Browsing Category
ଓଡିଶା
ରାଉରକେଲା : ରାମନବମୀ ପର୍ଵ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁଏସ୍ ପି ରାଉରକେଲା ବାସୀଙ୍କୁ ଧନ୍ୟବାଦ ଦେଲେ।। ଇଦ୍ ପର୍ବ…
ରାଉରକେଲା : ୧୬/୪ (ସତ୍ୟାନ୍ୟୁଜ) ରାଉରକେଲାରେ ରାମନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇ ଯାଇଥିବା ବେଳେ ଆଗକୁ ଆସୁଛି ଇଦ୍ ପର୍ଵ। ରାମନବମୀ ପର୍ବ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ରାଉରକେଲା ଏସ୍ ପି ମୁକେଶ କୁମାର ଭାମୁ ଏକ ବୈଠକ ପୂର୍ବରୁ ଡାକିଥିଲେ। ଏହି ବୈଠକରେ!-->…
Read More...
Read More...
ବିରମିତ୍ରପୁର : ରାଞ୍ଚି ରୋଡ଼ ଦେଇ ଭାରି ଯାନ ଚଳାଚଳକୁ ବିରୋଧ କରି ଗଣ ଧାରଣା।। ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ…
ବିରମିତ୍ରପୁର : ୧୫/୪ (ସତ୍ୟାନ୍ୟୁଜ) ରାଞ୍ଚି ରୋଡ଼ରେ ଭାରି ଯାନ ଚଳାଚଳକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ମାନେ। ଶନିବାର ଦିନ ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ସଲଙ୍ଗା ବାହାଲ ଗ୍ରାମବାସୀ ମାନେ ଧାରଣାରେ ବସିଥିଲେ। ସୁନ୍ଦରଗଡ଼ ପଟୁ କୁତ୍ରା ନିକଟ!-->…
Read More...
Read More...
ମୟୁରଭଞ୍ଜ : ରାଇରଙ୍ଗପୁରରେ ମୟୁରଭଞ୍ଜର ‘ଉଡା ଯାତ୍ରା’ ପର୍ଵ ଅନୁଷ୍ଠିତ।
ମୟୁରଭଞ୍ଜ : ୧୫/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ସହରର ସ୍ଥାନୀୟ ସାତ ନମ୍ବର ୱାର୍ଡ , ଗଢ ଗ୍ରାମର ଶ୍ରୀ ଶ୍ରୀ ଏୈଶାନେଶ୍ବର ମହାଦେବଙ୍କ ପୀଠରେ ପବିତ୍ର ମହା ବିଷୁବ ସକ୍ରାନ୍ତି ଦିନ ହେଉଥିବା ଉଡାପର୍ବରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଦେଖା!-->…
Read More...
Read More...
ରାଉରକେଲା : ବଣାଇ ଉପଖଣ୍ଡରେ ଦୁଇଟି ଦୁର୍ଘଟଣାରେ ଦୁଇ ଗୁରୁତର।। ଅଧିକ ଚିକିତ୍ସା ଲାଗି ରାଉରକେଲା ଅଣା ଗଲା।
ବଣାଇ : ୧୫/୪ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ଶନିବାର ଦିନ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ପଠାଯାଇଛି। ବାରକୋଟ ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମରେ ନିଜ ବାଡ଼ି ରେ କାମ କରୁଥିବା ବେଳେ ବୋରିଂ ମେସିନ ରେ ଲାଗିଥିବା ବିଦ୍ୟୁତ!-->…
Read More...
Read More...
ସମ୍ବଲପୁର : ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସମ୍ବଲପୁରର ୬ ଟି ଥାନା ଅଞ୍ଚଳରେ କର୍ଫ୍ୟୁ।। ଜିଲ୍ଲାରେ ଇଣ୍ଟରନେଟ…
ସମ୍ବଲପୁର : ୧୫/୪ (ସତ୍ୟାନ୍ୟୁଜ ) ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁରରେ ଦୁଇଗୋଷ୍ଠୀ ଭିତରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଯୋଗୁଁ ସହର ଏବେ ଅଶାନ୍ତ ହୋଇ ପଡିଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଶୁକ୍ରବାର ରାତି ୧୨ଟାରୁ ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ!-->…
Read More...
Read More...
