Browsing Category

ଓଡିଶା

ରାଉରକେଲା : ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି।। ସୁନ୍ଦରଗଡ଼ ଆଦିବାସୀ…

ରାଉରକେଲା : ୨୬/୯ (ସତ୍ୟାନ୍ୟୁଜ) ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ମଙ୍ଗଳବାର ଦିନ
Read More...

ରାଉରକେଲା : ଦଶମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା।। ହତ୍ୟା କରିଥିବା ସନ୍ଦେହରେ ୩ ନାବାଳକ ଛାତ୍ର ଅଟକ। ପୋଲିସ…

ରାଉରକେଲା : ୨୬/୯ (ସତ୍ୟାନ୍ୟୁଜ) ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକ କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ନାବାଳକ ରାଉରକେଲା ବାଲୁଘାଟ ଅଞ୍ଚଳର ରୁଦ୍ର ନାରାୟଣ ପାଢ଼ୀ ବୋଲି ଚିହ୍ନଟ କରାଯାଇଛି। ମଙ୍ଗଳବାର ସକାଳୁ ରୁଦ୍ରଙ୍କ ମୃତ ଶରୀର ରାଉରକେଲା - ଦେଓଗାଁ ହେକେଟ୍ ରୋଡ଼ ରେ
Read More...

ରାଉରକେଲା : ରାଉରକେଲା ସ୍ୱତନ୍ତ୍ର କାରାଗାର ପରିସରରେ ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ।।୫ ଦଫା ଦାବି ପୂରଣ ଲାଗି ଅନଶନ।

ରାଉରକେଲା : ୨୫/୯ (ସତ୍ୟାନ୍ୟୁଜ) ୫ ଦଫା ଦାବି ପୂରଣ ଲାଗି ଆଜି ଠାରୁ ଜେଲ୍ କର୍ମଚାରୀ ମାନେ ଆମରଣ ଅନଶନରେ ବସିଛନ୍ତି। ରାଜ୍ୟ ଜେଲ୍ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ରାଉରକେଲା ସ୍ୱତନ୍ତ୍ର କାରାଗାରର କର୍ମଚାରୀ ମାନେ ଜେଲ୍ ପରିସରରେ ଅନଶନ ଆରମ୍ଭ କରିଛନ୍ତି। ଏହି ସମୟରେ କୌଣସି
Read More...

ବିରମିତ୍ରପୁର : ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ଜ୍ବାଇଁଙ୍କ ମୃତ୍ୟୁ।। ଅଭିଯୁକ୍ତ ଶ୍ୱଶୁର ଗିରଫ।

ବିରମିତ୍ରପୁର : ୨୫/୯ (ସତ୍ୟାନ୍ୟୁଜ) ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ଜ୍ୱାଇଁ ମୃତ୍ୟୁ ବରଣ କରିବା ପରି ଏକ ସମ୍ବେଦନଶୀଳ ଘଟଣା ସମ୍ନାକୁ ଆସିଛି। ଏହି ଘଟଣାଟି ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ ଜଳଙ୍ଗବିରା ବିରଙ୍ଗାଟୋଲି ବସ୍ତିରେ। ରବିବାର ସନ୍ଧ୍ୟାରେ ଜ୍ୱାଇଁ ଜଲେନ ସୋରେଙ୍ଗ ମଦ୍ୟପାନ
Read More...

ବଣାଇ : ୫ ଦଫା ଦାବି ପୂରଣ ଲାଗି ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ।। ରାଜ୍ୟ ଜେଲ୍ କର୍ମଚାରୀ ମହାସଂଘର ନିର୍ଦ୍ଦେଶ କ୍ରମେ…

ବଣାଇ : ୨୫/୯ (ସତ୍ୟାନ୍ୟୁଜ) ୫ ଦଫା ଦାବି ପୂରଣ ଲାଗି ଆଜି ଠାରୁ ଜେଲ୍ କର୍ମଚାରୀ ମାନେ ଆମରଣ ଅନଶନରେ ବସିଛନ୍ତି। ରାଜ୍ୟ ଜେଲ୍ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ବଣାଇ ଉପ କାରାଗାରର କର୍ମଚାରୀ ମାନେ ଜେଲ୍ ସମ୍ମୁଖରେ ଅନଶନ ଆରମ୍ଭ କରିଛନ୍ତି। ଏହି ସମୟରେ କୌଣସି କର୍ମଚାରୀ ଖାଦ୍ୟ ଗ୍ରହଣ
Read More...

ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ।। ଦୁଇ ଦିନରେ ଦୁଇ ଜଣଙ୍କ ମୃତ୍ୟୁରେ ଲୋକେ ଆତଙ୍କିତ।

ସୁନ୍ଦରଗଡ଼ : ୨୫/୯ (ସତ୍ୟାନ୍ୟୁଜ) ହାତୀ ଆଜି ପୁଣି ନେଇଛି ଗୋଟିଏ ଜୀବନ। ଗତକାଲି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆଜି ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଲୋକମାନଙ୍କୁ ଆତଙ୍କିତ କରିଦେଇଛି।ସୁନ୍ଦରଗଡ଼ ଜିଲ୍ଲା
Read More...

ରାଉରକେଲା : ରାଉରକେଲା ଷ୍ଟେସନରେ ପହଁଚିଲା ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ।। ସଂସଦ , ମନ୍ତ୍ରୀ , ବିଧାୟକ…

ରାଉରକେଲା : ୨୪/୯ (ସତ୍ୟାନ୍ୟୁଜ) ବହୁ ପ୍ରତୀକ୍ଷିତ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଆଜି ଆସି ରାଉରକେଲା ଷ୍ଟେସନରେ ପହଁଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନରେ ଭର୍ଚୁଆଲ ମାଧ୍ୟମରେ ଟ୍ରେନ କୁ ଉଦଘାଟନ କରିଥିଲେ । ଟ୍ରେନ୍ ଭୁବନେଶ୍ୱରରୁ ବାହାରି ସନ୍ଧ୍ୟା ୮ଟା ୩୦
Read More...

ସୁନ୍ଦରଗଡ : ୨୪ ଘଣ୍ଟାରେ ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ।। ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରେ…

ସୁନ୍ଦରଗଡ଼ : ୨୪/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୦ ରେ ପହଁଚିଛି। ୪୯ ଜଣଙ୍କ ରକ୍ତ ନମୁନା ଯାଞ୍ଚ ହୋଇଥିଲା। ସେଥି ମଧ୍ୟରୁ ୯ ଜଣଙ୍କର
Read More...

ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ।। ଅନ୍ୟ ଜଣେ ମହିଳା ଗୁରୁତର ଆହତ।

ସୁନ୍ଦରଗଡ଼ : ୨୪/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗରର୍ଗାଁ ରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ଜଣକ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଟାଙ୍ଗର ଗାଁର ଆଲାର
Read More...

ସୁନ୍ଦରଗଡ଼ : ତଲସରା ଥାନା ତୁମୁଳିଆ ପଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି।। ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟି ନେଲେ…

ସୁନ୍ଦରଗଡ଼ : ୨୪/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ତୁମୁଳିଆ ପଟ୍ରୋଲ ପମ୍ପରେ ରବିବାର ଦିନ ସଶସ୍ତ୍ର ଡକାୟତି ଘଟି ଯାଇଛି। ୫ ଜଣ ମୁଖା ପିନ୍ଧା ଡକାୟତ ଦୁଇଟି ବାଇକରେ ଆସି ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ମାଲିକଙ୍କୁ ଭୁଜାଲି ରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା
Read More...