Browsing Category

ଓଡିଶା

ରାଉରକେଲା : ମଣିପୁର ତାତି ରାଉରକେଲାରେ।। ମହିଳା ଫୋରମ ପକ୍ଷରୁ ପ୍ରତିବାଦ ସଭା।। ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି…

ରାଉରକେଲା : ୨୭/୭ (ସତ୍ୟାନ୍ୟୁଜ) ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ରାଜ ରାସ୍ତାରେ ମଧ୍ୟ ବିରୋଧ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ , ପ୍ରଦର୍ଶନ ଆଦି ଚାଲିଥିବା ବେଳେ ମଣିପୁର ତାତି ରାଉରକେଲାରେ ମଧ୍ୟ ଦେଖାଦେଇଛି। ଗତ ଦୁଇ ଦିନ ଧରି ବିଭିନ୍ନ
Read More...

ସୁନ୍ଦରଗଡ଼ : ସରକାରଙ୍କ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଅନୁଦାନ ଘୋଷଣାକୁ ବିରୋଧ।। ବଣାଇରେ ଜିଲ୍ଲା ସରପଞ୍ଚ ସଂଘର…

ବଣାଇ : ୨୬/୭ (ସତ୍ୟାନ୍ୟୁଜ) କିଛି ଦିନ ତଳେ ରାଜ୍ୟ ସରକାର" ଆମ ଓଡ଼ିଶା ନବୀନ ଓଡ଼ିଶା" ନାମକ ଏକ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିବାକୁ ଘୋଷଣା
Read More...

କଟକ : ମହାମହିମ ରାଷ୍ଟ୍ରପତିଙ୍କ କଟକ ଗସ୍ତ।। ମା କଟକଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ପ୍ରତିଷ୍ଠା ଦିବସରେ ଯୋଗଦେଲେ।

କଟକ : ୨୬/୭ (ସତ୍ୟାନ୍ୟୁଜ ) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ କଟକ ଗସ୍ତ ଆରମ୍ଭ କରିଛନ୍ତି। ପ୍ରଥମେ ମା କଟକ ଚଣ୍ଡୀଙ୍କୁ ଦର୍ଶନ କରି ରାଷ୍ଟ୍ରପତି ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାପରେ କଟକ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ
Read More...

ଲହୁଣୀପଡା : ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ।। ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ।

ଲହୁଣୀପଡା : ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ।। ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ। ବଣାଇ : ୨୬/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ଗ୍ରାମରେ ଜଣଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ
Read More...

ରାଉରକେଲା : ମାଓବାଦୀ ନାଁ ରେ ବଟି ଦାବି କରି ନେଉଥିବା ବେଳେ ଜଣେ ଗିରଫ।। ନଗଦ ୫୦ ହଜାର ଟଙ୍କା ସହ ସ୍କୁଟି ଜବତ ।

ରାଉରକେଲା : ୨୫/୭ (ସତ୍ୟାନ୍ୟୁଜ) ମାଓବାଦୀ ନାଁରେ ବଟି ମାଗି ଗିରଫ ହୋଇଛନ୍ତି ବନ୍ଧମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି। ଗିରଫ ବ୍ୟକ୍ତି ମଧୁସୂଦନ ଦାସଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା , ୨ ଟି ମୋବାଇଲ ଫୋନ ଗୋଟିଏ ସ୍କୁଟି। ଜବତ କରାଯାଇଛି। ବନ୍ଧମୁଣ୍ଡା 'ଡି' ସେକ୍ଟରରେ ରହୁଥିବା ମଧୁସୂଦନ
Read More...

