Browsing Category

ଓଡିଶା

ସୁନ୍ଦରଗଡ଼ : ଚଳନ୍ତା କାରରେ ଲାଗିଲା ନିଆଁ।। ଗାଡି ମାଲିକ ଗୁରୁତର।। ରାଉରକେଲା ଆଇଜିଏଚ ରେ ଭର୍ତ୍ତି।

ସୁନ୍ଦରଗଡ଼ : ୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଭସ୍ମ। ଥାନା ଅନ୍ତର୍ଗତ ବିଲେଇଗଡ଼ ଗ୍ରାମରେ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡିର ମାଲିକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ରାଉରକେଲା ଆଇଜିଏଚ ରେ ଭର୍ତ୍ତି କରାଯାଇଛି। ଗାଡି ମାଲିକ ଦାରାସିଂହ ବାଗ ଆଜି ତାଙ୍କ ମାରୁତି ବାଲେନୋ
Read More...

ସୁନ୍ଦରଗଡ଼ : ହାଇ ଟେକ୍ ସର୍ଭେ ଏବଂ ବନ୍ଦୋବସ୍ତକୁ ବିରୋଧ କରି ଆଦିବାସୀଙ୍କ ଶୋଭାଯାତ୍ରା।। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ସୁନ୍ଦରଗଡ଼ : ୧/୭ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ହାଇ ଟେକ୍ ସର୍ଭେ ଏବଂ ବନ୍ଦୋବସ୍ତକୁ ବିରୋଧ କରିଛନ୍ତି ଆଦିବାସୀ ମଞ୍ଚ। ଏହି ସର୍ଭେ ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଆଦିବାସୀ । ହାଇଟେକ୍ ସର୍ଭେକୁ ବେଆଇନ ଦର୍ଶାଇ ସୁନ୍ଦରଗଡ ଜିଲ୍ଲା ମାଟି
Read More...

ମୟୁରଭଞ୍ଜ : ଡାକ୍ତରଖାନାରେ ଚାକିରୀ କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ।। ଫେରାର ଅଭିଯୁକ୍ତକୁ ଧରି…

ମୟୁରଭଞ୍ଜ : ୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଡାକ୍ତରଖାନାରେ ବିଭିନ୍ନ ପଦରେ ଚାକିରୀ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ୪ ବର୍ଷ ହେଲା ଫେରାର ଥିବା ବେଳେ ଗତକାଲି ଲୋକଙ୍କ ହାତରେ ଧରା ପଡିଛନ୍ତି ଠକ କର୍ମଚାରୀ। ଅଭିଯୁକ୍ତ ରଜତ ପାତ୍ର ନିଜେ ଡାକ୍ତରଖାନାରେ
Read More...

ମୟୁରଭଞ୍ଜ : କ୍ରେନ ଧକ୍କାରେ ସାଇକେଲ ଆରୋହି ମୃତ।। କାପ୍ତିପଦା- ବାଲେଶ୍ୱର ରାଜ୍ୟ ରାଜପଥରେ ଘଟିଥିଲା ଦୁର୍ଘଟଣା।

କାରଞ୍ଜିଆ : ୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ହାଟରୁ ସଉଦା ନେଇ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ । ରୋଷେଇ ପାଇଁ ଅପେକ୍ଷା କରୁଥିଲେ ପରିବାର ଲୋକେ। କିନ୍ତୁ ବିଧିର ବିଧାନ ଥିଲା ଅନ୍ୟପ୍ରକାର। ରାସ୍ତାରେ ଯାଉଥିବା ବେଳେ ଘରଠାରୁ କେଇ ମିଟର ଦୂରରେ ପଛ ପଟୁ ଧକ୍କା ଦେଲା କ୍ରେନ
Read More...

ମହାରାଷ୍ଟ୍ର : ବସ୍ ଓଲଟି ପଡିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ।। ୮ ଗୁରୁତର। ରାଜପଥରେ ବସ ଓଲଟି ପଡିବା ପରେ ସେଥିରେ ନିଆଁ…

ମହାରାଷ୍ଟ୍ର : ୧/୭ (ସତ୍ୟାନ୍ୟୁଜ) ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣାରେ ୨୫ ଜଣ ଯାତ୍ରୀଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ବସ୍‌ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ୮ ଜଣ
Read More...

