Browsing Category
ଓଡିଶା
ରାଇରଙ୍ଗପୁର : ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ। ବିପ୍ର ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜିତ।
ରାଇରଙ୍ଗପୁର : ୨୩/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ବିପ୍ର ଫଉଣ୍ଡସନ୍ ପକ୍ଷରୁ ରାଇରଙ୍ଗପୁର ଫାଟକ ଧର୍ମଶାଳାଠାରେ ଭଗବାନ ପର୍ଶୁରାମ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ଉପଦେଷ୍ଟା ଜଗଦୀଶ ମିଶ୍ରା,ସଭାପତି ସୁନିଲ କୁମାର ଚୌବେ,ରାଜ୍ୟ!-->…
Read More...
Read More...
ସୁନ୍ଦରଗଡ଼ : ୧୦ ନମ୍ବର ରାଜ୍ୟ ରାଜପଥରେ ଟ୍ରକକୁ ପଛ ପଟୁ ପିଟିଲା ବସ। ୧୦ ଯାତ୍ରୀ ଆହତ ।
ସୁନ୍ଦରଗଡ଼ : ୨୩/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଜାମବାହାଲ ନିକଟରେ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇ ୧୦ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିଛି ଶନିବାର ରାତିରେ। ରାଉରକେଲା ରୁ ବ୍ରହ୍ମପୁର ଯାଉଥିବା ମା ଖମ୍ବେଶ୍ୱରୀ ବସ୍ ୧୦ ନମ୍ବର ରାଜ୍ୟ!-->…
Read More...
Read More...
କରଞ୍ଜିଆ : ଅଙ୍ଗନବାଡି କେନ୍ଦ୍ର ନିକଟରେ ବିଦେଶୀ ମଦ ଦୋକାନ।। ବନ୍ଦ କିମ୍ବା ସ୍ଥାନାନ୍ତର ଦାବିରେ ମହିଳାଙ୍କ ବିକ୍ଷୋଭ।
କାରଞ୍ଜିଆ : ୨୩/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ଏବେ ସହର ଠାରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ଖୋଲାଯାଉଛି ବିଦେଶୀ ମଦ ଦୋକାନ। ମଦ ଦୋକାନ ଖୋଲିବାକୁ ସଠିକ ସ୍ଥାନ ନିରୂପଣ ହେଉ ନଥିବା ବାରମ୍ବାର ଅଭିଯୋଗ ହେଉଛି। ଏବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା!-->…
Read More...
Read More...
ରାଉରକେଲା : ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦ୍ ଉଲ ଫିତର ପାଳନ।। ଇଦଗା ମୈଦାନ ଏବଂ ବିଭିନ୍ନ ମସଜିଦରେ…
ରାଉରକେଲା : ୨୨/୪ (ସତ୍ୟାନ୍ୟୁଜ) ଭାଇଚାରା ଏବଂ ସଦଭାବନାର ପର୍ଵ ଇଦ୍ ରାଉରକେଲାରେ ହର୍ଷ ଏବଂ ଉଲ୍ଲାସର ସହ ମନା ଯାଉଛି। ସକାଳେ ଇଦଗା ମୈଦାନ ଏବଂ ବିଭିନ୍ନ ମସଜିଦ ରେ ନମାଜ଼ ପାଠ କରାଯାଇଥିଲା। ରାଉରକେଲା ପ୍ଲାଣ୍ଟସାଇଟ ରୋଡ଼ ସ୍ଥିତ ଇଦଗା ମୈଦାନରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର!-->…
Read More...
Read More...
