Browsing Category
ଓଡିଶା
ରାଉରକେଲା : ମନ୍ଦିରା ଡ୍ୟାମର ସମସ୍ତ ୧୧ଟି ଗେଟ୍ ଖୋଲା ଗଲା।। ୬ଟି ଗେଟ୍ ସମ୍ପୂର୍ଣ୍ଣ ଖୋଲା ଗଲା।। ବ୍ରାହ୍ମଣୀ ନଦୀରେ…
ରାଉରକେଲା : ୩/୮ (ସତ୍ୟାନ୍ୟୁଜ) କାଂଶବାହାଲ ସ୍ଥିତ ମନ୍ଦିରା ଡ୍ୟାମର ଜଳ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଡ୍ୟାମର ସମସ୍ତ ୧୧ଟି ଗେଟ୍ କୁ ଖୋଲି ଦିଆଯାଇଛି। ୬ଟି ଗେଟକୁ ସମ୍ପୂର୍ଣ୍ଣ ଖୋଲି ଦିଆଯାଇଥିବା ବେଳେ ଆଉ ୫ଟି ଗେଟ୍ କୁ ୫ ଫୁଟ ଲେଖାଏଁ ଖୋଲା ଯାଇଛି। ଅଗଷ୍ଟ ୧ ତାରିଖ ଦିନ ୭!-->…
Read More...
Read More...
ରାଉରକେଲା : ଲଗାଣ ବର୍ଷାରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ।। ଫୁଲୁଛି ବ୍ରାହ୍ମଣୀ ନଦୀ।। ମନ୍ଦିରା ଡ୍ୟାମର ୧୧ଟି ଗେଟ…
ରାଉରକେଲା : ୩/୮ (ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡର ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଆଜି ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଗତକାଲି ଦିନ ୧୨ ଟାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ!-->…
Read More...
Read More...
କୋଇଡା : ନାଳରେ ପାଣି ଭରି ଯିବାରୁ ଦୁଇଦିନ ହେଲା ଫସି ରହିଛନ୍ତି ଲୋକମାନେ। କୋଇଡା ବ୍ଲକର ଗୋପିସାହିର ସ୍ଥିତି ସଙ୍ଗୀନ।
କୋଇଡା : ୩/୮ (ସତ୍ୟାନ୍ୟୁଜ) ଦୁଇଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ନଦୀ , ନାଳରେ ଜଳସ୍ତର ବୃଦ୍ଧି ପାଇଛି। ନାଳରେ ପାଣି ଭରି ଯିବାରୁ ଜିଲ୍ଲାର କୋଇଡା ବ୍ଲକ ଅଡାଘାଟ ଗ୍ରାମର ଗୋପିସାହିର ୩୦ ରୁ ଉର୍ଦ୍ଧ ପରିବାର ଏବେ ଫସି ରହିଛନ୍ତି। ଲଗାଣ ବର୍ଷା ରେ ସୁନା ନାଳ ଫୁଲି!-->…
Read More...
Read More...
ଭୁବନେଶ୍ୱର : କାଲି ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ ସମେତ ୧୦ଟି ଜିଲ୍ଲାକୁ ବର୍ଷା ପାଇଁ ରେଡ୍ ୱାର୍ଣିଙ୍ଗ।। ବିଭିନ୍ନ ନଦୀର…
ଭୁବନେଶ୍ୱର : ୨/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ସମେତ ୧୦ଟି ଜିଲ୍ଲାକୁ ବର୍ଷା ପାଇଁ ରେଡ୍ ୱାର୍ଣିଙ୍ଗ ଦିଆଯାଇଛି। କାଲି ସକାଳ ପର୍ଯ୍ୟନ୍ତ ୧୦ଟି ଜିଲ୍ଲାକୁ ଏହି ରେଡ୍ ୱାର୍ଣ୍ଣିଂ। ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି।!-->…
Read More...
Read More...
ମୟୁରଭଞ୍ଜ : ଅସୁସ୍ଥ ଛୁଆ ହାତୀକୁ ଛାଡି ପଳାଇଲେ ହାତୀପଲ୍ଲ ଓ ମା’ ହାତୀ।। ଅସୁସ୍ଥ ଛୁଆ ହାତୀର ଚିକିତ୍ସା…
ମୟୁରଭଞ୍ଜ : ୨/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମା' ହାତୀ ତାର ଛୁଆକୁ ସବୁବେଳେ ସୁରକ୍ଷା ଦେଇଥାଏ। ବାହ୍ୟ ବିପଦର ଆଶଙ୍କା ଥିଲେ ଛୁଆ ହାତୀକୁ ଘେରି ଯାଆନ୍ତି ହାତୀପଲ୍ଲ। ଏଠାରେ କିନ୍ତୁ ବ୍ୟତିକ୍ରମ ଦେଖାଯାଇଛି। ଅସୁସ୍ଥ ଛୁଆ ହାତୀକୁ ଛାଡି ଚାଲି ଯାଇଛନ୍ତି ହାତୀ ପଲ୍ଲ। ପ୍ରବଳ!-->…
Read More...
