Browsing Category

ଓଡିଶା

ରାଉରକେଲା : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧୩ଟି ପ୍ରକଳ୍ପର କାର୍ଯ୍ୟାଦେଶ ପ୍ରଦାନ।। ‘ମୁକ୍ତା’…

ରାଉରକେଲା : ୧୦/୧୧ (ସତ୍ୟାନ୍ୟୁଜ) ଓଡ଼ିଶାରେ ସହରାଞ୍ଚଳର ବିକାଶ ସହ ଶ୍ରମିକ ମାନଙ୍କ ଜୀବନଜୀବିକା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଉରକେଲାରେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ
Read More...

ରାଉରକେଲା : ପ୍ରଦୂଷଣ ଅଭିଯୋଗରେ କାରଖାନା ସିଲ୍ କଲା ପ୍ରଦୂଷଣ ବିଭାଗ।। ଟାୟାର ଜଳାଇ ତେଲ ବାହାର କରୁଥିଲା କମ୍ପାନୀ।

ରାଉରକେଲା : ୧୦/୧୧ (ସତ୍ୟାନ୍ୟୁଜ) ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳ ଜିଆବାହାଲ ରେ ଥିବା ଶିବା ଗ୍ରୀନ ଏନର୍ଜି କାରଖାନାକୁ ପ୍ରଦୂଷଣ ବିଭାଗ ପକ୍ଷରୁ ସିଲ୍ କରି ଦିଆଯାଇଛି। ଏହି କାରଖାନାରେ ଗାଡିର ପୁରୁଣା ଟାୟାର କୁ ଜଳାଇ କଳା ଜାତୀୟ ତେଲ ବାହାର କରା ଯାଉଥିଲା। ଫଳରେ ଏହି ଅଞ୍ଚଳରେ
Read More...

ସୁନ୍ଦରଗଡ : ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ।। ୧୧ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

ସୁନ୍ଦରଗଡ: ୯/୧୧ (ସତ୍ୟାନ୍ୟୁଜ) ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ଆସୋସିଏସନ ଏବଂ ଜିଲ୍ଲା ବିଦ୍ୟାଳୟ କ୍ରୀଡା ଆସୋସିଏସନ , ସୁନ୍ଦରଗଡର ମିଳିତ ଆନୂକୂଲ୍ୟରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଦୌଡକୁଦ ପ୍ରତିଯୋଗୀତା ଆଜି ସ୍ଥାନୀୟ ଭବାନୀପୁର ସ୍ପୋର୍ଟସ କମ୍ପଲେକ୍ସ ଠାରେ ଉଦ୍‌ଘାଟିତ
Read More...

ସୁନ୍ଦରଗଡ଼ : ଦୀପାବଳି ଉପଲକ୍ଷେ ଟେରାକୋଟା ନିର୍ମିତ ଦୀପ ଷ୍ଟଲ ଉଦଘାଟିତ।। ଓରମାସ୍ ଏବଂ ଜିଲ୍ଲା ପରିଷଦ ପକ୍ଷରୁ…

ସୁନ୍ଦରଗଡ଼ : ୯/୧୧ (ସତ୍ୟାନ୍ୟୁଜ) ଆଲୋକ ର ପର୍ବ ଦୀପାବଳି ପାଳନ ଉପଲକ୍ଷେ ସୁନ୍ଦରଗଡ଼ ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସର ରେ ଟେରାକୋଟା ରେ ନିର୍ମିତ ଦୀପ ଷ୍ଟଲ୍ ଉଦଘାଟିତ ହୋଇଯାଇଛି।ଓରମାସ ଏବଂ ଜିଲ୍ଲା ପରିଷଦ, ସୁନ୍ଦରଗଡ଼ ର ମିଳିତ ଆନୁକୁଲ୍ୟରେ ହୋଇଥିବା ଏହି ଷ୍ଟଲ୍ କୁ ଜିଲ୍ଲା
Read More...

ରାଉରକେଲା : ଉଦିତନଗରରେ ଖୋଲିଲା ସ୍ୱୟଂ ସହାୟକ ଗୋଷ୍ଠୀର ହାତ ତିଆରି ଦୀପ ଷ୍ଟଲ।। ଉଦଘାଟନ କଲେ ଆରଏମସି କମିଶନର।

ରାଉରକେଲା : ୯/୧୧ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହା ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଲାଇଭଲିହୁଡ ସେଣ୍ଟର ଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ହାତ ତିଆରି ଦୀପର ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଗୁରୁବାର ଦିନ
Read More...

