ରାଉରକେଲା : ବର୍ଷାରେ ବୁଲି ବୁଲି ରେନ୍ କୋର୍ଟ ବାଣ୍ଟିଲେ ‘ହୋପ ଅଫ ଲାଇଫ’ କର୍ମକର୍ତ୍ତା।

0 561

ରାଉରକେଲା : ୪/୭ (ସତ୍ୟାନ୍ୟୁଜ) ରାଉରକେଲାରେ ବୁଧବାର ଏବଂ ଗୁରୁବାର ଦୁଇଦିନ ଲାଗି ରହିଥିବା ବର୍ଷା ଯୋଗୁଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ଜୀବିକା ନର୍ବାହ ଲାଗି ବର୍ଷାରେ କାର୍ଯ୍ୟରତ ରାସ୍ତାକଡ଼ ଭେଣ୍ଡର ଏବଂ ରିକ୍ସା ଚଳାଳୀଙ୍କୁ ସାହାଯ୍ୟର ହାତ ବଢାଇ ଥିଲା ‘ହୋପ ଅଫ ଲାଇଫ’। ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ବାରିକ ବର୍ଷାରେ ବୁଲି ବୁଲି ଏହି ଲାକ ମାନଙ୍କୁ ରେନ୍ କୋଟ ବାଣ୍ଟିଥିଲେ। ଆଗାମୀ ଦିନରେ ଆଉ ୨୦୦ଟି ରେନ୍ କୋଟ ବାଣ୍ଟିବାର ଯୋଜନା ରହିଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.