ…
ରାଉରକେଲା : ୫/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ କଦଳୀଵାହଲ ଗ୍ରାମରେ ଜଣେ ମହିଳାଙ୍କୁ ଲୁହା ପାଇପରେ ପିଟି ପିଟି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ହତ୍ୟାକାରୀ ଅନୀଲ ଖାଲକୋଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟାକାରୀକୁ ୨ ହଜାର ଟଙ୍କା!-->…
Read More...
Read More...
ବିରମିତ୍ରପୁର : ବଡଭାଇର ସାବଳ ମାଡରେ ସାନ ଭାଇ ମୃତ।। ଅଭିଯୁକ୍ତ ଭାଇ ଗିରଫ।। ପୋଲିସ ତଦନ୍ତ ଜାରି।
ରାଉରକେଲା : ୫/୪ (ସତ୍ୟାନ୍ୟୁଜ) ସାମାନ୍ୟ ବଚସା କୁ କେନ୍ଦ୍ର କରି ବଡ ଭାଇ ହତ୍ୟା କରିଛି କରିଛି ସାନ ଭାଇକୁ। ଏପରି ଘଟଣା ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ଗ୍ରାମରେ। ପୋଲିସ ହତ୍ୟା ଅଭିଯୁକ୍ତ ବଡ ଭାଇକୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ମଙ୍ଗଳବାର ରାତିରେ ଦୁଇ ଭାଇ!-->…
Read More...
Read More...
ବିରମିତ୍ରପୁର : ବିରମିତ୍ରପୁର ପୋୖରାଞ୍ଚଳରେ ଏବେ ଠାରୁ ଦେଖା ଗଲାଣି ପାନୀୟ ଜଳ ସଙ୍କଟ।। ସମସ୍ୟାର ସମାଧାନ ପାଇଁ ଦାବି।
ବିରମିତ୍ରପୁର : ୪/୪ (ସତ୍ୟାନ୍ୟୁଜ) ଗ୍ରୀଷ୍ମ ଋତୁ ଆରମ୍ଭ ହୋଇନାହି। କିନ୍ତୁ ଏବେଠାରୁ ବିରମିତ୍ରପୁର ରେ ଦେଖାଗଲାଣି ପାନୀୟ ଜଳ ସଙ୍କଟ। ବିଭିନ୍ନ ୱାର୍ଡ ରେ ଥିବା ନଳକୂପର ଜଳସ୍ତର କମି ଯାଇ ଥିବାରୁ ପାଣି ବାହାରୁ ନାହିଁ। ଜନସ୍ଵାସ୍ଥ୍ୟ ବିଭାଗ ଯୋଗାଣ କରୁଥିବା ପାନୀୟ ଜଳ ନିୟମିତ ଭାବେ!-->…
Read More...
Read More...
ରାଉରକେଲା : ହନୁମାନଙ୍କ ଜନ୍ମଦିନ ପାଳନ ଲାଗି ବିରମିତ୍ରପୁରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।। ହନୁମାନଙ୍କ ପ୍ରତିମାରେ…
ରାଉରକେଲା : ୪/୪ (ସତ୍ୟାନ୍ୟୁଜ) ଆସନ୍ତା ୬ ତାରିଖ ଗୁରୁବାର ଦିନ ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯିବ ହନୁମାନ ଜନ୍ମୋତ୍ସଭ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ହନୁମାନଙ୍କ ଜନ୍ମଦିନ ବିରମିତ୍ରପୁର ରେ ମହା ସମାରୋହରେ ପାଳିତ ହେବାକୁ!-->…
Read More...
Read More...
ରାଉରକେଲା : ମହାବୀର ଜୟନ୍ତୀ ଉପଲକ୍ଷେ ସହରରେ ବିଶାଳ ଶୋଭାଯାତ୍ରା।। ଦିଗମ୍ବର ଜ୍ୟେନ୍ ସମାଜ ପକ୍ଷରୁ ଆୟୋଜିତ।
ରାଉରକେଲା : ୩/୪ (ସତ୍ୟାନ୍ୟୁଜ) ମହାବୀର ଜୟନ୍ତୀ ଉପଲକ୍ଷେ ଅମର ଭବନ ସମ୍ମୁଖରୁ ସୋମବାର ଦିନ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ଦିଗମ୍ବର ଜୈନ ସମାଜ ସହିତ ଶ୍ବେତାମ୍ବର ଜୈନ ସମାଜର ଶହଶହ ସଂଖାରେ ମହିଳା, ପୁରୁଷ, ଯୁବ ସମାଜ ଭାଗ ନେଇଥିଲେ। ଶୋଭାଯାତ୍ରା ଅମର ଭବନ!-->…
Read More...
Read More...
ବଣେଇ : ସୁନ୍ଦରଗଡ ଜିଲ୍ଲାରେ ବେଧଡକ ଚାଲିଛି ଅଫିମ ଚାଷ।। ଏକର ଏକର ଜମିରେ ଚାଲିଥିବା ଅଫିମ ଚାଷକୁ ମାଜିଷ୍ଟ୍ରେଟଙ୍କ…
ବଣେଇ : ୩/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ବେଧଡକ ଚାଲିଛି ଅଫିମ ଚାଷ। ପୂର୍ବରୁ ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ଅଞ୍ଚଳରେ ଅଫିମ ଚାଷ ଚାଲିଥିଲା। ଏବେ ମହୁଲପଦା ଥାନାର କିରି ପାହାଡ଼ ଉପରେ ଥିବା ଏକ ଜଙ୍ଗଲ ରେ ଏକର ଏକର ଜମିରେ ଅଫିମ ଚାଷ ହେଉଥିବା ଜଣାପଡ଼ିଛି। ବଣାଇ ଅବକାରୀ!-->…
Read More...
Read More...
ମୟୁରଭଞ୍ଜ : କରଞ୍ଜିଆ ମହୋତ୍ସବ ଅନୁଷ୍ଠିତ।। ସ୍ଥାନୀୟ ତଥା ଆମନ୍ତ୍ରିତ କଳାକାରଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ…
ମୟୁରଭଞ୍ଜ : ୩/୪ (ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ମାଟିର ସାଂସ୍କୃତିକ ମହାମଞ୍ଚ କରଞ୍ଜିଆ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ମଞ୍ଚର ଅଭିପ୍ରାୟ କରଞ୍ଜିଆ ଅଞ୍ଚଳର ଲୁକ୍କାୟିତ ପ୍ରତିଭାବାନ କଳାକାର ମାନଙ୍କୁ ନିମନ୍ତ୍ରିତ କଳାକାର ମାନଙ୍କ ସହ ସମ୍ପର୍କରେ ଆଣି କଳାର!-->…
Read More...
Read More...
ରାଉରକେଲା : ପ୍ରଶାନ୍ତଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ଏଥର ଫୋକସ ରେ ୧ ନମ୍ବର…
ରାଉରକେଲା : ୨/୪ (ସତ୍ୟାନ୍ୟୁଜ) କଂଗ୍ରେସ ନେତା ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ 'ଆସ ଆମେ ବସ୍ତିକୁ ଯିବା' କାର୍ଯ୍ୟକ୍ରମ ଜାରି ରହିଛି। ରବିବାର ଦିନ ଶ୍ରୀ ସେଠୀ ୧ ନମ୍ବର ସେକ୍ଟର କଲ୍ୟାଣୀ ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର!-->…
Read More...
Read More...