Browsing Category

ଓଡିଶା

ରାଉରକେଲା : ଏନ୍ ଆଇ ଟି ରେ ଜାଲ ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷା ଦେଉଥିବା ବେଳେ ୪ ନକଲି ପରୀକ୍ଷାର୍ଥୀ ଗିରଫ।

ରାଉରକେଲା : ୨୦/୮ (ସତ୍ୟାନ୍ୟୁଜ) ରାଉରକେଲା ଏନ୍ ଆଇ ଟି ରେ ନକଲି ଆଡ଼ମିଟ କାର୍ଡ ଦେଖାଇ ପରୀକ୍ଷା ଦେଉଥିବା ବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି। ୩ ନମ୍ବର ସେକ୍ଟର ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନ୍ ଆଇ ଟି ପକ୍ଷରୁ କନିଷ୍ଠ ସହାୟକ ନିଯୁକ୍ତି ପାଇଁ
Read More...

ରାଉରକେଲା : ଅକ୍ଷୟଶିଳା ଜଳପ୍ରପାତରେ ବୁଡି ଏନ୍ ଆଇ ଟି ଛାତ୍ରଙ୍କ ମୃତ୍ୟୁ।। ମୃତକ ଛାତ୍ର ବେଗାଡି ଆଦର୍ଶ ଏନ୍ ଆଇ ଟି…

ରାଉରକେଲା : ୨୦/୮ (ସତ୍ୟାନ୍ୟୁଜ) ରାଉରକେଲା ନିକଟ ଅକ୍ଷୟଶିଲା ଜଳ ପ୍ରପାତରେ ଏନ୍ ଆଇ ଟି ର ଜଣେ ଛାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବାର ସୂଚନା ମିଳିଛି। ମୃତ ଛାତ୍ର ବେଗାଡ଼ି ଆଦର୍ଶ ଶନିବାର ଦିନ ଆଠ ଦଶ ଜଣ ଛାତ୍ରଙ୍କ ସହ ମିଶି ବିଶ୍ରା ଥାନା ଅନ୍ତର୍ଗତ ଅକ୍ଷୟଶିଳା ଜଳପ୍ରପାତକୁ ବୁଲି
Read More...

ରାଜଗାଙ୍ଗପୁର : ସ୍କୁଲରେ ପ୍ରାର୍ଥନା ଏବଂ ଯୋଗ କ୍ଲାସ ପ୍ରସ୍ତୁତି ଚାଲୁଥିବା ବେଳେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ।।…

ରାଜଗାଙ୍ଗପୁର : ୧୯/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ଏକ ଘରୋଇ ସ୍କୁଲରେ ଆଜି ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସ୍କୁଲରେ ପ୍ରାର୍ଥନା ଏବଂ ଯୋଗ କ୍ଲାସ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅସୁସ୍ଥ ଅନୁଭବ କରି ଜଣେ ଦଶମ ଶ୍ରେଣୀର ଛାତ୍ର ତଳେ ପଡି ଯାଇଥିଲେ। ସ୍କୁଲ
Read More...

ରାଜଗାଙ୍ଗପୁର : ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବେଆଇନ ଗଞ୍ଜେଇ ଜବତ।। ଷ୍ଟେସନ ଅଞ୍ଚଳରୁ ଜବତ କଲା ରେଳବାଇ…

ରାଜଗାଙ୍ଗପୁର : ୧୯/୮ (ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଷ୍ଟେସନରୁ ରେଳ ସୁରକ୍ଷା ବଳ ଏବଂ ରେଳବାଇ ପୋଲିସ ୩୩ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ଅଭିଯୁକ୍ତ ଗୌରବ କୁମାର ସିଂ
Read More...

