Browsing Category

ଓଡିଶା

ବଣାଇ : ସଙ୍ଘବଦ୍ଧ ଭାବେ ଦୁଇ ହେକ୍ଟର ଜଙ୍ଗଲରୁ କଟିଦେଲେ ଗଛ।। ପୋଲିସ , ବନବିଭାଗ ଚଢ଼ାଉରେ ୩ ଗିରଫ।। ୧୩ ବାଇକ୍ , ୧୦…

ବଣାଇ : ୭/୧୦ (ସତ୍ୟାନ୍ୟୁଜ) ଜଙ୍ଗଲ ସୃଷ୍ଟି କରିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ପରିବେଶ ସୁରକ୍ଷା ଦିଗରେ ଜଙ୍ଗଲ ସୃଷ୍ଟିର ବେଶ ଭୂମିକା ରହିଛି। ଆଉ ଏବେ ସେହି ଜଙ୍ଗଲ କୁ କାଟି ସଫା କରିଦେଲେ ପ୍ରାୟ ୫ଟି ଗ୍ରାମର ଲୋକମାନେ । ବଣାଇ ରେଞ୍ଜର ବୁଢ଼ା ପାହାଡ଼ ରିଜର୍ଭ ଜଙ୍ଗଲ ରେ
Read More...

ରାଉରକେଲା : ବସ ଷ୍ଟାଣ୍ଡ ଏବଂ ମଛଲି ମାର୍କେଟ ବସ୍ତିରେ ପଶିଲା ଡ୍ରେନ ପାଣି।। ଯାତ୍ରୀ ମାନଙ୍କ ସହ ବସ୍ତି ବାସିନ୍ଦା…

ରାଉରକେଲା : ୭/୧୦ (ସତ୍ୟାନ୍ୟୁଜ) ବର୍ଷା ନାହିଁ କି ପବନ ନାହିଁ। ଶନିବାର ସକାଳୁ ହଠାତ ଘରେ ଘରେ ପାଣି ପଶିଗଲା। ଲୋକ ମାନେ ଏଥିପାଇଁ ପ୍ରସ୍ତୁତ ନଥିବାରୁ ଘରର ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଗଲା। ଲୋକ ମାନେ ଘରୁ ଜଳ ନିଷ୍କାସନ କରିବାକୁ ଲାଗି ପଡିଲେ। ହେଲେବି ପାଣି ପଶିବାରେ ଲାଗି
Read More...

ଜଶୀପୁର : ଟ୍ରକ୍ ଧକ୍କା ଦେଲା ବାଇକ୍ କୁ।। ୫ ବର୍ଷ ଶିଶୁର ମୃତ୍ୟୁ।। ବାପା ଗୁରୁତର।। ଶୋଚନୀୟ ଜାତୀୟ ରାଜପଥ ଯୋଗୁଁ…

ମୟୁରଭଞ୍ଜ : ୭/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇ ପଡ଼ିଥିବାରୁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହୋଇଯାଇଛି। ଜଶୀପୁର ଅରୁଁଆ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ରାଜପଥ ଉପରେ ଏକ
Read More...

ସୁନ୍ଦରଗଡ଼ : ମାନବିକତା ଦେଖାଇ ସୁନ୍ଦରଗଡ଼ ବିଧାୟିକା ପ୍ରଶଂସିତ ହେଲେ।। ରାସ୍ତାରେ ଉଲଗ୍ନ ଅବସ୍ଥାରେ ଯାଉଥିବା ଦୁଇ…

ସୁନ୍ଦରଗଡ : ୭/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ବିଧାୟିକା ତାଙ୍କ ମାନବିକତାର ପରିଚୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଅନୁଯାୟୀ ଦୁଇଜଣ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ସୁନ୍ଦରଗଡ଼ କଲେଜ ନିକଟ ଇବ୍ ନଦୀ ବ୍ରିଜ୍ ଉପରେ ଯାଉଥିଲେ। ଏହି ସମୟରେ ବିଧାୟିକା କୁସୁମ ଟେଟେ ସେହି ରାସ୍ତାରେ
Read More...

ଜଶୀପୁର : ଟ୍ରକ୍ ଧକ୍କା ଦେଲା ବାଇକ୍ କୁ।। ୫ ବର୍ଷ ଶିଶୁର ମୃତ୍ୟୁ।। ବାପା ଗୁରୁତର।। ଶୋଚନୀୟ ଜାତୀୟ ରାଜପଥ ଯୋଗୁଁ…

ମୟୁରଭଞ୍ଜ : ୭/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇ ପଡ଼ିଥିବାରୁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହୋଇଯାଇଛି। ଜଶୀପୁର ଅରୁଁଆ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ରାଜପଥ ଉପରେ ଏକ
Read More...

