Browsing Category

ଓଡିଶା

ରାଉରକେଲା : ଡିଜିଟାଲ ଅନଲାଇନ ବଜ଼ାରରେ ଓ ଏନ୍ ଡି ସି ର ନୂତନ ଆପ୍।। ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ସଚେତନତା…

ରାଉରକେଲା : ୨୫/୫ (ସତ୍ୟାନ୍ୟୁଜ) ଏବେ ଅନଲାଇନ ବଜ଼ାର ଯୁଗ। ଘରେ ବସି ଲୋକମାନଙ୍କର ବିଭିନ୍ନ ସାମଗ୍ରୀ ମଗାଇବା ଅଭ୍ୟାସରେ ପରିଣତ ହୋଇଗଲାଣି। ଆମାଜ଼ନ ,ଫ୍ଲିପକାଟ, ଜୋମାଟୋ ଭଳି ସଂସ୍ଥା ଏବେ ଅନଲାଇନରେ ସାମଗ୍ରୀ ଯୋଗାଉଛନ୍ତି। ନିକଟରେ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଓ ଏନ୍
Read More...

ରାଉରକେଲା : ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ରାଉରକେଲାରେ ନାଗରିକ ସମ୍ବର୍ଦ୍ଧନା।

ରାଉରକେଲା : ୨୪/୫ (ସତ୍ୟାନ୍ୟୁଜ) ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ବୁଧବାର ଦିନ ଆସି ରାଉରକେଲାରେ ପହଞ୍ଚିଛନ୍ତି। ରାଉରକେଲା ପହଞ୍ଚିବା ପରେ ଶ୍ରୀ ନାୟକଙ୍କୁ ଏକ ବିଶାଳ ଶୋଭା ଯାତ୍ରାରେ ଗ୍ରୀନ ପାମ ମ୍ୟାରେଜ
Read More...

ରାଉରକେଲା : କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ରାଉରକେଲାରେ ପହଁଚିଲେ ସାରଦା।। ଭୁବନେଶ୍ୱରରୁ ଫେରିବା ବାଟରେ…

ରାଉରକେଲା : ୨୪/୫ (ସତ୍ୟାନ୍ୟୁଜ) ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ସାରଦା ପ୍ରସାଦ ନାୟକ ଭୁବନେଶ୍ୱରରୂ ଫେରିବା ବାଟରେ ବଣାଇରେ ପହଞ୍ଚିଥିଲେ। ବଣାଇଁ ଠାରେ ଥିବା ପ୍ରସିଦ୍ଧ ଶୈବ୍ୟପୀଠ ବାବା ବାଣେଶ୍ଵର ମନ୍ଦିର ରେ ପୂଜାର୍ଚ୍ଚନା
Read More...

ଭୁବନେଶ୍ୱର : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା।। ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା…

ଭୁବନେଶ୍ୱର : ୨୪/୫ (ସତ୍ୟାନ୍ୟୁଜ) ରାଜଧାନୀ ଭୁବନେଶ୍ବରରେ ବୁଧବାର ସକାଳେ ଏକ ବର୍ବର ହତ୍ୟାକାଣ୍ଡ ଘଟିଯାଇଛି। ଭୋର ସମୟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ସୁଶାନ୍ତ ନାୟକ ଓରଫ କାଳିଆ। ସୁଶାନ୍ତଙ୍କ ମୁଣ୍ଡ ଏବଂ
Read More...

ବୌଦ୍ଧ : ସଡକ ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀ ମୃତ।। ବୋଲେରୋ କୁ ପିଟିଦେଲା ଟ୍ରକ।

ବୌଦ୍ଧ : ୨୪/୫ (ସତ୍ୟାନ୍ୟୁଜ) ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତା କମଳପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ବାଉଁଶୁଣୀ ଥାନାର ୨ ଜଣ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ଥାନା କାମରେ ଆସି
Read More...

