Browsing Category
ଓଡିଶା
ରାଇରଙ୍ଗପୁର : ବାମନଘାଟି ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ।। ସ୍ୱାସ୍ଥ୍ୟବୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି…
ରାଇରଙ୍ଗପୁର : ୧/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆଜି ବିଶ୍ବ ଶ୍ରମିକ ଦିବସ। ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ବିଶ୍ବ ଶ୍ରମିକ ଦିବସ ପାଳିତ ହେଉଛି। ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ବିଶେଷ ଦିନରେ ରାଇରଙ୍ଗପୁର ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ବିଶ୍ଵ ଶ୍ରମିକ ଦିବସ ପାଳିତ!-->…
Read More...
Read More...
ରାଉରକେଲା : ଅନ୍ତର୍ଜାତିକ ଶ୍ରମିକ ଦିବସ – ୨୦୨୩ ସିଭିକ ସେଣ୍ଟରରେ ପାଳିତ।। ଜିଲ୍ଲା ସ୍ତରୀୟ ସମାରୋହ।
ରାଉରକେଲା : ୧/୫ (ସତ୍ୟାନ୍ୟୁଜ) ଓଡିଶା କୋଠାବାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ, ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ ଓ ଯୁଗ୍ମ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ଯାଳୟ, ରାଉରକେଲା ପକ୍ଷରୁ ଇସ୍ପାତ ନଗରୀ ରାଉରକେଲାର ସିଭିକ୍ ସେଣ୍ଟର ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ - ୨୦୨୩ ପାଳିତ!-->…
Read More...
Read More...
ରାଉରକେଲା : ଓ ଏସ୍ ଇ ବି କର୍ମଚାରୀ ସଂଘ ପକ୍ଷରୁ ଅନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ।
ରାଉରକେଲା : ୧/୫ (ସତ୍ୟାନ୍ୟୁଜ) ଓ.ଏସ୍. ଇ.ବି. ଏମ୍ପ୍ଲଇଜ୍ ୟୁନିଅନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଉଦିତନଗର ବିଦ୍ଯୁତ୍ କାର୍ଯ୍ଯାଳୟ ପରିସର ସଂଘ କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି ହରିହର ବେହେରା ଆନ୍ତର୍ଜାତିକ ଶ୍ରମିକ ଦିବସ - ମଇ ଦିବସର ଲାଲ!-->…
Read More...
Read More...
ବଡ଼ବିଲ : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା।। ବଡ଼ବିଲ ରେ ଚାଞ୍ଚଲ୍ୟ ।। ପୋଲିସ ତଦନ୍ତ ଜାରି।
ବଡ଼ବିଲ : ୧/୪ (ସତ୍ୟାନ୍ୟୁଜ) ସ୍ପଷ୍ଟ ଦିବାଲୋକରେ ବଡ଼ବିଲରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଭୋଳା ସିହ୍ନା। ଏହି ଘଟଣାକୁ ନେଇ ବଡ଼ବିଲ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।ସକାଳ ପ୍ରାୟ ୯ଟା ବେଳେ ଭୋଳା ସିହ୍ନା ତାଙ୍କ ସ୍କୁଟିରେ ୬ ନମ୍ବର ୱାର୍ଡର ପୁରୁଣା!-->…
Read More...
Read More...
ମୟୁରଭଞ୍ଜ : ବାଇକ ଆରୋହୀଙ୍କ ଉପରେ ମାଡିଗଲା ଟ୍ରେନ୍। ଘଟଣା ସ୍ଥଳରେ ଉତ୍ତେଜନା ।
ମୟୁରଭଞ୍ଜ : ୧/୪ (ସତ୍ୟାନ୍ୟୁଜ ) ବାଇକ୍ ଆରୋହୀଙ୍କ ଉପରେ ଟ୍ରେନ୍ ମାଡିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ। ମୃତ ଯୁବକ ଜଣଙ୍କ ନିରଞ୍ଜନ ମହାନ୍ତ ଏବଂ ତାଙ୍କ!-->…
Read More...
Read More...
ବଣାଇ : ଅପର ଖଣ୍ଡାଧାର ଜଳପ୍ରପାତରୁ ଖସିପଡି ନିଖୋଜ ଥିବା ଯୁବକଙ୍କ ପତ୍ତା ମିଳିନାହିଁ।। ବର୍ଷା ଯୋଗୁଁ ଉଦ୍ଧାର…
ବଣାଇ : ୧/୪ (ସତ୍ୟାନ୍ୟୁଜ) ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ନିଖୋଜ ହୋଇଥିବା ଯୁବକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଯୁବକ ଜଣକ ଅପର ଖଣ୍ଡାଧାର ଜଳପ୍ରପାତ ଉପରୁ ପଡିଯିବା ପରେ ପଥର ସନ୍ଧିରେ ଫସି ରହିଥିବା ଅନୁମାନ କରା ଯାଉଛି। ଅଗ୍ନିଶମବାହିନୀ ପକ୍ଷରୁ ଖୋଜାଖୋଜି ଜାରି!-->…
Read More...