ସୁନ୍ଦରଗଡ : ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି।। ଜିଲ୍ଲାପାଳଙ୍କ…

ସୁନ୍ଦରଗଡ : ୬/୧୦ (ସତ୍ୟାନ୍ୟୁଜ) ରାଉରକେଲାରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛି ସୁନ୍ଦରଗଡ ଜିଲ୍ଲା ଆଦିବାସୀ ମଞ୍ଚ। ସିବିଆଇ ତଦନ୍ତ ଦାବିରେ ଶୁକ୍ରବାର ଦିନ ମଞ୍ଚ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ରାଉରକେଲା : ବିଶ୍ରା ବ୍ଲକ ଦେଓ ନଦୀ ଉପରେ ଅସମ୍ପୂର୍ଣ୍ଣ ବ୍ରିଜ୍ କାମ ଶୀଘ୍ର ସାରିବାକୁ ଦାବି।। ୫ ଦିନ ହେଲା ଧାରଣାରେ…

ରାଉରକେଲା : ୬/୧୦ (ସତ୍ୟାନ୍ୟୁଜ) ଛଅ ବର୍ଷ ହେଲା ଚାଲିଛି ବ୍ରିଜ କାମ। ସତୁରୀ ଭାଗ ବ୍ରିଜ୍ କାମ ସରିଥିବା ବେଳେ ଆଉ ମାତ୍ର ଦେଢ଼ ଶହ ମିଟର କାମ ବାକି ରହିଛି। ମାତ୍ର ଜମି ଅଧିଗ୍ରହଣ ର ସମସ୍ୟା ଯୋଗୁଁ କାମ ବନ୍ଦ ରହିଛି। ଲୋକ ମାନେ ବିପଦପୂର୍ଣ୍ଣ ଭାବେ ବ୍ରିଜ୍ ଦେଇ ଯାତାୟାତ କରୁଛନ୍ତି।
Read More...

ରାଉରକେଲା : ମହାରାଷ୍ଟ୍ରର ମଝି ସମୁଦ୍ରରେ ବନ୍ଧା ପଡିଥିବା ବନ୍ଧମୁଣ୍ଡା ତିଲକା ନଗର ୯ ଜଣ ଯୁବକଙ୍କୁ ଉଦ୍ଧାର କଲା…

ରାଉରକେଲା : ୫/୧୦ (ସତ୍ୟାନ୍ୟୁଜ) ମହାରାଷ୍ଟ୍ର ଦେବାଗଡ଼ ସମୁଦ୍ର ମଝିରେ ଟ୍ରଲରରେ ବନ୍ଧା ପଡିଥିବା ରାଉରକେଲା ବନ୍ଧମୁଣ୍ଡା ତିଲକା ନଗର ଅଞ୍ଚଳର ୯ ଜଣ ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି। ଏ ବାବଦରେ ବନ୍ଧମୁଣ୍ଡା ଥାନାରେ ଏକ ମାମଲା ରଜ୍ଜୁ ହେବାପରେ ରାଉରକେଲା ପୋଲିସ ସେଠାକାର ପୋଲିସ ସହ
Read More...

ରାଉରକେଲା : ମହାରାଷ୍ଟ୍ରର ସମୁଦ୍ର ମଝିରେ ବନ୍ଧା ପଡିଛନ୍ତି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ୯ ଯୁବକ।। ଉଦ୍ଧାର ପାଇଁ…

ରାଉରକେଲା: ୫/୧୦ (ସତ୍ୟାନ୍ୟୁଜ) ମହାରାଷ୍ଟ୍ରର ଦେବଗାଡ଼କୁ କାମ କରିବାକୁ ଯାଇ ମଝି ସମୁଦ୍ରରେ ବନ୍ଧା ପଡ଼ିଛନ୍ତି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ୯ ଜଣ ଯୁବକ। ଏହି ଯୁବକ ମାନଙ୍କୁ କାମ ପାଇଁ ନେଇଥିବା ସୁନ୍ଦରଗଡ଼ର ଜଣେ ଦଲାଲ ମାଲିକଙ୍କ ଠାରୁ ମୋଟାଅଙ୍କର ଟଙ୍କା ନେଇ ଫେରାର ହୋଇଯାଇଛି। ଆଜି
Read More...

ରାଉରକେଲା : ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଆରମ୍ଭ।। ବନ୍ଦ ଡାକରା…

ରାଉରକେଲା : ୫/୧୦ (ସତ୍ୟାନ୍ୟୁଜ) ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ରାଉରକେଲାରେ କର୍ଯ୍ୟରତ ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବିଜେପି ମହିଳା ମୋର୍ଚ୍ଚା ଓ ବିଜେପି ଆଦିବାସୀ ମୋର୍ଚ୍ଚା
Read More...