ରାଉରକେଲା : ୧୪ ବର୍ଷରୁ କମ ଶିଶୁଙ୍କୁ କାମରେ ଲଗାଇଲେ ଜେଲଦଣ୍ଡ ସହ ଜରିମାନା।। ଅୟୋଜିତ ହେଲା ଶିଶୁ ଶ୍ରମିକ ନିରାକରଣ…

ରାଉରକେଲା : ୩୦/୬ (ସତ୍ୟାନ୍ୟୁଜ) ଶିଶୁ ମାନଙ୍କୁ କାମରେ ଲଗାଉଥିଲେ ସାବଧାନ। ଭୋଗି ପାରନ୍ତି ଜେଲ ଦଣ୍ଡ ସହ ଜରିମାନା। ଶିଶୁ ମାନଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ। ଏହି ସଚେତନତା ସୃଷ୍ଟି କରିବାକୁ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି ଶିଶୁ ଶ୍ରମିକ ନିରାକରଣ
Read More...

ବଣାଇ : ଚଳିତ ବର୍ଷର ପ୍ରଥମ ବନ ମହୋତ୍ସବର ଶୁଭାରମ୍ଭ।। ଜଙ୍ଗଲରେ ଫଳ ଗଛ ଲଗାଇବା ଉପରେ ଗୁରୁତ୍ୱ।

ବଣାଇ : ୩୦/୬ (ସତ୍ୟାନ୍ୟୁଜ) ବଣାଇଁ ଡିଭିଜନର ଧରଣୀଧର ପାଲି ସେକ୍ସନ ରେ ଚଳିତ ବର୍ଷର ପ୍ରଥମ ବନ ମହୋତ୍ସବର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆମ୍ବ, ପଣସ, ଅଶ୍ବସ୍ତ , ବଟ ବୃକ୍ଷ, ପିଜୁଳି, ଅଁଳା, ଶିଶୁ ଏବଂ ବିଭିନ୍ନ ପ୍ରକାର ଫଳ ଚାରା ରୋପଣ କରାଯାଇଥିଲା। ପ୍ରାୟ ୫ ହଜାର ଗଛ
Read More...

ରାଉରକେଲା : ଖୁଚୁରା ବଜ଼ାରରେ ଟମାଟୋ ପହଁଚିଲା କେଜି ପ୍ରତି ୧୦୦ ଟଙ୍କା।। ଏପରି ସ୍ଥିତି ଆଉ ମାସେ ଲାଗି ରହିବ।

ରାଉରକେଲା : ୨୯/୬ (ସତ୍ୟାନ୍ୟୁଜ) ରାଉରକେଲା ଖୁଚୁରା ବଜ଼ାରରେ ଆଜି ଟମାଟୋ କେଜି ପ୍ରତି ୧୦୦ ଟଙ୍କା ଛୁଇଁଛି। ଗତକାଲି ପର୍ଯ୍ୟନ୍ତ ଟମାଟୋ ୮୦ ରୁ ୯୦ ଟଙ୍କା ଦରରେ ବିକ୍ରି ହେଉଥିଲା। କିନ୍ତୁ ଆଜି ହୋଲସେଲ୍ ବଜ଼ାରରେ ଟମାଟୋ ୭୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଏହି ସମସ୍ତ ଟମାଟୋ ଏବେ
Read More...

ରାଉରକେଲା : କୋଇଡା ରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହି ମୃତ।। ଜଣେ ଗୁରୁତର।। କ୍ଷତିପୂରଣ ଦାବିରେ ସ୍ଥାନୀୟ…

ରାଉରକେଲା : ୨୯/୬ (ସତ୍ୟାନ୍ୟୁଜ) ବାହୁଡା ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଚାଲି ଯାଇଛି। ଅନ୍ୟଜଣେ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ। ତିନି ଜଣ ସାଙ୍ଗ ବାହୁଡା ଯାତ୍ରା ଦେଖି ଘରକୁ ଫେରୁଥିବା
Read More...

ରାଉରକେଲା : ଇଦ୍ ଉଲ୍ ଆଝା ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସାମୂହିକ ନମାଜ଼ ପାଠ।। ଇଦଗା ମୈଦାନ ନମାଜ଼ରେ ସାମିଲ ହେଲେ…

ରାଉରକେଲା : ୨୯/୬ (ସତ୍ୟାନ୍ୟୁଜ) ଶାନ୍ତି , ପ୍ରେମ , ଭାଇଚାରା ର ପର୍ବଇଦ୍ ଉଲ୍ ଆଝା ରାଉରକେଲାରେ ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଇଦ୍ ପାଳନ କମିଟି ପକ୍ଷରୁ ସାମୁହିକ ନମାଜ଼ ପାଠର ଅୟୋଜନ କରାଯାଇଥିଲା। ପ୍ଲାଣ୍ଟସାଇଟ ରୋଡ଼ ନିକଟରେ ଥିବା ଇଦଗା
Read More...