ରାଉରକେଲା : ଆସନ୍ତାକାଲି ଇଦ୍ ଉଲ ଫିତର।। ନମାଜ଼ ପାଠ ପାଇଁ ଇଦଗା ମୈଦାନରେ ପ୍ରସ୍ତୁତି ଶେଷ।
ରାଉରକେଲା : ୨୧/୪ (ସତ୍ୟାନ୍ୟୁଜ) ଆସନ୍ତାକାଲି ଇଦ୍ ଉଲ ଫିତର । ଇଦ୍ ପାଳନ ଲାଗି ରାଉରକେଲା ଇସ୍ପାତ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନରେ ଅଲବିଦା ଜୁମା ନମାଜ଼ ପାଠ କରାଯାଇଥିଲା। ଆଜି ସନ୍ଧ୍ୟାରେ ଚାନ୍ଦ ଦେଖା ଯାଇଥିବାରୁ ଆସନ୍ତାକାଲି ପାଳନ କରାଯିବ!-->…
Read More...
Read More...
ରାଇରଙ୍ଗପୁର : ରଥଯାତ୍ରା ଏବଂ ଅକ୍ଷୟ ତୃତୀୟା ପାଇଁ ପ୍ରସ୍ତୁତି ବୈଠକ।। ପୋୖରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ରଥଯାତ୍ରା…
ରାଇରଙ୍ଗପୁର : ୨୧/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ସହରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହାଛଡା ଆଗାମୀ ଅକ୍ଷୟ ତୃତୀୟାରେ ହେବାକୁ ଥିବା!-->…
Read More...
Read More...
ରାଉରକେଲା : ଗଣତନ୍ତ୍ରର ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦଭାବନା ସଚେତନତା ଉଦ୍ଦେଶ୍ୟରେ କଂଗ୍ରେସର ମଶାଲ ଶୋଭଯାତ୍ରା।
ରାଉରକେଲା : ୨୦/୪ (ସତ୍ୟାନ୍ୟୁଜ) ଗଣତନ୍ତ୍ରର ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦଭାବନା ରକ୍ଷା ସଚେତନତା ସୃଷ୍ଟି ଲାଗି ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରାର ଅୟୋଜନ କରଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଏହି ଶୋଭାଯାତ୍ରା ବିଶ୍ରା ଛକରୁ ବାହାରି ପୁରୁଣା ଟାକ୍ସି ଷ୍ଟାଣ୍ଡ!-->…
Read More...
Read More...
ବିରମିତ୍ରପୁର : ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ନେଇ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।। ଆମ ଆଦମୀ…
ବିରମିତ୍ରପୁର : ୨୦/୪ (ସତ୍ୟାନ୍ୟୁଜ) ବିଦ୍ୟୁତ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟା ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ବିରମିତ୍ରପୁର ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମିଟର ନଥାଇ ବିଲ୍ ଆସିବା , ବିଜୁଳି ସଂଯୋଗ ନଥାଇ ବିଲ୍ ଆସିବା , ଅଧିକ ବିଲ୍ ଆସିବା ,!-->…
Read More...
Read More...
ରାଉରକେଲା : କୋଇଡା ବ୍ଲକ ସ୍ୱୟଂମ୍ବା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟର ୩୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ।।…
କୋଇଡା : ୨୦/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ସୋୟେମ୍ବା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୩୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥତା ସଠିକ କାରଣ ଜଣା ପଡି ନଥିବା ବେଳେ ପ୍ରବଳ ଗରମ ଯୋଗୁଁ ଏହା ହୋଇଥିବା ଅନୁମାନ କରାଯାଉଛି। ଅସୁସ୍ଥ ଛାତ୍ରୀ!-->…
Read More...
Read More...
ରାଉରକେଲା : କୋଇଡା ବ୍ଲକର ବିବାଦିତ ବିଡ଼ିଓ ପଲ୍ଲବୀ ରାଣୀ ରାଜ୍ ଙ୍କ ସମ୍ବଲପୁର ବଦଳି।। ସ୍ଥାନୀୟ ତହସିଲଦାର ଦାୟିତ୍ୱ…
ରାଉରକେଲା : ୨୦/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିବାଦୀୟ ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କ ଶେଷରେ ବଦଳି ହୋଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲାକୁ ବଦଳି କରାଯାଇଛି । ବୁଧବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଡିଓ ପଲ୍ଲବୀ ରାଣୀଙ୍କୁ କୋଇଡା ରୁ!-->…
Read More...
Read More...