Browsing Category

ଓଡିଶା

ସୁନ୍ଦରଗଡ଼ : ୱାଟରସେଡ୍ ନିର୍ଦ୍ଦେଶକ ଙ୍କ କାର୍ଯ୍ୟଳୟ ସହ ୩ ଟି ସହରରେ ଭିଜିଲାନ୍ସ ଚଢ଼ାଉ।। ବହୁ ଆୟ ବହିର୍ଭୂତ…

ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକରେ ଏକକାଳୀନ ଯାଞ୍ଚସୁନ୍ଦରଗଡ଼:୯/୧୦(ସତ୍ୟାନ୍ୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ…
Read More...

ଲହୁଣୀପଡା : ବଡ ଧରଣର ଡକାୟତି ଯୋଜନା ପଣ୍ଡ।। ୨ ଗିରଫ , ୩ ଫେରାର।

ଡକାୟତି ଯୋଜନା ପଣ୍ଡ, ଦୁଇ ଗିରଫ, ୩ ଫେରାର!ଲହୁଣୀପଡା: ୯/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା।ଦର୍ଜିଂ ନିକଟ ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ନିଛାଟିଆ ସ୍ଥାନରେ ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ…
Read More...

ରାଉରକେଲା: ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ।। ଦୋକାନ ବଜାର , ବସ୍ , ଅଟୋ ଚଳାଚଳ…

ରାଉରକେଲା: ୮/୧୦(ସତ୍ୟାନ୍ୟୁଜ) ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ୪ ଦଫା ଦାବୀ ନେଇ କଂଗ୍ରେସ , ବାମଦଳ ଏବଂ ଅନ୍ୟ ସହଯୋଗୀ ଦଳ ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆ ଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଙ୍କ…
Read More...

ସୁନ୍ଦରଗଡ଼ : ବିଜେଡି ର ଅର୍ଥନୈତିକ ଅବରୋଧ।। ଅଟକିଛି ୧୦ ହଜାର ଗାଡ଼ି।। ଏମ୍ ଏମ୍ ଡି ଆର ଆଇନ୍ କୁ ବିରୋଧ କରି ରଣ…

ଏମଏମଡିଆର ଆଇନ ସଂଶୋଧନକୁ ବିରୋଧ କରି ବିଜେଡିର ରଣହୁଂକାର।ସୁନ୍ଦରଗଡ଼ : ୭/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ହେମଗିର କୋଇଲା ଖଣି ଅଞ୍ଚଳରେ ବିଜେଡି ପକ୍ଷରୁ ଆଜି କରାଯାଇଛି ଅର୍ଥନୈତିକ ଅବରୋଧ।ସୁନ୍ଦରଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଯୋଗେଶ କୁମାର ସିଂହଙ୍କ ନେତୃତ୍ୱରେ ହୋଇଥିବା…
Read More...

ରାଉରକେଲା : ଏସିଆନ୍ ଗେମ୍ସ ରେ ଗୋଲ୍ଡ ହାସଲ ପରେ ଜନ୍ମ ମାଟିରେ ଅମିତ୍ ରୋହୀଦାସ ଓ ଶିଳାନନ୍ଦ ଲାକ୍ରା।। ଉଭୟଙ୍କୁ…

ରାଉରକେଲା : ୭/୧୦(ସତ୍ୟାନ୍ୟୁଜ) ଏସିଆନ୍ ଗେମ୍ସ ୨୦୨୬ ରେ ଭାରତୀୟ ହକି ଦଳ ଗୋଲ୍ଡ ମେଡାଲ ଜିତିବା ସହ ୨୦୨୮ ରେ ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଭାରତୀୟ ହକି ଦଳର ଦୁଇ ତାରକା ଓଡ଼ିଶାର ଗୌରବ ଅମିତ୍ ରୋହୀ ଦାସ ଏବଂ ଶିବାନନ୍ଦ ଲାକ୍ରା ଗତକାଲି ଓଡ଼ିଶାରେ…
Read More...

ରାଉରକେଲା : ୭ ଦଫା ଦାବି ନେଇ ନିଖିଲ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସଂଘର ବିକ୍ଷୋଭ।। ମୁଖ୍ୟମନ୍ତ୍ରୀ ଙ୍କ…

ରାଉରକେଲା: ୬/୧୦(ସତ୍ୟାନ୍ୟୁଜ) ଦିନକୁ ୧୦୦ ଟଙ୍କା ହିସାବରେ ମାସକୁ ଦରମା ପାଉଛନ୍ତ୍ତି ୩ ହଜାର। ହେଲେ ଦିନକୁ ୪୭୨ ଟଙ୍କା ହିସାବରେ ମାସକୁ ୧୪ ହଜାର ଟଙ୍କା ଦାବି କରି ଆସୁଛନ୍ତି । ବର୍ଦ୍ଧିତ ଦରମା ତ ମିଳୁ ନାହିଁ , କିନ୍ତୁ ୪ ମାସର ଦରମା ବାକି ରହିଛି।ଏ ସମସ୍ୟା ହେଲା ନିଖିଲ ଓଡ଼ିଶା…
Read More...