ରାଉରକେଲା : ଦିଲ୍ଲୀରୁ ବ୍ୟବସାୟୀଙ୍କ ଠାରୁ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଚୋରି ମାମଲାର ଆରୋପୀ ରାଉରକେଲାରୁ ଗିରଫ।
ରାଉରକେଲା : ୧୪/୪ (ସତ୍ୟାନ୍ୟୁଜ) ଦିଲ୍ଲୀର ଜଣେ ସ୍ବର୍ଣ୍ଣ ବ୍ୟବସାୟୀଙ୍କ ଠାରୁ ୬ କୋଟି ୭୫ ଲକ୍ଷ ଟଙ୍କା ଚୋରି ମାମଲାରେ ପୋଲିସ ରାଉରକେଲାର ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଯୁବକ ହେଲା ବିଶାଳ ମଣ୍ଡଳ ଏବଂ ସେ ମାଲ ଗୋଦାମ ଅଞ୍ଚଳର। ଗତ ୫ ତାରିଖରେ ଝାରଖଣ୍ଡର ଗୁମଲା ପୋଲିସ!-->…
Read More...
Read More...
ବଣାଇ : ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ଶ୍ୱଶୁର ଜୋଇଁ ଗିରଫ।। ମୃତ ହାତୀଟି ଗର୍ଭବତୀ ଥିଲା।
ରାଉରକେଲା : ୧୪/୪ (ସତ୍ୟାନ୍ୟୁଜ) ବଣାଇ ଫରେଷ୍ଟ ଡିଭିଜନର ଜରଡ଼ା ରେଞ୍ଜରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ବରଣ କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ଶ୍ୱଶୁର ଏବଂ ଜୋଇଁ ହୋଇଥିବା ଜଣା ପଡିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଏକ ନୂତନ ତଥ୍ୟ!-->…
Read More...
Read More...
ରାଉରକେଲା : ଦେଶର ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ।। ଆମ୍ବେଦକରଙ୍କ…
ରାଉରକେଲା : ୧୪/୪ (ସତ୍ୟାନ୍ୟୁଜ) ଦେଶର ପ୍ରଥମ ଆଇନ ମନ୍ତ୍ରୀ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜି ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡକ୍ଟର ବି ଆର ଆମ୍ବେଦକର ସୃତି କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...
ସମ୍ବଲପୁର : ଆସନ୍ତାକାଲି କଡା ସୁରକ୍ଷା ମଧ୍ୟରେ ହନୁମାନ ଜୟନ୍ତୀ ପାଳନ ହେବ।। ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ।। ୧୪୪…
ସମ୍ବଲପୁର : ୧୩/୪ (ସତ୍ୟାନ୍ୟୁଜ) ହନୁମାନ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଶୋଭାଯାତ୍ରା ବେଳେ ସମ୍ୱଲପୁରରେ ଘଟିଥିବା ହିଂସା ପରେ ଶୂନଶାନ୍ ରହିଛି ପୂରା ସହର। ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଛି ଜିଲ୍ଲା ସ୍କୁଲ ଛକ। ହିଂସାକାଣ୍ଡ ସ୍ଥଳ ମୋତିଝରଣଠୁ ଗେଙ୍ଗୁଟିପାଲି ସାଧାରଣ ଚଳାଚଳ ପ୍ରଭାବିତ!-->…
Read More...
Read More...
ସୁନ୍ଦରଗଡ଼ : ବେଆଇନ ବାଲି ଚାଲାଣକୁ ବିରୋଧ କରିବାରୁ ଯୁବକଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା ଅଭିଯୋଗ।। ଅଭିଯୁକ୍ତ ଦୁଇ…
ସୁନ୍ଦରଗଡ଼: ୧୩/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟ ଇବ୍ ନଦୀରୁ ବାଲିଉଠାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବାଲି ମାଫିଆ ମାନେ ଟାଙ୍ଗିଆରେ ହାଣି ହତ୍ଯା କରିଛନ୍ତି। ମୃତକ ହେଲେ ସଦରଥାନା କରମଡିହି ଅଞ୍ଚଳର ୩୩ ବର୍ଷୀୟ ସୋନୁ ନେଗୀ । ସୋନୁ ଓ ତାଙ୍କର ଜଣେ ସାଙ୍ଗ ଆଜି!-->…
Read More...
Read More...