Browsing Category
ଓଡିଶା
ରାଉରକେଲା : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ପ୍ରଶାନ୍ତ ସେଠୀଙ୍କ ପଦକ୍ଷେପ।। ଇସ୍ପାତ ସହରାଞ୍ଚଳ…
ରାଉରକେଲା : ୨୪/୮ (ସତ୍ୟାନ୍ୟୁଜ) ରଘୁନାଥପଲ୍ଲୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବସ୍ତି ଅଭିଯାନ, ଜନନୀ ସମ୍ପର୍କ ଅଭିଯାନ, ମାର୍କେଟ ଅଭିଯାନ, ବିଭିନ୍ନ ଧର୍ମାନୁଷ୍ଠାନ ଅଭିଯାନ ସହ ପଲ୍ଲୀ ଭ୍ରମଣ କାର୍ଯ୍ୟକ୍ରମ ଅହରହ ଜାରି ରଖିଛନ୍ତି। ଏହି ଅଭିଯାନ ଓ ଭ୍ରମଣ ସମୟରେ!-->…
Read More...
Read More...
ସୁନ୍ଦରଗଡ଼ : ବିଜୁ ଏକ୍ସପ୍ରେସ ୱେରେ ସଡକ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ ରାଜପଥ…
ସୁନ୍ଦରଗଡ଼ : ୨୩/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ରେ ବୁଧବାର ଦିନ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ଭୋଜପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସାଇକେଲ ରେ ଯାଉଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ଏକ ବୋଲେରୋ ଧକ୍କା ଦେବା!-->…
Read More...
Read More...
ବଣାଇ : ବେଦାନ୍ତ ଖଣି ସମ୍ମୁଖରେ ଧାରଣା ୫ ଦିନରେ।। ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବଣାଇ : ୨୨/୮ (ସତ୍ୟାନ୍ୟୁଜ) ୧୧ଦଫା ଦାବୀ ନେଇ କୋଇଡା ବେଦାନ୍ତ ଖଣି ସମ୍ମୁଖରେ ୫ ଦିନ ଧରି ଧାରଣା ଚାଲି ଥିବା ବେଳେ ଏହାର କୌଣସି ସମାଧାନ ରାସ୍ତା ବାହାରି ନାହିଁ। ମଙ୍ଗଳବାର ଦିନ ବଣାଇ ବିଧାୟକଙ୍କ ନେତୃତ୍ୱରେ ଶହଶହ କର୍ମୀ ଏକ ଶୋଭାଯାତ୍ରା ରେ ବାହାରି ବଣାଇ ଉପଜିଲ୍ଲାପାଳ ଙ୍କ!-->…
Read More...
Read More...
ରାଉରକେଲା : ପ୍ଲାଣ୍ଟସାଇଟ ଉର୍ଦ୍ଦୁ ସ୍କୁଲରେ ବ୍ଲଡ଼ ଗ୍ରୁପ୍ ଯାଞ୍ଚ ଶିବିର ଅୟୋଜିତ।। ୫୦୦ ରୁ ଉର୍ଦ୍ଧ୍ବ…
ରାଉରକେଲା : ୨୨/୮ (ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ ରୋଡ଼ ସ୍ଥିତ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଏକ ବ୍ଲଡ଼ ଗ୍ରୁପ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହସନପୁର ଉର୍ଦ୍ଦୁ ସ୍କୁଲ ଏବଂ ଆଚାର୍ଯ୍ୟ ହରିହର ସ୍କୁଲର ୫୦୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ରକ୍ତ!-->…
Read More...
Read More...
ରାଉରକେଲା : ବିବାଦିତ ଜମିରେ ରେଳବାଇର ନିର୍ମାଣ କାର୍ଯ୍ୟକୁ ବିରୋଧ।। ମାପଚୁପ ପରେ ନିର୍ମାଣ କାର୍ଯ୍ୟ ସ୍ଥଗିତ।
ରାଉରକେଲା : ୨୨/୮ (ସତ୍ୟାନ୍ୟୁଜ) ବିବାଦିତ ଜମିରେ ରେଳବାଇ ଜାରି ରଖିଥିବା ନିର୍ମାଣ କାର୍ଯ୍ୟକୁ ଏବେ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏପ୍ରକାର ପଦକ୍ଷେପ ନିଆ ଯାଇଛି। ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
ରାଉରକେଲା : ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅୟୋଜିତ।। ମାନବିକତା ପରିବାର ପକ୍ଷରୁ ଭଞ୍ଜ ଭବନରେ ଅନୁଷ୍ଠିତ।
ରାଉରକେଲା : ୨୧/୮(ସତ୍ୟାନ୍ୟୁଜ) ସମାଜ ପ୍ରତି ଭିନ୍ନ ଢ଼ଙ୍ଗରେ ପାଳିତ ହେଉଛି। ଏ ସମାଜ ବରିଷ୍ଠ ନାଗରିକ ମାନଙ୍କ ସେବା ଓ ତାଙ୍କର କାର୍ଯ୍ୟଧାରା କୁ ନେଇ ଆଜି ମନେ ପକାଯାଉଛି। ସେମାନଙ୍କ ଦିଗଦର୍ଶନ ତଥା ପରିଚାଳିତ ମାର୍ଗ ଅନୁସରଣ କରି ଯୁବବର୍ଗ ଆଗକୁ ଅଗ୍ରସର ହୋଇଥାନ୍ତି। ତେଣୁ ସମାଜ ଗଠନ!-->…
Read More...
