Browsing Category
ଓଡିଶା
ସୁନ୍ଦରଗଡ : ସୁନ୍ଦରଗଡ ସମେତ ରାