Browsing Category
ଓଡିଶା
ରାଉରକେଲା : କଂଗ୍ରେସର କର୍ମୀ ସମ୍ମିଳନୀ ଅୟୋଜିତ।। ବହୁ ପୁରୁଖା ନେତାଙ୍କ ଯୋଗଦାନ।। ବିଜେପି-ବିଜେଡି ସରକାରଙ୍କୁ…
ରାଉରକେଲା : ୧୪/୨ (ସତ୍ୟାନ୍ୟୁଜ) ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଭାବେ ରବି ରାୟ ଦାୟିତ୍ୱ ଗ୍ରହଣ କରିବା ପରେ କଂଗ୍ରେସର ପ୍ରଥମ କର୍ମୀ ସମ୍ମିଳନୀ କରାଯାଇଛି। ରବିବାର ଦିନ ୨୧ ନମ୍ବର ସେକ୍ଟର କଂଗ୍ରେସ ଭବନରେ ଅୟୋଜିତ କର୍ମୀ ସମ୍ମିଳନୀରେ ଦଳର ବହୁ ପୁରୁଖା ନେତା ଯୋଗ ଦେଇଥିଲେ।!-->…
Read More...
Read More...
ବିରମିତ୍ରପୁର : ୧୪୩ ନମ୍ବର ଜାତୀୟ ରାଜପଥ ପାତଲଖଣ୍ଡ ନିକଟରେ ଦୁର୍ଘଟଣା।। ବୋଲେରୋ ଧକ୍କାରେ ଦୁଇ ବାଇକ ଅରୋହି ଗୁରୁତର।
ବିରମିତ୍ରପୁର : ୧୩/୨ (ସତ୍ୟାନ୍ୟୁଜ) ବୋଲେରୋ ଗାଡି ବାଇକ କୁ ଧକ୍କା ଦେବା ଫଳରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲକୁ ଅଣା ଯାଇଛି। ଏହି ଦୁର୍ଘଟଣା ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ ପାତଲଖଣ୍ଡ ନିକଟ ୧୪୩ ନମ୍ବର ଜାତୀୟ!-->…
Read More...
Read More...
ରାଉରକେଲା : ବିପିୟୁଟିର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।। ୧୧୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ , ୭୩ ଜଣଙ୍କୁପିଏଚଡି…
ରାଉରକେଲା : ୧୩/୨ ( ସତ୍ୟାନ୍ୟୁଜ) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ମଙ୍ଗଳବାର ଦିନ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ନେତାଜୀ ସୁବାଷ ଅଡ଼ିଟୋରିଅମ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ!-->…
Read More...
Read More...
ରାଉରକେଲା : ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ।। ବେଦବ୍ୟାସ ଶୈବ୍ୟପୀଠ , ମିଶନ ଶକ୍ତି କେଫେ , ଉଦିତନଗର ହାଇସ୍କୁଲ…
ରାଉରକେଲା : ୧୩/୨ (ସତ୍ୟାନ୍ୟୁଜ) ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଗତକାଲି ରାଉରକେଲା ଆସି ପହଁଚିବା ପରେ ଆଜି ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମଙ୍ଗଳବାର ସକାଳେ ରାଜ୍ୟପାଳ ବେଦବ୍ୟାସ ଶୈବ୍ୟ ପୀଠ ରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପରେ ସେ ପାନପୋଷ କ୍ରୀଡ଼ା ଛାତ୍ରାବାସ!-->…
Read More...
Read More...
ରାଉରକେଲା : ନିର୍ବାଚନ ପାଇଁ ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସରଙ୍କୁ ପ୍ରଶିକ୍ଷଣ।। ରାଉରକେଲା , ରଘୁନାଥପାଲି ,…
ରାଉରକେଲା : ୧୩/୨ (ସତ୍ୟାନ୍ୟୁଜ) ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ଆଜି ୧୧- ରଘୁନାଥପଲ୍ଲୀ, ୧୨- ରାଉରକେଲା ନିର୍ବାଚନ ମଣ୍ଡଳୀ ର ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରଙ୍କ ପ୍ରଶିକ୍ଷଣ ସ୍ଥାନୀୟ ଆଇଟିଡିଏ ପାନପୋଷ!-->…
Read More...