ମୟୁରଭଞ୍ଜ : ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା।। ବନବିଭାଗ ଅବହେଳାରୁ ଏପରି ଘଟଣା…

ଶିମିଳିପାଳ : ୨୩/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଅସୁରକ୍ଷିତ ହୋଇପଡିଛି ଶିମିଳିପାଳ। ସକ୍ରିୟ ଅଛନ୍ତି ଶିକାରୀ। ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସୋମବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ବନ୍ୟ ଜୀବଜନ୍ତୁ ଶିକାରୀଙ୍କ ଲଲୁପ ଦୃଷ୍ଟିରୁ ତ୍ରାହି ପାଉନଥିବା ବେଳେ ଏବେ ବନ
Read More...

ରାଉରକେଲା : ରାଉରକେଲାର ଗର୍ବ ଓ ଗୌରବ ସୁମିତ ସିଂ।। ଦୌଡ଼ରେ ବିଶ୍ୱ ରେକର୍ଡର ନିକଟବର୍ତ୍ତୀ।

ରାଉରକେଲା : ୨୩/୫ ( ସତ୍ୟାନ୍ୟୁଜ) ରାଉରକେଲାର ଗର୍ବ ଓ ଗୌରବ କ୍ରୀଡାବିତ୍ ୩୨ ବର୍ଷୀୟ ସୁମିତ ସିଂ ଏବେ ବିଶ୍ଵରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଯାହା ରାଉରକେଲା ପାଇଁ ଖୁସି ଓ ଗର୍ବର ବିଷୟ ହୋଇଛି। ଏନେଇ ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ ଏ
Read More...

ରାଉରକେଲା : ରାଜ୍ୟର ସମସ୍ତ ଶୈବ୍ୟପୀଠରେ ଗଞ୍ଜେଇ ନିଷେଧ ହେବ।। ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଏସପି ଏବଂ…

ରାଉରକେଲା : ୨୩/୫ (ସତ୍ୟାନ୍ୟୁଜ) ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ନିଷେଧ ହେବ। ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖି ଜଣାଇଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
Read More...

ମହାରାଷ୍ଟ୍ର : ନାଗପୁର-ପୁଣେ ରୋଡ଼ରେ ଭୟଙ୍କର ଦୁର୍ଘଟଣାରେ ୭ ମୃତ , ୧୩ ଗୁରୁତର।। ଯାତ୍ରୀବାହୀ ବସ ଏବଂ ଟ୍ରକ ମଧ୍ୟରେ…

ନାହାରାଷ୍ଟ୍ର : ୨୩/୫ (ସତ୍ୟାନ୍ୟୁଜ) ମହାରାଷ୍ଟ୍ରର ନାଗପୁର-ପୁଣେ ଜାତୀୟ ରାଜପଥରେ ମଙ୍ଗଳବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଛନ୍ତି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଧକ୍କାରେ ଏକ ଯାତ୍ରୀବାହୀ ବସ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଏତେ
Read More...

ରାଉରକେଲା : ଆଜିଠାରୁ ଦୁଇ ହଜାର ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା ଆରମ୍ଭ।। ଥରକରେ ୨୦ ହଜାର ଟଙ୍କା ବଦଳାଇ।ପାରିବେ…

ରାଉରକେଲା : ୨୩/୫ (ସତ୍ୟାନ୍ୟୁଜ) ଆଜି ଠାରୁ ସେପ୍ଟେମ୍ବର ୩୦ ମଧ୍ୟରେ ଲୋକମାନେ ବ୍ୟାଙ୍କ ଯାଇ ୨ ହଜାର ଟଙ୍କିଆ ନୋଟ ଜମା କରିପାରିବେ। ସେହିପରି ଏହାକୁ ବଦଳ ମଧ୍ୟ କରିପାରିବେ। ଦେଶରେ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟ ସେପ୍ଟେମ୍ବର ୩୦ ତାରିଖ ପରେ ଆଉ ଚଳିବ ନାହିଁ।ମେ’ ୨୩ରୁ ସେପ୍ଟେମ୍ବର ୩୦
Read More...