ରାଉରକେଲା : ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ଦୀପ ବନାଉଛନ୍ତି ଏହି ଭିନ୍ନକ୍ଷମ ପିଲା ମାନେ।। ଆତ୍ମନିର୍ଭରଶୀଳ କରିବାକୁ…

ରାଉରକେଲା : ୯/୧୧ (ସତ୍ୟାନ୍ୟୁଜ) ଏମାନେ ଭିନ୍ନକ୍ଷମ। କିନ୍ତୁ ନୁହନ୍ତି ଅକ୍ଷମ। ବିଭିନ୍ନ ପ୍ରକାର କାମ ଶିଖିବାକୁ ଏବଂ କରିବାକୁ ମନରେ ପ୍ରବଳ ଆଗ୍ରହ। ଅନେକ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବାରେ ଏମାନେ ପାରଙ୍ଗମ। ଏବେ ଦୀପାବଳୀ ଲାଗି ଏହି ଭିନ୍ନକ୍ଷମ ମାନେ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ
Read More...

ରାଉରକେଲା : ସୁନା ଦୋକାନ ଉପରେ ଜି ଏସ୍ ଟି ବିଭାଗର ଚଢ଼ାଉ।। ଗ୍ରାହକଙ୍କୁ ସୁନା ଗହଣା ବିକ୍ରି ଉପରେ ବିଲ୍ ଦେଉ ନଥିବା…

ରାଉରକେଲା : ୯/୧୧ (ସତ୍ୟାନ୍ୟୁଜ) ରାଉରକେଲା ମୁଖ୍ୟ ମାର୍ଗ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଥିବା କନକ ଜୁଏଲର୍ସ ଉପରେ ଜି ଏସ୍ ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜି ଏସ୍ ଟି ଏନଫୋର୍ସମେଣ୍ଟର ୮ ଜଣିଆ ଟିମ୍ ଡେପୁଟି କମିଶନର ଜଗଦୀଶ ଶାହା ଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି
Read More...

ରାଉରକେଲା : ଦୁଇ ଦିନ ପରେ ଦୀପାବଳୀ।। ବାଣ ଫୁଟା କୁ ନେଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ।। ସୁପ୍ରିମକୋର୍ଟଙ୍କ କଟକଣା ପରେ…

ରାଉରକେଲା : ୯/୧୧ (ସତ୍ୟାନ୍ୟୁଜ) ଦୀପାବଳୀ ଆଉ ଦୁଇଦିନ ଥିବା ବେଳେ ବାଣ ଫୁଟାକୁ ନେଇ ଦ୍ଵନ୍ଦ ଉପୁଜିଛି। ଦୀପାବଳୀରେ ବାଣଫୁଟା ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇବା ପରେ କେଉଁ ବାଣ ଫୁଟା ଯିବ ଏବଂ କେଉଁ ବାଣ ଫୁଟା ଯିବ ନାହିଁ ତାକୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ୧୨୫
Read More...

ବଣାଇ : ବଣାଇ ରେ “ମୋ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ।। ୫୮ଟି ପଞ୍ଚାୟତକୁ ୨୯ କୋଟି ୫୦ ଲକ୍ଷ ଟଙ୍କା…

ରାଉରକେଲା/ବଣାଇ : ୮/୧୧ (ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ "ଆମ ଓଡିଶା ନବୀନ ଓଡିଶା " କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି। ବଣାଇ ଉପଖଣ୍ଡ ର ଲହୁଣୀପଡ଼ା, ଗୁରୁଣ୍ଡିଆ, ବଣାଇ, ରେ ଏହି କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ବଣାଇ ବ୍ଲକ ପ୍ରଶାସନ
Read More...

ରାଉରକେଲା : ବିଶ୍ରାରେ ଯୁବକଙ୍କ ଉପରେ ଗୁଳି ମାଡ ଘଟଣାର ପର୍ଦ୍ଦାଫସ।। ଜଣେ ଗିରଫ।। ପିସ୍ତଲ ଏବଂ ମାଗଜିନ୍ ଜବତ

ରାଉରକେଲା : ୬/୧୧ (ସତ୍ୟାନ୍ୟୁଜ) ଦୁଇ ଦିନ ତଳେ ବିଶ୍ରା ରେ ଇରଫାନ୍ ରାଜା ନାମକ ଜଣେ ଯୁବକଙ୍କ ଉପରେ ଗୁଳି ମାଡ଼ ଘଟଣାର ପର୍ଦ୍ଦାଫସ କରିଛି ପୋଲିସ। ପୂର୍ବରୁ ଇରଫାନ୍ ଙ୍କ ଭାଇ ଦେଇଥିବା ଏତେଲା ରେ ଦୁଇ ମୁଖା ପିନ୍ଧା ଯୁବକ ବାଇକ୍ ରେ ଆସି ଗୁଳି ମାରିଥିବା ଦର୍ଶା ଯାଇଥିଲା। ମାତ୍ର ପୋଲିସ
Read More...