Read More...
ମୟୁରଭଞ୍ଜ : ୧୮ଟି ବନ୍ଧୁକ ସହ ଗୋଟିଏ ପିସ୍ତଲ ଜମା ଦେଲେ।। ଶିମିଳିପାଳ ଜଙ୍ଗଲ ସୁରକ୍ଷା ଅଭିଯାନର ବଡ ସଫଳତା।
ମୟୁରଭଞ୍ଜ : ୧/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିମିଳିପାଳ ଜଙ୍ଗଲ ସୁରକ୍ଷା ଅଭିଯାନ ପରିପ୍ରେକ୍ଷୀରେ ୧୮ଟି ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ଆଜି ଜମା କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇବା ପରେ!-->…
Read More...
Read More...
ରାଉରକେଲା : ବାଦଲଗିରି ଜଳ ପ୍ରପାତରେ ପାଣିରେ ବୁଡି ନିଖୋଜ ଯୁବକଙ୍କ ଶବ ଉଦ୍ଧାର।। ୩ ଦିନ ପରେ ଉଦ୍ଧାର କଲା ଓଡ୍ରାଫ…
ରାଉରକେଲା : ୧/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକରେ ଥିବା ବାଦଲଗିରି ଜଳପ୍ରପାତରେ ରବିବାର ଦିନ ପାଣିରେ ବୁଡି ନିଖୋଜ ଯୁବକଙ୍କ ଶବ ଆଜି ଉଦ୍ଧାର କରାଯାଇଛି। ତିନିଦିନ ପରେ ରାଉରକେଲା ଓଡ୍ରାଫ ଟିମ୍ ଏବଂ ବଣାଇ ଫାୟାର ଟିମ୍ ଶବ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟଯେ!-->…
Read More...
Read More...
ରାଉରକେଲା : ମନ୍ଦିରା ଡ୍ୟାମର ୭ଟି ସ୍ପିଲୱେ ଏବଂ ଦୁଇଟି ସ୍ଲୁଇସ୍ ଗେଟ ଖୋଲାଗଲା।। ବ୍ରାହ୍ମଣୀ ନଦୀ ଜଳ ସ୍ତରରେ ବୃଦ୍ଧି…
ରାଉରକେଲା : ୧/୮ (ସତ୍ୟାନ୍ୟୁଜ) ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ ଏବଂ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। କାଂଶବାହାଲରେ ଥିବା ମନ୍ଦିରା ଡ୍ୟାମର ଜଳ ସ୍ତର ବୃଦ୍ଧି ପାଉଥିବାରୁ ୭ଟି ଗେଟ ଖୋଲି ଦିଆଯାଇଛି। ୭ଟି ସ୍ପିଲୱେ ଖୋଲା ଯାଇଥିବା ବେଳେ ଦୁଇଟି ସ୍ଲୁଇସ୍ ଗେଟ ଖୋଲି!-->…
Read More...
Read More...
ମୟୁରଭଞ୍ଜ : ମୋବାଇଲ ଫୋନ ହଜାଇ ଦେବାରୁ ସ୍ୱମୀ , ସ୍ତ୍ରୀକୁ ପିଟି ପିଟି ମାରିଦେଲା।। ଅଭିଯୁକ୍ତ ସ୍ୱାମୀ ଗିରଫ ।
ମୟୁରଭଞ୍ଜ : ୩୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୋବାଇଲ ଫୋନ ହଜାଇ ଦେବାରୁ ଠେଙ୍ଗାରେ ପିଟି ପିଟି ସ୍ବାମୀ ମାରିଦେଲା ନିଜ ସ୍ତ୍ରୀକୁ। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରେ। ସ୍ବାମୀ ରାମଚନ୍ଦ୍ର ସିଂ ତାଙ୍କ ସ୍ତ୍ରୀ!-->…
Read More...
Read More...
ମୟୁରଭଞ୍ଜ : ମଣିପୁର ହିଂସାକାଣ୍ଡ ଏବଂ ମହିଳାଙ୍କ ପ୍ରତି ଅସଦାଚରଣ ର ପ୍ରତିବାଦ କରିଛି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା।।…
ମୟୁରଭଞ୍ଜ : ୩୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମଣିପୁରରେ ଆଦିବାସୀ ମହିଳାଙ୍କ ପ୍ରତି ଅସଦାଚରଣର ପ୍ରତିବାଦ କରିଛି ରାଇରଙ୍ଗପୁର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା। ଜେ ଏମ୍ ଏମ୍ ର କର୍ମୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ!-->…
Read More...
Read More...