ବଣାଇ : ତହସିଲ କାର୍ଯ୍ୟାଳୟର ଖସି ପଡ଼ିଲା ସିଲିଂ।। ସୌଭାଗ୍ୟବଶତଃ ବର୍ତ୍ତିଲେ କର୍ମଚାରୀ।

ବଣାଇ : ୧୯/୮ (ସତ୍ୟାନ୍ୟୁଜ) ଲହୁଣୀପଡ଼ା ତହସିଲ ଅଫିସର ଛାତରୁ ଖସି ପଡ଼ିଲା ସିଲିଂ। ସୌଭାଗ୍ୟବଶତଃ ସେହି ସମୟରେ ରେକର୍ଡ କିପର ଏବଂ ଅନ୍ୟ କର୍ମଚାରୀ ବାହାରକୁ ଯାଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। କିଛି ଦିନ ପୂର୍ବରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯାଳୟ ରୁ ମଧ୍ୟ ଏପରି ସିଲିଂ ଖସି
Read More...

ସୁନ୍ଦରଗଡ : ଜିଲ୍ଲାରେ ଅନ୍ତର୍ଜାତୀୟ ମିଲେଟ୍ ଦିବସ ପାଳନ।। ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜିତ।

ସୁନ୍ଦରଗଡ଼ : ୧୯/୦୮( ସତ୍ୟାନ୍ୟୁଜ) : ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ବୈଠକ ଏବଂ ମିଲେଟ ବ୍ୟଞ୍ଜନ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜାନକୀ ବଲ୍ଲଭ ମହାପାତ୍ର ସ୍ଵାଗତ
Read More...

ସୁନ୍ଦରଗଡ଼ : ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ ପଣ୍ଡ।। ଏସବିଆଇ ସେବାକେନ୍ଦ୍ର ମାଲିକଙ୍କ ଠାରୁ ଲୁଟ୍ ଉଦ୍ୟମ।

ସୁନ୍ଦରଗଡ : ୧୮/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକରେ ଶୁକ୍ରବାର ଦିନ ବନ୍ଧୁକ ମୁନରେ ଏକ ଲୁଟ୍ ଉଦ୍ୟମ ପଣ୍ଡ ହୋଇଯାଇଛି। ଲୁଟ୍ କୁ ଲୋକମାନେ ବିରୋଧ କରିବାରୁ ଲୁଟେରା ମାନେ ବାଇକ ଛାଡି ପଳାଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀଆଜି ଏସବିଆଇ ସେବାକେନ୍ଦ୍ରର ମାଲିକ
Read More...

ରାଉରକେଲା : ରେଳ ଧାରଣାରୁଲ୍ୟାଣ୍ଡମାଇନ ଉଦ୍ଧାର।। ଓଡିଶା- ଝାରଖଣ୍ଡ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡି।

ରାଉରକେଲା: ୧୮/୭ (ସତ୍ୟାନ୍ୟୁଜ) ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା। ଗତକାଲି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଟୋପାଡିହିରେ ନକ୍ସଲଙ୍କ ବଡଧରଣ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଥିଲା। ଟୋପାଡିହି ରେଳଷ୍ଟେସନ ରେଳଧାରଣା ପାର୍ଶ୍ବରୁ ଡିଭିଏଫ୍‌ ଯବାନମାନେ ୧୦
Read More...

ରାଜଗାଙ୍ଗପୁର : ଚଳନ୍ତା ବାଇକ୍ ଉପରେ ପଡିଗଲା ୧୧ କେଭି ବିଦ୍ୟୁତ ଖୁଣ୍ଟ।। ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ ।

ରାଜଗାଙ୍ଗପୁର : ୧୭/୮ (ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ବାଇକ ଚାଳକ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଡଗୁଳିଆଳି ଅଞ୍ଚଳର ହରେକୃଷ୍ଣ ଲାକ୍ରା ଆଜି ତାଙ୍କ ବାଇକରେ ଯାଉଥିବା ବେଳେ ଏକ ବିଦ୍ୟୁତ ଖୁଣ୍ଟ ଚଳନ୍ତା ବାଇକ୍ ଉପରେ ପଡି
Read More...

ରାଜଗାଙ୍ଗପୁର : ରାଜଗାଙ୍ଗପୁର ରେଳ ଓଭର ବ୍ରିଜ ପାଇଁ ଲୋକଙ୍କ ଠାରୁ ସିଧା ସଳଖ ଜମି କିଣାଯିବ।। ଜମି ଅଧିଗ୍ରହଣ ହେବ…

ରାଜଗାଙ୍ଗପୁର : ୧୭/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।
Read More...