ରାଉରକେଲା : ଗଣତନ୍ତ୍ରର ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦଭାବନା ସଚେତନତା ଉଦ୍ଦେଶ୍ୟରେ କଂଗ୍ରେସର ମଶାଲ ଶୋଭଯାତ୍ରା।

0 267

ରାଉରକେଲା : ୨୦/୪ (ସତ୍ୟାନ୍ୟୁଜ) ଗଣତନ୍ତ୍ରର ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦଭାବନା ରକ୍ଷା ସଚେତନତା ସୃଷ୍ଟି ଲାଗି ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରାର ଅୟୋଜନ କରଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଏହି ଶୋଭାଯାତ୍ରା ବିଶ୍ରା ଛକରୁ ବାହାରି ପୁରୁଣା ଟାକ୍ସି ଷ୍ଟାଣ୍ଡ ନିକଟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ଯୁବ କଂଗ୍ରେସ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ଦାସ ଙ୍କ ନେତୃତ୍ୱରେ ଅୟୋଜିତ ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.