Browsing Category

ଓଡିଶା

ବଣାଇ : ଶ୍ରମିକ ଛଟେଇ ଏବଂ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଭାସ୍କର କାରଖାନା ସମ୍ମୁଖରେ ବିକ୍ଷୋଭ।। ସେଫ୍ଟି…

ବଣାଇ : ୧୯/୨ (ସତ୍ୟାନ୍ୟୁଜ) ବେଆଇନ ଛଟେଇ ଅଭିଯୋଗ କରି ଏବଂ କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ସୋମବାର ଦିନ ଭାସ୍କର ଷ୍ଟିଲ ପ୍ଲାଣ୍ଟ ସମ୍ମୁଖରେ ଶ୍ରମିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ତୁମକେଲା ନିକଟରେ ଥିବା କାରଖାନା
Read More...

ରାଉରକେଲା : ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନର ବାର୍ଷିକ ଉତ୍ସବ ପାଳନ।। ସ୍ୱାସ୍ଥ୍ୟ ଶିବିରର ଆୟୋଜନ।

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ପୋଲିସ ଚାକିରୀ କାଳରେ ସମାଜର ଅନ୍ୟାୟ ଅତ୍ୟାଚାର ସହ ଲଢ଼ି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଅବସର ପରେ ସମାଜ ପ୍ରତି ସମର୍ପିତ ଭାବନା ବାସ୍ତବିକ ଅଭିନନ୍ଦନର ଯୋଗ୍ୟ ବୋଲି ଅଠର ତାରିଖ ରବିବାର ଦିନ ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ
Read More...

ରାଉରକେଲା : ନିହାର ରଞ୍ଜନ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ।

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ରାଉରକେଲାରେ ବହୁ ଚର୍ଚ୍ଚିତ ନିହାର ରଞ୍ଜନ ଓରଫ ଟୁଟୁ ଆଚାର୍ଯ୍ୟ ହତ୍ୟା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କେବଲ ସିଂ ଏବଂ ଅଶୋକ ପ୍ରସାଦ। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି।
Read More...

ରାଉରକେଲା : ଡ଼କ୍ତର ଆମ୍ବେଦକର ଆଇଟିଆଇ ଛାତ୍ରଙ୍କ ଛାତରୁ ପଡି ମୃତ୍ୟୁ ଘଟଣା।। ସଠିକ ଯାଞ୍ଚ ଦାବି କଲେ ମୃତକଙ୍କ…

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ସ୍ଥିତ ଏକ ଘରୋଇ ଆଇଟିଆଇ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। ପରିବାର ପକ୍ଷରୁ ସଠିକ ଯାଞ୍ଚ ପାଇଁ ନିବେଦନ କରା ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ମୃତକ ହେଲେ
Read More...

ରାଉରକେଲା : ଜଗଦା ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଙ୍କ ମୃତ ଦେହ ଉଦ୍ଧାର।। ହଷ୍ଟେଲକୁ ଲାଗିଥିବା ପଡ଼ିଶୀଙ୍କ ଛାତରୁ…

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ସ୍ଥିତ ଏକ ଘରୋଇ ଆଇଟିଆଇ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇ ଯାଇଛି l ମୃତକ ହେଲେ ଝାରଖଣ୍ଡ ବାଉଁଶଜୋର ଅଞ୍ଚଳର ୨୨ ବର୍ଷୀୟ ଅତୁଲିୟନ ଜୋଜୋ lସେ ଡାମିଟ ଶିକ୍ଷାନୁଷ୍ଠାନରେଆଇ ଟି ଆଇ ଫିଟର ଟ୍ରେଡ୍ ର ପ୍ରଥମ
Read More...

ସୁନ୍ଦରଗଡ : ଜିଲ୍ଲାର ୮ଟି ରୂପାନ୍ତରିତ ‘ଆମ ହସପିଟାଲ’ ଲୋକାର୍ପିତ।। ଜିଲ୍ଲା ବାସୀ ଆଧୁନିକ ଚିକିତ୍ସା…

ସୁନ୍ଦରଗଡ : ୧୭/୨ (ସତ୍ୟାନ୍ୟୁଜ) ରାଜ୍ୟର ୧୫ଟି ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଫାଇଭ ଟି ଉପକ୍ରମ ରେ ରୂପାନ୍ତରଣ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଡାକ୍ତରଖାନା, ବଣାଇ
Read More...