Read More...
ରାଜଗାଙ୍ଗପୁର : କୁକୁଡ଼ା ଲଢେ଼ଇ ଖେଳରେ ଜୁଆ ଚାଲିଥିବା ବେଳେ ପୋଲିସର ଚଢ଼ାଉ।। ୩୬ ଗିରଫ।। ୭ ଟି କୁକୁଡ଼ା ସହ କାର ,…
ରାଜଗାଙ୍ଗପୁର : ୧/୫ (ସତ୍ୟାନ୍ୟୁଜ) କୁକୁଡ଼ା ଲଢେ଼ଇ ଖେଳ ଚାଲିଥିବା ବେଳେ ପୋଲିସ କଲା ଅତର୍କିତ ଚଢ଼ାଉ। ଗିରଫ ହେଲେ ୩୬ ଜଣ। ଅନ୍ୟାନ୍ୟ ସାମଗ୍ରୀ ସହ କୁକୁଡ଼ା ମଧ୍ୟ ଜବତ ହେଲା। ଏପେରି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତର ପତ୍ରାଟୋଲି!-->…
Read More...
Read More...
ରାଉରକେଲା : ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମମତା ରାୟଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା।
ରାଉରକେଲା : ୩୦/୪ (ସତ୍ୟାନ୍ୟୁଜ) ରାଉରକେଲା ଡେଲିମାର୍କେଟ ସ୍ଥିତ ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମତା ରାୟଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ସମ୍ମିଳନୀ କକ୍ଷରେ ଏକ ସଭାର ଅୟୋଜନ କରାଯାଇଥିଲା। ଟାଉନ ହାଇସ୍କୁଲ ଶିକ୍ଷକ ,!-->…
Read More...
Read More...
ରାଉରକେଲା : ଆସନ୍ତା ମେ ମାସ ୨୭ ଏବଂ ୨୮ ତାରିଖରେ ଯଗଦଗୁରୁ ଶଙ୍କରାଚାର୍ଯ୍ୟ ଆସିବେ ରାଉରକେଲା ।
ରାଉରକେଲା : ୩୦/୪ (ସତ୍ୟାନ୍ୟୁଜ) ଆସନ୍ତା ମେ ମାସ ୨୭ ଏବଂ ୨୮ ତାରିଖରେ ଯଗଦଗୁରୁ ଶ୍ରୀ ଗୋବର୍ଦ୍ଧନମଠ ପୁରୀ ପୀଠାଧୀଶ୍ଵର ଶଙ୍କରାଚାର୍ଯ୍ୟ ମହାରାଜ ରାଉରକେଲାରେ ଅବସ୍ଥାନ କରିବେ। ଏହି ସମୟରେ ଏକ ହିନ୍ଦୁ ସଂଗୋଷ୍ଠୀ ସମ୍ମିଳନୀ ହେବ। ଏହି ସମ୍ମିଳନୀରେ ଦର୍ଶନ , ପ୍ରବଚନ , ଧର୍ମାନୁଲୋଚନା ସହ!-->…
Read More...
Read More...
ରାଉରକେଲା:ତପସ୍ୱିନୀ, ସମଲେଶ୍ବରୀ , ସାଉଥ ବିହାର ଏକ୍ସପ୍ରେସ ରହଣି ଦାବିରେ କଲୁଙ୍ଗାରେ ରେଳରୋକ।। ପ୍ରତିଶ୍ରୁତି ପରେ…
ରାଉରକେଲା : ୩୦/୪ (ସତ୍ୟାନ୍ୟୁଜ) କଲୁଙ୍ଗା ଷ୍ଟେସନରେ କେତେକ ଟ୍ରେନ ର ରହଣି ଦାବି କରି ରେଳ ରୋକ ଯୋଗୁଁ ୭ ଟି ଟ୍ରେନ ଚଳାଚଳ ରଦ୍ଧ କରାଯାଇଛି। ଏହା ସହ କେତେକ ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି। ପରେ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନର ଅଧିକାରୀ ଟ୍ରେନ ରହଣି ଲାଗି!-->…
Read More...
Read More...