Browsing Category

ଓଡିଶା

ରାଉରକେଲା : ପୋଲିସ ଅଫିସର ପରିଚୟ ଦେଇ ମୋବାଇଲ ଫୋନ ଲୁଟୁଥିବା ଚୋର ଗିରଫ।। ୩୩ ଟି ଚୋରି ମୋବାଇଲ ଫୋନ ଜବତ।

ରାଉରକେଲା : ୨୬/୪ (ସତ୍ୟାନ୍ୟୁଜ) ନିଜକୁ ପୋଲିସର ପରିଚୟ ଦେଇ ବିଭିନ୍ନ ଅପରାଧ କରୁଥିବା ଏକ ଦୃବୃତ୍ତକୁ ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଗିରଫ କରିଛି। ବିଶେଷ କରି ଧରା ପଡିଥିବା ଅଭିଯୁକ୍ତ ଲୋକଙ୍କୁ ପୋଲିସର ଦବଦବା ଦେଖାଇ ମୋବାଇଲ ଫୋନ ଲୁଟ୍ କରୁଥିଲା। ଏହି ଲୁଟେରା ଜଗନ୍ନାଥ ଭଗତ
Read More...

ମୟୁରଭଞ୍ଜ : ପଲସର ଲୁଟେରାଙ୍କ ଆତଙ୍କ ଜାରି।। ଗାଁ ଦାଣ୍ଡରୁ ମହିଳାଙ୍କ ବେକ ରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ହାର ଏବଂ…

ମୟୁରଭଞ୍ଜ : ୨୫/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ପଲସର ବାଇକ ଲୁଟେରାଙ୍କ ଆତଙ୍କ ବଢି ବଢି ଚାଲିଛି। ବରକନ୍ଦ ପଞ୍ଚାୟତରବିଇଞ୍ଚୀଡ଼ିହା ଗ୍ରାମରେ ଆଜି ଘଟିଥିବା ଏକ ଲୁଟ୍ ଘଟଣା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଉକ୍ତ ଗ୍ରାମର ଧନଞ୍ଜୟ ପାଲଙ୍କ
Read More...

ରାଇରଙ୍ଗପୁର : ଭିକି ମହାନ୍ତି ହତ୍ୟାକାଣ୍ଡ ର ପର୍ଦ୍ଦାଫାସ କଲା ପୋଲିସ।। ପରକୀୟା ପ୍ରୀତି ଯୋଗୁଁ ହତ୍ୟାକାଣ୍ଡ।।…

ରାଇରଙ୍ଗପୁର : ୨୫/୪ (ସତ୍ୟାନ୍ୟୁଜ) ଡମ୍ବରୁଧର ମହାନ୍ତି ନିଖୋଜ ଏବଂ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ରାଇରଙ୍ଗପୁର ଟାଉନଥାନା ଥାନା ପୋଲିସ। ଡ଼ମ୍ବରୁଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଜାମସେଦପୁର ର ଏକ ଦମ୍ପତ୍ତିଙ୍କୁ ଗିରଫ କରିଛନ୍ତି। ପରକୀୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ
Read More...

ବିରମିତ୍ରପୁର : ରାଉରକେଲା ଏୟାରପୋର୍ଟକୁ ବୀର ନିର୍ମଳ ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ଦାବି। ସୁନ୍ଦରଗଡର ଦୁଇ…

ରାଉରକେଲା : ୨୫/୪ (ସତ୍ୟାନ୍ୟୁଜ) ଆଜି ପାଳନ କରାଯାଉଛି ଆମକୋ ସିମକୋ ସହିଦ ଦିବସ। ବିରମିତ୍ରପୁର ରାଏବଗା ଠାରେ ଥିବା ଆମକୋ ସିମକୋ ସହିଦ ପୀଠରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ କରା ଯାଉଛି। ସହିଦ ମାନଙ୍କୁ ବିଭିନ୍ନ ସଙ୍ଗଠନ ତଥା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆ
Read More...

ବଣାଇ : ଅଦିନିଆ ବର୍ଷାରେ ବଣାଇର ବିଭିନ୍ନ ରାସ୍ତା ଜଳମଗ୍ନ।। ମୌସୁମୀ ପୂର୍ବରୁ ଡ୍ରେନ ସଫା କରିବାକୁ ଦାବି।

ବଣାଇ : ୨୫/୪ (ସତ୍ୟାନ୍ୟୁଜ) ସୋମବାର ରାତିରେ ବଣାଇ ଅଞ୍ଚଳରେ ଅଚାନକ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷ କରି ବଣାଇ କଲେଜ ରୋଡ଼ ରେ ପାଣି ଜମି ରହୁଥିବା ବେଳେ ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଛି। ଜଗନ୍ନାଥ ପୂର ରେ ଥିବା ଅଙ୍ଗନବାଡି କେନ୍ଦ୍ର ନିକଟରେ ପାଣି ଜମି
Read More...