ରାଉରକେଲା : ଆସନ୍ତା ୮ ତାରିଖ ଓଡ଼ିଶା ବନ୍ଦ।। ଡାକରା ଦେଲା ଇଣ୍ଡି ମେଣ୍ଟ।। ଶ୍ରମିକ ଭବନରେ ମେଣ୍ଟର ପ୍ରସ୍ତୁତି ବୈଠକ।

ରାଉରକେଲା : ୬/୧୦(ସତ୍ୟାନ୍ୟୁଜ) ଆସନ୍ତା ୮ ତାରିଖ ଗୁରୁବାର ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡି ମେଣ୍ଟ। ୪ ଦଫା ଦାବି ନେଇ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି।ମୁଖ୍ୟତଃ ଏମ୍ ଏମ୍ ଡି ଆର ଆଇନ୍ କୁ ରଦ୍ଧ , ପାଠ୍ୟ ପୁସ୍ତକ ରେ ହୋଇଥିବା ବିଭ୍ରାଟ ରେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ…
Read More...

ରାଉରକେଲା: ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ କ୍ୟାମ୍ପସ ରାଜନୀତି ସରଗରମ।। ସହରର ୧୦ ଟି କଲେଜ୍ ରେ ହେବ ନିର୍ବାଚନ।

୮ ବର୍ଷ ପରେ ଛାତ୍ର ସଂଘ ନିର୍ବାଚନ ଘୋଷଣା, ପାନପୋଷ ଅଟୋନମସ କଲେଜରେ ଏବିଭିପିର ବିଜୟ ଉତ୍ସବ ରାଉରକେଲା: ୬/୧୦(ସତ୍ୟାନ୍ୟୁଜ) ଛାତ୍ର ସଂଘ ନିର୍ବାଚନ ଘୋଷଣା ପରେ ପାନପୋଷ ଅଟୋନମସ କଲେଜରେ ଏବିଭିପି ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଛି। ଆତସବାଜି ସହ ପରସ୍ପରକୁ ମିଠା ଖୁଆଇ ଖୁସି…
Read More...

ରାଉରକେଲା : ଟାୟାର ଜାଳି ରାସ୍ତା ଅବରୋଧ।। ବନ୍ଧମୁଣ୍ଡା ରାସ୍ତାର ଦୂରାବସ୍ଥା।। ଧୂଳି , ଖାଲ ଢିପ ରେ ଲୋକେ ଅତିଷ୍ଠ।

ରାଉରକେଲାରେ ଲାଗି ରହିଛି ରାସ୍ତା ସମସ୍ୟା।ବନ୍ଧମୁଣ୍ଡା ରାସ୍ତାରେ ଧୂଳିକୁ ନେଇ ଦୋକାନୀଙ୍କ ରାସ୍ତାରୋକ।ରାଉରକେଲା, ୫/୧୦:ବ(ସତ୍ୟାନ୍ୟୁଜ) ଦୀର୍ଘ ୪ ମାସ ଧରି ବନ୍ଧମୁଣ୍ଡା ମୁଖ୍ୟ ରାସ୍ତାରେ ଧୂଳି ଓ ଖାଲ ଢିପ ସମସ୍ୟାକୁ ନେଇ ଅତିଷ୍ଠ ଦୋକାନୀ ଓ ସ୍ଥାନୀୟ ବାସିନ୍ଦା ସୋମବାର ସି-ସେକ୍ଟର…
Read More...

ସୁନ୍ଦରଗଡ଼ : ପଞ୍ଜାବ ନେସନାଲ ବ୍ୟାଙ୍କ ରେ ଅଗ୍ନିକାଣ୍ଡ।। ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ଭସ୍ମୀଭୂତ।

ସୁନ୍ଦରଗଡ଼ ପଞ୍ଜାବ ନେସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ। ସୁନ୍ଦରଗଡ଼: ୫/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଆଜି ସକାଳେ ପୋଷ୍ଟ ଅଫିସ ନିକଟସ୍ଥ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖାଯିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲାଖବର…
Read More...