Read More...
ରାଉରକେଲା : ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ। ଜଣେ ଗିରଫ , ଅଟୋ ଜବତ। ଜବତ କଲା ଅବକାରୀ ବିଭାଗ।
ରାଉରକେଲା : ୨୧/୮ (ସତ୍ୟାନ୍ୟୁଜ) ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ରାଉରକେଲା ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ଲାଣ୍ଟସାଇଟ ରୋଡ଼ ନିକଟରେ ଏକ ଅଟୋରେ ଗଞ୍ଜେଇ!-->…
Read More...
Read More...
ସୁନ୍ଦରଗଡ଼ : ୫ ଲକ୍ଷ ଟଙ୍କାରେ ବାପା , ମାଛେଉଣ୍ଡ ନାବାଳିକା ବିକ୍ରି ଅଭିଯୋଗ।। ମହିଳା ସରପଞ୍ଚଙ୍କ ସମ୍ପୃକ୍ତି ନେଇ…
ସୁନ୍ଦରଗଡ଼ : ୨୦/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରୁ ବାହାର ରାଜ୍ୟକୁ ଝିଅ ଚାଲାଣ ମାମଲା ଥମୁ ନାହିଁ। ଦଲାଲମାନେ ଗ୍ରାମାଞ୍ଚଳର ନାବାଳିକା, ଯୁବତୀମାନଙ୍କୁ ଭଲ ରୋଜଗାର ଓ ନିଯୁକ୍ତି ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ବେଳେବେଳେ ବିକ୍ରି ମଧ୍ୟ କରି ଦେଉଛନ୍ତି। ଏଭଳି!-->…
Read More...
Read More...
ମୟୁରଭଞ୍ଜ : ହାଇୱେ ଲୁଟେରା ଗ୍ୟାଙ୍ଗ ଗିରଫ।। ଲୁଟ୍ ଉଦ୍ୟମ ବେଳେ ଗିରଫ କଲା ପୋଲିସ।। ବହୁ ମାରଣାସ୍ତ୍ର ଜବତ।
ମୟୁରଭଞ୍ଜ : ୨୦/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାତି ସମୟରେ ଚଳାଚଳ କରୁଥିବା ଯାନବାହନରୁ ଡକାୟତି ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। କରଞ୍ଜିଆ - ଯଶିପୁର ଜାତୀୟ ରାଜପଥ ପାର୍ଶ୍ଵ ବାମନାଶାଳ ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ଟା ସମୟରେ ଅଭିଯୁକ୍ତମାନେ ଏକାଠି!-->…
Read More...
Read More...
ରାଉରକେଲା : ନାଗରିକ ସୁରକ୍ଷା କମିଟି ପକ୍ଷରୁ ମହା କନଭେନସନ ଅୟୋଜିତ।। ବକ୍ତା ମାନଙ୍କର ୧୧ ଦଫା ଦାବି ଉପସ୍ଥାପନ।
ରାଉରକେଲା : ୨୦/୮ (ସତ୍ୟାନ୍ୟୁଜ) ୧୧ ଦଫା ଦାବି ନେଇ ରବିବାର ଦିନ ରାଉରକେଲା ନାଗରିକ କମିଟି ପକ୍ଷରୁ ଏକ ମହା କନଭେନସନ ର ଅୟୋଜନ କରାଯାଇଥିଲା। ଏହି ମହା ସମ୍ମିଳନୀ ଭଞ୍ଜଭବନ ଅଡ଼ିଟୋରିଅମ ରେ ଅନୁଷ୍ଠିତ ହୋଇଥିଲା। ତାଳଚେର ବିମଳାଗଡ଼ ରେଳପଥର ଶୀଘ୍ର ନିର୍ମାଣ , ସୁପର ସ୍ପେସିଆଲିଟି!-->…
Read More...
Read More...