Browsing Category

ଓଡିଶା

ରାଉରକେଲା : ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ଫେରି ପାଇ ଥିବାରୁ କଂଗ୍ରେସ ପକ୍ଷରୁ ସ୍ୱାଗତ ସମାରୋହ।

ରାଉରକେଲା : ୭/୮ (ସତ୍ୟାନ୍ୟୁଜ) କଂଗ୍ରେସ ସଂସଦ ରାହୁଲ ଗାନ୍ଧୀ ତାଙ୍କ ଲୋକସଭା ସଦସ୍ୟତା ଆଜି ଫେରି ପାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଲୋକସଭା କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଂଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଆଜି ରାଉରକେଲା ଯୁବ କଂଗ୍ରେସ ଏବଂ କଂଗ୍ରେସ
Read More...

ରାଉରକେଲା : ଦେଶରେ ୫୦୮ଟି ଷ୍ଟେସନର ଆଧୁନିକରଣ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।। ରାଜଗାଙ୍ଗପୁର ଷ୍ଟେସନର ଆଧୁନିକରଣ…

ରାଉରକେଲା : ୬/୮ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ୫୦୮ଟି ରେଳ ଷ୍ଟେସନର ଆଧୁନିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ରୂପାନ୍ତରଣ ହେଉଛି। ଭିଡିଓ କନ୍ଫରେନସ ମାଧ୍ୟମରେ ଏହି ଶିଳାନ୍ୟାସ ଉତ୍ସବ ସମାହିତ ହୋଇଛି।
Read More...

ମୟୁରଭଞ୍ଜ : କୁଳିଆଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ ଲାଗି ଜଳିଗଲା ଆସବାବପତ୍ର।। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

ମୟୁରଭଞ୍ଜ: ୫/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟୋର ରୁମରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡି ନଷ୍ଟ ହୋଇ ଯାଇଛି । ରାତି ସମୟରେ କୋଠରୀଟି ବନ୍ଦ ଥିବାବେଳେ ହଠାତ୍ ଭିତର ପଟୁ ନିଆଁ ଲାଗିଥିଲା।
Read More...

ବିରମିତ୍ରପୁର : ସ୍ମାର୍ଟ ପାର୍କ ଲାଗି ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା।। ଆଗେ ଥଇଥାନ ପରେ ଉଚ୍ଛେଦ ଦାବି କଲେ ଲୋକେ।

ବିରମିତ୍ରପୁର : ୫/୮ (ସତ୍ୟାନ୍ୟୁଜ) ଜବର ଦଖଲ ଉଚ୍ଛେଦ ବେଳେ ଶନିବାର ଦିନ ବିରମିତ୍ରପୁରରେ ଉତ୍ତେଜନା ଦେଖା ଦେଇଛି। ଉଚ୍ଛେଦ ଦୋକାନୀ ମାନେ ପ୍ରଥମେ ଥଇଥାନ ଏବଂ ପରେ ଉଛେଦ ଦାବିରେ ଅଡ଼ି ବସିଛନ୍ତି। ଏହି ଉଚ୍ଛେଦ ପ୍ରକ୍ରିୟା ନୂଆ ବସ ଷ୍ଟାଣ୍ଡ ନିକଟରେ ଆରମ୍ଭ ହୋଇଛି। ସେଠାରେ ଏକ ସ୍ମାର୍ଟ
Read More...

ସୁନ୍ଦରଗଡ଼ : ପିସ୍ତଲ ମୁନରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି।। ନଗଦ ୩୨ ଲକ୍ଷ , ୨୦…

ପୂର୍ବତନ ବ୍ଲକ ଅଧକ୍ଷଙ୍କ ଘରେ ସଶସ୍ତ୍ର ଡକାୟତିସୁନ୍ଦରଗଡ଼ : ୫/୮ (ସତ୍ୟାନ୍ୟୁଜ) ହେମଗିରି ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଗୋପାଳ ପ୍ରଧାନଙ୍କ ଘରେ ହୋଇ ଯାଇଛି ସଶସ୍ତ୍ର ଡକାୟତି। ଗୋପାଳଙ୍କ ବିଲେଇମୁଣ୍ଡା ସ୍ଥିତ ବାସଭବନରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଗୁରୁବାର ରାତି ପ୍ରାୟ ତିନିଟା
Read More...

