Browsing Category
ଓଡିଶା
ଝାରସୁଗୁଡା : ସେକ୍ସ ରାକେଟ ଉପରେ ପୋଲିସର ଚଢ଼ାଉ।। ୧୪ ଗ୍ରାହକ ଗିରଫ , ୧୩ ଯୁବତୀ ଉଦ୍ଧାର।
ଝାରସୁଗୁଡା : ୨୩/୭ (ସତ୍ୟାନ୍ୟୁଜ) ଝାରସୁଗୁଡା ପୋଲିସ ଏକ ବଡ଼ ଧରଣର ସେକ୍ସ ରାକେଟ ଉପରେ ଚଢ଼ାଉ କରି ୧୪ ଜଣଙ୍କୁ ଗିରଫ କରିଛି। ଏହା ସହ ୧୩ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି।ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ାର ପଞ୍ଚପଡ଼ା ସ୍ଥିତ ଏକ ହୋଟେଲରେ ପୁଲିସ!-->…
Read More...
Read More...
ସୁନ୍ଦରଗଡ : ୫ଟି ସ୍କୁଲ , ଅଙ୍ଗନବାଡି , ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ କରୁଥିବା ଚୋର ଗ୍ୟାଙ୍ଗ ପୋଲିସ ହାତରେ।।…
ସୁନ୍ଦରଗଡ଼ : ୨୨/୭ (ସତ୍ୟାନ୍ୟୁଜ) ଦୀର୍ଘ ଏକବର୍ଷ ହେଲା ସୁନ୍ଦରଗଡର ବିଭିନ୍ନ ଥାନା ଅଞ୍ଚଳରେ ଥିବା ସ୍କୁଲ, ପଞ୍ଚାୟତ ଅଫିସ , ଅଙ୍ଗନବାଡି କେନ୍ଦ୍ରକୁ ଚୋର ମାନେ ଟାର୍ଗେଟ କରୁଥିଲେ। ସ୍କୁଲ ରୂପାନ୍ତରଣ ପରେ ସେଠାରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିନେଉଥିଲେ ଏକ!-->…
Read More...
Read More...
ରାଉରକେଲା : ମଳ ଉପଚାର କେନ୍ଦ୍ରର ସୁପରିଚାଳନା ପାଇଁ କର୍ମଶାଳା ଆୟୋଜିତ। ୪ଟି ପୌରପାଳିକା ଏବଂ ଆରଏମସି କର୍ମଚରୀଙ୍କ…
ରାଉରକେଲା : ୨୧/୭ (ସତ୍ୟାନ୍ୟୁଜ) ଶୁକ୍ରବାର ସ୍ଥାନୀୟ ହୋଟେଲ ପରିସରରେ ୫-ଟି ଉପକ୍ରମ ଅଧୀନରେ ଏକ କ୍ଳଷ୍ଟର ସ୍ତରୀୟ ଟିମ୍ ଗଠନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୌରସଂସ୍ଥା ଓ ମଳ ଉପଚାର କେନ୍ଦ୍ର ମଧ୍ୟରେ କିଭଳି ସମନ୍ବୟ ରଖାଯାଇ କେନ୍ଦ୍ରର ସୁପରିଚାଳନା କରାଯିବ ସେ ନେଇ କର୍ମଶାଳାରେ!-->…
Read More...
Read More...
ରାଉରକେଲା : ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ।
ରାଉରକେଲା : ୨୦/୭/ (ସତ୍ୟାନ୍ୟୁଜ) ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ଆଖି ଆଗରେ ରଖି ଯେପରି ନୂତନ ମତଦାତା ମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଭୋଟର ତାଲିକା ରେ ଯେପରି କେହି ବାଦ ନ ପଡିବେ ସେଇଥି ପାଇଁ ଦୁଇ ଦିବସୀୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର!-->…
Read More...
Read More...
ବୌଦ୍ଧ : ଏକଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଆଇଆଇସି।। ଜବତ ବାଲି ଗାଡି…
ବୌଦ୍ଧ : ୨୧/୭ (ସତ୍ୟାନ୍ୟୁଜ) ହଜାର ନୁହେଁ କି ପାଞ୍ଚ ହଜାର ନୁହେଁ ପୁରା ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଟଙ୍କା ନେଉଥିବା ବେଳେ!-->…
Read More...
Read More...