ବିରମିତ୍ରପୁର : ବାଇକ -ଡ଼ମ୍ପର ଧକ୍କା ପରେ ଜଳି ଗଲା ଉଭୟ ଗାଡ଼ି।। ଜଣେ ମୃତ , ଜଣେ ଆହତ।

ବିରମିତ୍ରପୁର : ୨୪/୪ (ସତ୍ୟାନ୍ୟୁଜ) ବିରମିତ୍ରପୁର ଥାନା ଅନ୍ତର୍ଗତ ତଲସରା ନିକଟରେ ଡ଼ମ୍ପର-ବାଇକ ଧକ୍କା ହେବା ପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବାଇକ ଆରୋହି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଡ଼ମ୍ପର ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି।
Read More...

ରାଉରକେଲା : ମାନବ ଏକତା ଦିବସ ଉପଲକ୍ଷେ ମେଗା ରକ୍ତଦାନ ଶିବିରର ଅୟୋଜନ।। ୧୦୦ ୟୁନିଟ ପାଖାପାଖି ରକ୍ତ ସଂଗ୍ରହ।

ରାଉରକେଲା : ୨୪/୪ (ସତ୍ୟାନ୍ୟୁଜ) ମାନବ ଏକତା ଦିବସ ପରିପ୍ରେକ୍ଷୀରେ ସନ୍ଥ ନିରଙ୍କାରୀ ମିଶନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିରର ଅୟୋଜନ କରା ଯାଇଥିଲା। ରାଉରକେଲା ନିରଙ୍କରୀ ମଣ୍ଡଳ ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ୧୦୦ ୟୁନିଟ ପାଖାପାଖି ରକ୍ତ ସଂଗ୍ରହ କରା ଯାଇଥିଲା। ରାଉରକେଲା
Read More...

ରାଉରକେଲା : ଆସନ୍ତାକାଲି ଆମକୋ-ସିମକୋ ସହିଦ ଦିବସ।। ସହିଦ ମାନଙ୍କୁ ସ୍ଵାଧିନତା ସଂଗ୍ରାମୀ ମାନ୍ୟତା ଦେବାକୁ ଦାବି।

ରାଉରକେଲା : ୨୪/୪ (ସତ୍ୟାନ୍ୟୁଜ) ଆସନ୍ତାକାଲି ପାଳନ କରାଯିବ ଆମକୋ -ସିମକୋ ସହିଦ ଦିବସ। ଏହି ଦିନରେ ୧୯୩୯ ମସିହାରେ ବ୍ରିଟିଶ ଗୁଳିରେ ୪୯ ଜଣ ନିରୀହ ଆଦିବାସୀ ସହିଦ ହୋଇଥିଲେ। ବ୍ରିଟିଶ ସରକାରଙ୍କ ବେଆଇନ କର ବିରୋଧରେ ଆଦିବାସୀ ମାନେ ମେଳି କରି ଏକତ୍ର ହୋଇଥିଲେ। ଏହି ସମୟରେ ବ୍ରିଟିଶ ଫୌଜ
Read More...

ରାଉରକେଲା : କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ।। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପାଳିତ।

ରାଉରକେଲା: ୨୩/ ୪(ସତ୍ୟାନ୍ୟୁଜ): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଉଦିତନଗରସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନସଂସ୍ଥା ର ସମ୍ମିଳନୀ କକ୍ଷ ଠାରେ ଆଜି ମହାକବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ସମାରୋହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ
Read More...

ମୟୁରଭଞ୍ଜ : ହାତୀ ଦାନ୍ତ ଶିକାରୀଙ୍କ ଉପରେ ବନ ବିଭାଗର ଚଢ଼ାଉ।। ୪ଟି ହାତୀ ଦାନ୍ତ ଜବତ , ଜଣେ ଗିରଫ।

ମୟୁରଭଞ୍ଜ ; ୨୩/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଅସ୍ତକୁଆଁର ଗାଁରେ ଚଢ଼ାଉ କରି ବନ ବିଭାଗ ୪ ଟି ହାତୀ ଦାନ୍ତ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଦୁଇଟି ହାତୀକୁ ଡିସେମ୍ବର ୨୦୨୨ ଏବଂ ଫେବ୍ରୁଆରୀ ୨୦୨୩ରେ ଶିକାର କରାଯାଇଥିଲା। ଜେନାବିଲ ରେଞ୍ଜର ଗୁରୁଣ୍ଡିଆ
Read More...