ସୁନ୍ଦରଗଡ : ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ସୁନ୍ଦରଗଡ଼ : ୪/୮ ସତ୍ୟାନ୍ୟୁଜ) ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକ ର ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ସ୍ଵାଧୀନତା
Read More...

ରାଇରଙ୍ଗପୁର : ବଜାରକୁ ଆସିଛି ଏକ ନୂତନ ଧରଣର ଚୁଲା।। ଧୂଆଁ ରହିତ ଏହି କାଠ ଚୁଲା ରନ୍ଧନ ଗ୍ୟାସର ବିକଳ୍ପ ହେବା ନେଇ…

ମୟୁରଭଞ୍ଜ : ୪/୮ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଏବେ ବଜାରକୁ ଆସି ଯାଇଛି ଏକ ନୂତନ ପ୍ରକାର ଚୁଲା। ଏହି ଚୁଲାରେ ଅଳ୍ପ କାଠରେ ବହୁ ଲୋକଙ୍କ ପାଇଁ ରୋଷେଇ ହୋଇ ପାରିବ। ଏବେ ଦିନକୁ ଦିନ ରନ୍ଧନ ଗ୍ୟାସ ଦର ବଢି ବଢି ଚାଲିଛି। ଗ୍ରାମାଞ୍ଚଳରେ ରହୁଥିବା ସମସ୍ତ ଲୋକ ଗ୍ୟାସ କିଣି ରୋଷେଇ
Read More...

ରାଉରକେଲା : ଲକ୍ଷାଧିକ ଟଙ୍କାର ବେଆଇନ ଗଞ୍ଜେଇ ଜବତ।। ରେଲୱେ ଷ୍ଟେସନ ଏରିଆରୁ ଜଣେ ଗିରଫ।।

ରାଉରକେଲା : ୪/୮ (ସତ୍ୟାନ୍ୟୁଜ) ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ରାଉରକେଲା ଅବକାରୀ ବିଭାଗ ଓମ୍ ନିସାର ନାମକ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଗିରଫ ଯୁବକ ନିକଟରୁ ୧୪ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ
Read More...

ରାଉରକେଲା : ବର୍ଷାରେ ବୁଲି ବୁଲି ରେନ୍ କୋର୍ଟ ବାଣ୍ଟିଲେ ‘ହୋପ ଅଫ ଲାଇଫ’ କର୍ମକର୍ତ୍ତା।

ରାଉରକେଲା : ୪/୭ (ସତ୍ୟାନ୍ୟୁଜ) ରାଉରକେଲାରେ ବୁଧବାର ଏବଂ ଗୁରୁବାର ଦୁଇଦିନ ଲାଗି ରହିଥିବା ବର୍ଷା ଯୋଗୁଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ଜୀବିକା ନର୍ବାହ ଲାଗି ବର୍ଷାରେ କାର୍ଯ୍ୟରତ ରାସ୍ତାକଡ଼ ଭେଣ୍ଡର ଏବଂ ରିକ୍ସା ଚଳାଳୀଙ୍କୁ ସାହାଯ୍ୟର ହାତ ବଢାଇ ଥିଲା
Read More...

ଉତ୍ତରାଖଣ୍ଡ : ପ୍ରବଳ ବର୍ଷାରେ ପାହାଡ଼ର ପାଣି ଏବଂ ଆବର୍ଜନା ସ୍ରୋତରେ ୩ ଦୋକାନ ଭାସିଗଲା।। ଗୋୖରୀକୁଣ୍ଡରେ ୧୩ ଜଣ…

ଉତ୍ତରାଖଣ୍ଡ : ୪/୭ (ସତ୍ୟାନ୍ୟୁଜ) ଉତ୍ତରାଖଣ୍ଡର ଗୌରିକୁଣ୍ଡରେ ୧୩ ଜଣ ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ଲୋକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। କେଦାରନାଥରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏକ ପାହାଡ଼ରୁ ଖସିଥିବା ପଥର ଏବଂ ଆବର୍ଜନା ସ୍ରୋତରେ
Read More...