Read More...
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ଆଜିଠାରୁ ଗଡ଼ିଲା ୩୧ଟି ଲକ୍ଷ୍ମୀ ବସ। ପ୍ରଥମେ ଟିକଟ କାଟି ମନ୍ତ୍ରୀ , ବିଧାୟକ ,…
ସୁନ୍ଦରଗଡ : ୧୨/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଆଜିଠାରୁ ଗଡିଲା ଲକ୍ଷ୍ମୀ ବସ। ବରଗଡ଼ , ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ସହିତ ସୁନ୍ଦରଗଡ଼ ଜିଲ୍ଲା ରେ ଏହି ବସ ସେବାକୁ ଭର୍ଚୁଆଲ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ଜିଲ୍ଲାର ୨୬୯ ଟି!-->…
Read More...
Read More...
ସୁନ୍ଦରଗଡ : ପ୍ରୋଟୋକଲ୍ ଭାଙ୍ଗି ବସ୍ତି ବୁଲିଲେ ରାଜ୍ୟପାଳ।। ଲୋକଙ୍କ ଅସୁବିଧା ଏବଂ ଦୁର୍ଦ୍ଦଶା ସମ୍ପର୍କରେ ପଚାରି…
ସୁନ୍ଦରଗଡ଼ : ୧୨/୨ (ସତ୍ୟାନ୍ୟୁଜ) ତିନି ଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି।ପହଁଚିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତକାଲି ସନ୍ଧ୍ୟାରେ ଝାରସୁଗୁଡାରୁ ସଡକ ପଥରେ ଆସୁଥିବା ବେଳେ ବାଟରେ ତାଙ୍କୁ ଅଟକାଇଥିଲେ ବିଧାୟିକା କୁସୁମ ଟେଟେ। କିରେଇ ନିକଟରେ ଥିବା ଜବରଦସ୍ତ ପଡାର!-->…
Read More...
Read More...
ମୟୁରଭଞ୍ଜ : ଫରଚୁନର କାର ସହ ୩୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କଲା ଜସିପୁର ପୋଲିସ। ୩ ଡ୍ରଗ୍ସ ମାଫିଆ ଫେରାର।
ମୟୁରଭଞ୍ଜ : ୧୨/୨ (ସତ୍ୟାନ୍ୟୁଜ) ( ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଯଶୀପୁର ପୋଲିସକୁ ପୁଣି ମିଳିଛି ଏକ ବଡ଼ ସଫଳତା। କିଛି ଦିନ ପୂର୍ବରୁ ପୋଲିସ ୧୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରିଥିଲେ। ଏବେ ପୋଲିସ ପୁଣି ୩୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରିବା!-->…
Read More...
Read More...
ରାଉରକେଲା : ୨ଟି ପୃଥକ ଦୁର୍ଘଟଣାରେ ଦୁଇ ମହିଳା ମୃତ।। ବସ ଓଲଟି ପଡିବାରୁ ୨୫ ଆହତ।।
ରାଉରକେଲା : ୧୧/୨ (ସତ୍ୟାନ୍ୟୁଜ) ରାଉରକେଲା ନିକଟରେ ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ହାଟ ନିକଟରେ ଗୁରୁଣ୍ଡିଆକୁ ଯାଉଥିବା ବସ ଓଲଟି।ପଡିବାରୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରାଉରକେଲାରୁ!-->…
Read More...
Read More...
ରାଉରକେଲା : ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା।। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ।। ଅଭିଯୁକ୍ତ ଗିରଫ।
ରାଉରକେଲା : ୧୧/୨ (ସତ୍ୟାନ୍ୟୁଜ) ଦୁଷ୍କର୍ମ ପରେ ହତ୍ୟା। ହତ୍ୟା କରି ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତର ଉଦ୍ୟମ। ଏପରି ଏକ ଚାଞ୍ଚଲ୍ୟକର ଅପରାଧ ଘଟଣା ଆସିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରୁ। ପୋଲିସ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ!-->…
Read More...
Read More...