ବିରମିତ୍ରପୁର : ବିରମିତ୍ରପୁର ଶ୍ରମଶକ୍ତି କଲେଜର ରୂପାନ୍ତରଣ କାମ ଠିକ ଭାବେ ହେଉ ନଥିବା ଅଭିଯୋଗ କଲେ ସ୍ଥାନୀୟ…
ବିରମିତ୍ରପୁର : ୨୧/୭ (ସତ୍ୟାନ୍ୟୁଜ) ରାଜ୍ୟରେ ଏବେ ବିଭିନ୍ନ କଲେଜରେ ଚାଲିଛି ରୂପାନ୍ତରଣ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ବିରମିତ୍ରପୁର ଶ୍ରମଶକ୍ତି କଲେଜର ମଧ୍ୟ ନବୀକରଣ ଚାଲିଛି। କିନ୍ତୁ ଏହି କାମ ଠିକ ଭାବେ ହେଉନଥିବା ଅଭିଯୋଗ କରିଛନ୍ତି ବିଧାୟକ ଶଙ୍କର ଓରାମ। କଲେଜର ବିଭିନ୍ନ!-->…
Read More...
Read More...
ମୟୁରଭଞ୍ଜ : କୁକୁଡ଼ା ଭାଡ଼ିରେ ପଶି ନିୟମିତ ଅଣ୍ଡା ଗିଳି ଯାଉଥିଲା ଏକ ନାଗ ସାପ।। ଗ୍ରାମବାସୀଙ୍କ ହାତରେ ଧରାପଡି…
ମୟୁରଭଞ୍ଜ : ୨୦/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ନାଗସାପ ପେଟରୁ ବାହାରିଲା ଅଣ୍ଡା। ଗୋଟିଏ ପରେ ଗୋଟିଏ ଚାରୋଟି ଅଣ୍ଡା ବାନ୍ତି କଲା ନଗରାଜ। ଏପରି ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଦେଖିବାକୁ ମିଳିଛି।ଘଟଣାଟି ଏହିପରି। ଲୋକଙ୍କ କୁକୁଡ଼ା ଭାଡ଼ିରୁ ଲଗାତାର ଚୋରି ହେଉଥିଲା!-->…
Read More...
Read More...
ଭଦ୍ରକ : ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ବସ ଓଲଟି ୨୫ ଯାତ୍ରୀ ଆହତ।। ୫ ଗୁରୁତର।। ପଶ୍ଚିମବଙ୍ଗରୁ ପୁରୀ ଯାଉଥିଲା ବସ।
ଭଦ୍ରକ : ୨୦/୭ (ସତ୍ୟାନ୍ୟୁଜ) ରାସ୍ତାକଡ଼କୁ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍ଟି ଓଲଟି ପଡ଼ିବାରୁ ୨୫ରୁ ଉର୍ଦ୍ଧ୍ବଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ!-->…
Read More...
Read More...
ଅହମ୍ମଦାବାଦ : ଦ୍ରୁତଗାମୀ ଜଗୁଆର କାର ଲୋକଙ୍କ ଉପରେ ମାଡି ଗଲା।। ୯ ମୃତ , ୧୫ ଗୁରୁତର। ଇସ୍କନ ବ୍ରିଜ ଉପରେ…
ଅହମ୍ମଦାବାଦ : ୨୦/୭ (ସତ୍ୟାନ୍ୟୁଜ) ଗୁଜରାଟ ରାଜଧାନୀ ଅହମ୍ମଦାବାଦରେ ବୁଧବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦୁର୍ଘଟଣା ସ୍ଥଳରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଜାଗୁଆର କାର୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏହି!-->…
Read More...
Read More...
ରାଇରଙ୍ଗପୁର : ରାଜ୍ୟ ସରକାର ଶୀଘ୍ର ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବାକୁ ଦାବି।। ଦାବି କଲା ଅଖିଳ ଭାରତୀୟ…
ମୟୁରଭଞ୍ଜ : ୨୦/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଜ୍ୟ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ଲାଗି ତାରିଖ ଘୋଷଣା କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାବି କରିଛି। ଏହି ସନ୍ଦର୍ଭରେ ରାଇରଙ୍ଗପୁର ସହର ଜଗନ୍ନାଥ ମନ୍ଦିର ପରିସରରେ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ!-->…
Read More...
Read More...