Browsing Category

ଓଡିଶା

ବଣାଇ : ବିଭିନ୍ନ ବ୍ଲକରେ ଥିବା କୀଟ ନାଶକ ଦୋକାନ ଉପରେ ଚଢ଼ାଉ।। ସରକାରଙ୍କ ଦ୍ୱାରା ବ୍ୟାନ୍ ‘ପେରାଡ଼ନ୍’…

ରାଉରକେଲା : ୧୪/୧୦.(ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୀଟ ନାଶକ ଔଷଧ ପେରାଡ଼ନକୁ ନିଷେଧ କରାଯାଇଛି। ପେରାଡନ୍ ବ୍ୟାନ୍ ହେବା ପରେ କୃଷି ଅଧିକାରୀ ବଣାଇ ର ସମସ୍ତ ବ୍ଲକ ରେ ଥିବା ଦୋକାନ ରେ ଚଢ଼ାଉ କରି ଏହି ଔଷଧ କୁ ସିଜ୍ କରିଛନ୍ତି ।ଧାନ ଏବଂ ଅନ୍ୟ ଫସଲ ରେ ପୋକ ମାରିବା
Read More...

ରାଉରକେଲା : ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା ପାଳନ ଲାଗି ପ୍ରସ୍ତୁତି ବୈଠକ।। ପ୍ଲାଣ୍ଟସାଇଟ ଥାନାରେ ବିଭିନ୍ନ ପୂଜା…

ରାଉରକେଲା : ୧୩/୧୦ ( ସତ୍ୟାନ୍ୟୁଜ) ଶାରଦୀୟ ଦୁର୍ଗାପୂଜା ଲାଗି ରାଉରକେଲା ଇସ୍ପାତ ସହର ଏବେ ଚଳଚଞ୍ଚଳ। ସହର ଏବଂ ଆଖପାଖ ଅଞ୍ଚଳରେ ୧୦୦ ରୁ ଉର୍ଦ୍ଧ୍ବ ପେଣ୍ଡାଲରେ ଦୁର୍ଗାପୂଜା ହୋଇଥାଏ। ଏବେ ରାଉରକେଲା ସହ ସେକ୍ଟର ଅଞ୍ଚଳରେ ଦୁର୍ଗାପୂଜା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ପୂଜା
Read More...

ରାଉରକେଲା : ଇ ଏସ୍ ଆଇ ଅନ୍ତର୍ଭୁକ୍ତ ଗୁରୁତର ଶ୍ରମିକଙ୍କୁ ଘରୋଇ ହସ୍ପିଟାଲ ରେଫର କରିବା ବନ୍ଦ ନେଇ ବିଂଜ୍ଞପ୍ତି।।…

ରାଉରକେଲା : ୧୩/୧୦ (ସତ୍ୟାନ୍ୟୁଜ) ଇ ଏସ୍ ଆଇ ହସ୍ପିଟାଲରୁ ଆଉ ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଲାଗି ଘରୋଇ ଡାକ୍ତରଖାନା କୁ ରେଫର କରାଯିବ ନାହି। ସେମାନଙ୍କୁ ଇ ଏସ ଆଇ ହସ୍ପିଟାଲ କିମ୍ବା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯିବ। ଏପରି ଏକ ବିଂଜ୍ଞପ୍ତି ଆଜି ବାହାର କରି ଛନ୍ତି
Read More...

ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଗୁରୁତର ଆହତ ଓଏସ୍ଏପି ଯବାନ ସୁରେନ୍ଦ୍ର ବାର୍ଲା ଙ୍କ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ…

ସୁନ୍ଦରଗଡ଼ : ୧୨/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଲେଫ୍ରିପଡ଼ା ଫରେଷ୍ଟ ରେଞ୍ଜ ର ଗୁଣ୍ଡିଆଡ଼ିହି ଏବଂ ହଲମା ରେ ହାତୀ ଆକ୍ରମଣ ରେ ଆହତ ହୋଇଥିବା ଓଏସ୍ଏପି ଯବାନ ସୁରେନ୍ଦ୍ର ବାର୍ଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ ଆହତ ମହିଳା ଗୁରୁତର ଅବସ୍ଥାରେ ଏବେବି
Read More...

