Browsing Category
ଓଡିଶା
ବିରମିତ୍ରପୁର : ଟ୍ରକ ଚକା ତଳେ ଚାପି ହୋଇ ସ୍ତ୍ରୀ ମୃତ , ସ୍ୱାମୀ ଅଳ୍ପକେ ବର୍ତ୍ତିଲେ।। ୧୪୩ ନମ୍ବର ଜାତୀୟ ରାଜପଥରେ…
ବିରମିତ୍ରପୁର : ୧୫/୭ (ସତ୍ୟାନ୍ୟୁଜ) ସ୍କୁଟିରେ ସ୍ୱାମୀ ସ୍ତ୍ରୀ ଝାରଖଣ୍ଡରୁ ଆସୁଥିଲେ ବିରମିତ୍ରପୁର। ୧୪୩ ନମ୍ବର ଜାତୀୟ ରାଜପଥ ଡେଲି ମାର୍କେଟ ନିକଟରେ ଏକ ଟ୍ରକ ଚକା ତଳେ ସ୍ତ୍ରୀଙ୍କ ଜୀବନ ଚାଲି ଯାଇଥିବା ବେଳେ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାସ୍ତା ମଝିରେ ଏହି ଦୁର୍ଘଟଣା ଘଟି!-->…
Read More...
Read More...
ରାଉରକେଲା : ବେଦବ୍ୟାସ ବ୍ରାହ୍ମଣୀ ନଦୀ ଉପରେ ଝୁଲା ପୋଲ ପାଇଁ ସର୍ଭେ ଶେଷ।। ଝୁଲା ପୋଲ ହେବା ନେଇ ଆଶା ପ୍ରକାଶ କଲେ…
ରାଉରକେଲା : ୧୫/୭ (ସତ୍ୟାନ୍ୟୁଜ) ବେଦବ୍ୟାସ ବ୍ରାହ୍ମଣୀ ନଦୀ ଉପରେ ପ୍ରସ୍ତାବିତ ଝୁଲାପୋଲ ନିର୍ମାଣ ପାଇଁ ତିନିଦିନ ହେଲା ଚାଲିଥିବା ସର୍ଭେ କାର୍ଯ୍ୟ ଶେଷ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସର୍ଭେ କାମ ଆରମ୍ଭ ହୋଇଛି। ପୂର୍ବରୁ କେନ୍ଦ୍ର ଆଦିବାସୀ ବିକାଶ ମନ୍ତ୍ରାଳୟ!-->…
Read More...
Read More...
ରାଜଗାଙ୍ଗପୁର : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା।। ଜେନେରେଟର ସେଟ୍ ଖରାପ…
ରାଜଗାଙ୍ଗପୁର : ୧୪/୭ (ସତ୍ୟାନ୍ୟୁଜ) ମୋବାଇଲ ଲାଇଟରେ ଚାଲିଛି ରୋଗୀ ସେବା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଜଣେ ମହିଳା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାଜଗାଙ୍ଗପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା!-->…
Read More...
Read More...
ବାରିପଦା : ମରିଗଲା ମଣିଷ ପଣିଆ।। ମଦ ନିଶାରେ ମଣିଷ ଖାଇଲା ମଣିଷ ମାଂସ।। ଉତ୍ତେଜନା ।। ଦୁଇ ଗିରଫ।
ବାରିପଦା : ୧୨/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମଦ ନିଶାରେ ଭୁଲିଗଲେ ମଣିଷ ପଣିଆ ସହ ମାନବିକତା। ନିଜ ସମ୍ପର୍କୀୟଙ୍କ ଶବ ଦାହ କରିବାକୁ ଯାଇଥିବା ବେଳେ ଜୁଇରୁ ଦରପୋଡା ମାଂସ କାଢି ଖାଇଲେ। ଏହି ଘଟଣାକୁ ନେଇ ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଯମୁନା ବନ୍ଧସାହି ଗାଁରେ ଉତ୍ତେଜନା!-->…
Read More...
Read More...
ରାଇରଙ୍ଗପୁର : ସ୍କୁଲର ବିଭିନ୍ନ ସମସ୍ୟା ବାବଦରେ ଅବଗତ କରାଇବାକୁ ୨୫ କିଲୋମିଟର ଚାଲିଚାଲି ଆସିଲେ ଛାତ୍ର ମାନେ।।…
ରାଇରଙ୍ଗପୁର : ୧୨/୭ (ସତ୍ୟାନ୍ୟୁଜ) ସ୍କୁଲର ବିଭିନ୍ନ ସମସ୍ୟା ନେଇ ୨୫ କିଲୋମିଟର ଚାଲି ଚାଲି ଗଲେ ଛାତ୍ର ମାନେ। ବିଦ୍ୟାଳୟର ସମସ୍ୟା ବାବଦରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଚାଲି ଚାଲି ଆସିଲେ ଛାତ୍ର। ପୁରୁଣାପାଣି ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ହେଉ ନଥିବାରୁ!-->…
Read More...