ରାଉରକେଲା : ପେଶା ଡ୍ରାଇଭର।। ନିଶା ମାର୍ଶାଲ ଆର୍ଟ।। ରାଏବୋଗା ଥାନା ଡ୍ରାଇଭର ଗୁରୁ ନାରାୟଣ ମୁଣ୍ଡା ପାଇଲେ ବ୍ଲାକ୍…

ରାଉରକେଲା : ୨୫/୭ (ସତ୍ୟାନ୍ୟୁଜ) ଗୁରୁ ନାରାୟଣ ମୁଣ୍ଡା। ପେଶାରେ ଡ୍ରାଇଭର। ଏବେ ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନାରେ ପୋଲିସ ଗାଡି ଡ୍ରାଇଭର। ନିଶା କିନ୍ତୁ ମାର୍ଶାଲ ଆର୍ଟ ଚମ୍ପିୟାନ ହେବା।ରାଉରକେଲା ସିଭିଲ୍ ଟାଉନ୍ ସିପ୍ ସ୍ଥିତ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନ କାର୍ଯ୍ୟାଳୟରେ ଗୁରୁ
Read More...

ରାଉରକେଲା : ଇସ୍ପାତ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ଦାବି।। ମୁକ୍ତା,…

ରାଉରକେଲା : ୨୫/୭ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରା ଯାଇଥିବା ବିଭିନ୍ନ ଯୋଜନାର ଲାଭ ପାଉନାହାନ୍ତି ରାଉରକେଲା ଇସ୍ପାତ ସହରାଞ୍ଚଳ ବସ୍ତି ବାସିନ୍ଦା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ। ଏହି ଅଞ୍ଚଳ ପଞ୍ଚାୟତ କିମ୍ବା ବ୍ଲକ ଏରିଆରେ ଆସୁନାହିଁ। ରାଉରକେଲା ଇସ୍ପାତ କାରଖାନା
Read More...

ଦେବଗଡ଼/ମୟୁରଭଞ୍ଜ : ରାଜ୍ୟରେ ସର୍ପଘାତରେ ଦୁଇ ଭାଇଙ୍କ ସମେତ ୩ ଜଣଙ୍କ ମୃତ୍ୟୁ।। ଜଣେ ମହିଳା ଗୁରୁତର।।

ଦେବଗଡ଼/ମୟୁରଭଞ୍ଜ : ୨୫/୭ (ସତ୍ୟାନ୍ୟୁଜ) ରାଜ୍ୟରେ ସର୍ପଘାତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବଢି ବଢି ଚାଲିଛି। ଦୁଇଦିନ ତଳେ କେନ୍ଦୁଝର ଜିଲ୍ଲାରେ ସର୍ପଘାତରେ ୩ ଜଣ ଛାତ୍ରଛାତ୍ରୀ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ବେଳେ ଗତକାଲି ରାତିରେ ଦେବଗଡ଼ ଏବଂ ମୟୁରଭଞ୍ଜ ଜିଲ୍ଲାର ୩
Read More...

ରାଇରଙ୍ଗପୁର : ଛତୁ ଚାଷ , ଛେଳି ଚାଷ , ଧୂପକାଠି ପ୍ରସ୍ତୁତ କରି ମହିଳା ମାନେ ହୋଇ ପାରିଛନ୍ତି ଆତ୍ମ ନିର୍ଭରଶୀଳ।

ରାଇରଙ୍ଗପୁର : ୨୫/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମିଶନ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏବେ ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱାବଲମ୍ବୀ ହେବାପାଇଁ ସମସ୍ତ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ରାଇରଙ୍ଗପୁରର ଏମଜିପିଏଲ ସଂସ୍ଥା
Read More...

ବଣାଇ : ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍ କି ଡୋ ଚାମ୍ପିଅନଶିପ ଉଦଯାପିତ।। ୧୩୫ ଜଣ ପ୍ରତିଯୋଗୀ ଯୋଗଦେଲେ ।

ବଣାଇ : ୨୫/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍ କି ଡୋ ଚାମ୍ପିଅନସିପ ଉଦଯାପିତ ହୋଇ ଯାଇଛି। ବଣାଇ ଇନଡୋର ଷ୍ଟାଡିଅମରେ ଅୟୋଜିତ ଏହି ଚମ୍ପିଆନସିପ ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଚାମ୍ପିଅନସିପରେ ସ୍ଵତନ୍ତ୍ର ଅତିଥି
Read More...