ସୁନ୍ଦରଗଡ଼ : ସ୍କୁଟି ଉପରେ ମାଡି ଗଲା ଟ୍ରଲର।। ସ୍କୁଟିରେ ଯାଉଥିବା ମହିଳା ଗୁରୁତର।। ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ।

ସୁନ୍ଦରଗଡ : ୧୨/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ସଦର ଥାନା ଏମସିଏଲ୍ ରୋଡ ବନ୍ଧପାଲି ନିକଟରେ ବାଲିଯୋରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିକୁ ଟ୍ରଲର
Read More...

ସୁନ୍ଦରଗଡ଼ : ସ୍କୁଟି ଉପରେ ମାଡି ଗଲା ଟ୍ରଲର।। ସ୍କୁଟିରେ ଯାଉଥିବା ମହିଳା ଗୁରୁତର।। ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ।

ସୁନ୍ଦରଗଡ : ୧୨/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ସଦର ଥାନା ଏମସିଏଲ୍ ରୋଡ ବନ୍ଧପାଲି ନିକଟରେ ବାଲିଯୋରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିକୁ ଟ୍ରଲର
Read More...

ରାଉରକେଲା : ପିଶାଚ ବାପର ଟାଙ୍ଗିଆ ଚୋଟରେ ଦୁଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ।। ଅଭିଯୁକ୍ତଙ୍କ ଆକ୍ରମଣରେ ସ୍ତ୍ରୀ ଏବଂ…

ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ମଣିଷ ର ରାଗ କେତେ ବ୍ରହ୍ମ ଚଣ୍ଡାଳ ତାହା ଜଣା ପଡ଼ିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଏକ ଗାଁରୁ। ସାମାନ୍ୟ ଘରୋଇ କଳି କୁ କେନ୍ଦ୍ର କରି ପିଶାଚ ବାପା ହତ୍ୟା କରିଛି ତାର ଦୁଇ ବର୍ଷର ଶିଶୁପୁତ୍ରକୁ। ମିଳିଥିବା ସୂଚନା ଅନୁଯାୟୀ ବ୍ରାହ୍ମଣୀ
Read More...

ରାଉରକେଲା : ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଗବେଷଣା ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଦାନ କଲେ ବିଶିଷ୍ଟ ଶିକ୍ଷାବିତ…

ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ବିଶିଷ୍ଟ ଶିକ୍ଷାବିତ ତଥା ସମ୍ବଲପୁର ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗମୀ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷା ଡକ୍ଟର କିଶୋରୀ ଦାଶ। ଏବେ ସେ ବେଶ ଚର୍ଚ୍ଚାରେ ଅଛନ୍ତି ତାଙ୍କର ଏକ ମହତ କାର୍ଯ୍ୟ ପାଇଁ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା
Read More...

ସୁନ୍ଦରଗଡ : ହାତୀ ଆକ୍ରମଣରେ ଦୁଇ ଜଣେ ଗୁରୁତର।। ଆହତଙ୍କ ମଧ୍ୟରେ ଜଣେ ଓଏସଏପି ଯବାନ ଏବଂ ଅନ୍ୟଜଣେ ବୟସ୍କା ମହିଳା।।…

ସୁନ୍ଦରଗଡ଼ : ୧୧/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଲେଫ୍ରିପଡ଼ା ଫରେଷ୍ଟ ରେଞ୍ଜ ର ଗୁଣ୍ଡିଆଡ଼ିହି ଏବଂ ହଲମା ରେ ହାତୀ ଆକ୍ରମଣ ରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଓଏସଏପି ଯବାନ ଅଛନ୍ତି। ହାତୀ ଘୋଉଡାଇଲା ବେଳେ ହାତୀ ର ପାଲଟା ଆକ୍ରମଣ ରେ ଉକ୍ତ ଯବାନ ଗୁରୁତର ଆହତ
Read More...

ରାଉରକେଲା : ୨୦ ଟଙ୍କାରେ ବିରିୟାନି ପ୍ଲେଟ୍।। ଖାଇବା ଲାଗି ଠେଲାପେଲା , ଧକ୍କା , ମୁକ୍କୀ।। ଭିଡ଼ ନିୟନ୍ତ୍ରଣ ପାଇଁ…

ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ଏ ଯେଉଁ ଭିଡ଼ ଏବଂ ଠେଲାପେଲା ଦେଖୁଛନ୍ତି ତା କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କିମ୍ବା ସିନେ ତାରକାଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ନୁହେଁ। ଏହି ଭିଡ଼ ବିରିୟାନି ଖାଇବା ଲାଗି। ଏହି ଦୃଶ୍ୟ ହେଉଛି ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର।
Read More...