Read More...
ରାଉରକେଲା : ‘ରାଉରକେଲା ଇସ୍ପାତ କାରଖାନା ଆଜି ଏବଂ ଆସନ୍ତାକାଲି’- ‘ପ୍ରଗତିର ସହକର୍ମୀ…
ରାଉରକେଲା : ୧୨/୭ (ସତ୍ୟାନ୍ୟୁଜ) 'ଗଣମାଧ୍ୟମ ସମାଜର ଦର୍ପଣ ଭଳି କାମ କରିଥାଏ'। ଆଜି ରାଉରକେଲା ଇସ୍ପାତ କାରଖାନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ କହିଛନ୍ତି ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ। ଇଣ୍ଡୋ ଜର୍ମାନ କ୍ଲବ ପରିସରରେ ଅୟୋଜିତ ଏହି କର୍ମଶାଳାରେ!-->…
Read More...
Read More...
ବିରମିତ୍ରପୁର : ଅବସର ପ୍ରାପ୍ତ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କ ଘରୁ ଡକାୟତି ମାମଲାରେ ୪ ଗିରଫ।। ପିସ୍ତଲ , ଛୁରୀ , ନଗଦ…
ବିରମିତ୍ରପୁର : ୧୨/୭ (ସତ୍ୟାନ୍ୟୁଜ) ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚରୀଙ୍କ ଘରୁ ସଶସ୍ତ୍ର ଡକାୟତି ମାମଲାରେ ବିରମିତ୍ରପୁର ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଡକାୟତ ମାନଙ୍କ ଠାରୁ ପୋଲିସ ୩ଟି ପିସ୍ତଲ , ଗୋଟିଏ ବଡ଼ ଛୁରୀ , ନଗଦ ୪ ହଜାର ଟଙ୍କା ଜବତ କରିଛି। ଏହା!-->…
Read More...
Read More...
ଭୁବନେଶ୍ୱର : କୂଅଖାଇ ନଦୀରୁ ଆଜି ଆଉ ଦୁଇ ଛାତ୍ରଙ୍କ ମୃତ ଦେହ ଉଦ୍ଧାର।। ସମସ୍ତ ୪ ଛାତ୍ରଙ୍କ ମୃତ ଦେହ ଉଦ୍ଧାର।
ଭୁବନେଶ୍ୱର : ୧୨/୭ (ସତ୍ୟାନ୍ୟୁଜ) ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲି ଠାରୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧାର ହୋଇଛି। ଫଳରେ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଜଣେ ମୃତ ଛାତ୍ର ଝାରଖଣ୍ଡର ହୋଇଥିବା ବେଳେ ଅନ୍ୟ ତିନିଜଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର।!-->…
Read More...
Read More...
ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ବାରିପଦା ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ।। ଲାଞ୍ଚ ନେବା ବେଳେ ଧରା ପଡିଲେ।
ମୟୁରଭଞ୍ଜ : ୧୧/୭ (ସତ୍ୟାନ୍ୟୁଜ) ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ। ବାରିପଦା କାର୍ଯ୍ୟାଳୟର ଅମିନ ମାନସ ଦାସ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତ!-->…
Read More...
Read More...
ରାଉରକେଲା : ପାନପୋଷ ମାର୍କେଟର ଦୋକାନ ଘର ଆବଣ୍ଟନ ପ୍ରକ୍ରିୟା ଶେଷ।। ଲଟେରୀ ମାଧ୍ୟମରେ ହିତାଧିକାରୀଙ୍କୁ ଦୋକାନ ଘର…
ରାଉରକେଲା : ୧୧/୭ ( ସତ୍ୟାନ୍ୟୁଜ) ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ନବ ନିର୍ମିତ ପାନପୋଷ ମର୍କେଟ କମ୍ପ୍ଳେକ୍ସର ପ୍ରଥମ ପର୍ଯ୍ୟାୟ ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି । ଉଦିତ ନଗର ସ୍ଥିତି ପାଠାଗାର ପରିସରରେ!-->…
Read More...
Read More...