ରାଉରକେଲା : କାର-ଟ୍ରକ ଦୁର୍ଘଟଣା। ଟ୍ରକ ଡ୍ରାଇଭର ମୃତ, କାର ଚାଳକ ଗୁରୁତର।।

ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ଲହୁଣୀପଡା ଥାନା ଅନ୍ତର୍ଗତ ଦଲମକୁଚା ଘାଟିରେ କାରକୁ ଧକ୍କା ଦେଲା ଟ୍ରକ। ସୌଭାଗ୍ୟ ବଶତଃ କାର ଡ୍ରାଇଭର ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିବା ବେଳେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। କାର ଧକ୍କା ଦେବା ପରେ ଟ୍ରକ ଟି ନିୟନ୍ତ୍ରଣ ହରାଇ ଏକ
Read More...

ରାଉରକେଲା : ରାସ୍ତା କଡରେ ସମ୍ପନ୍ନ ହେଲା ବିବାହ।। ବର ବିଜେପି , କନିଆଁ ବିଜେଡି।। ବିବାହ କରାଇଲା କଂଗ୍ରେସ।

ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ରାସ୍ତା ଉପରେ ଚାଲିଛି ବାହାଘର। ବର କନିଆଁ ନୋଳ ମୁକୁଟ ପିନ୍ଧି ବସିଛନ୍ତି ରାସ୍ତା କଡରେ। ହୋମ ଆଦି ଚାଲିବା ସହ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ବ୍ରାହ୍ମଣ। ମଝି ମଝିରେ ହୁଳହୁଳି ମଧ୍ୟ ପଡୁଛି। ପାଖରେ ଛିଡା ହୋଇଛନ୍ତି ବରପକ୍ଷ ଏବଂ କନ୍ୟା ପକ୍ଷ। ରାସ୍ତା
Read More...

ରାଉରକେଲା : ନିହାର ରଞ୍ଜନ ଓରଫ ଟୁଟୁ ଆଚାର୍ଯ୍ୟ ହତ୍ୟା ଘଟଣାରେ ଦୁଇ ଯୁବକ ଗିରଫ।। ହତ୍ୟା କାରଣ ସମ୍ପର୍କରେ ତଦନ୍ତ…

ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ରାଉରକେଲା ୨୦ ନମ୍ବର ସେକ୍ଟର ହିଲଟପ୍ ମାର୍କେଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ନିହାର ରଞ୍ଜନ ଓରଫ ଟୁଟୁ ଆଚାର୍ଯ୍ୟ ହତ୍ୟା ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କେବଲ ସିଂ ଏବଂ ଅଶୋକ ପ୍ରସାଦଙ୍କୁ ପୋଲିସ ପଚରା ଉଚୁରା କରୁଛି।
Read More...

ରାଉରକେଲା : ଓଡିଶା-ଝାରଖଣ୍ଡ ସୀମାନ୍ତ କେନ୍ଦପୋଷି ଷ୍ଟେସନ ନିକଟ ଟ୍ରାକ୍ ରୁ ମିଳିଛି ୪ଟି ଶବ।। ହତ୍ୟା ସନ୍ଦେହ।

ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ଠାରୁ ମାତ୍ର ୨୫ କିଲୋମିଟର ଦୂର ଓଡିଶା - ଝାରଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର କେନ୍ଦପୋଷି ରେଳ ଷ୍ଟେସନ ନିକଟ ଟ୍ରାକ୍ ରୁ ମିଳିଛି ୪ଟି ଖଣ୍ଡ ବିଖଣ୍ଡିତ ଶବ। ଚକ୍ରଧରପୁର ରେଳ ଡିଭିଜନ ଅଧୀନରେ ଏହି ଘଟଣା ଘଟିଛି।
Read More...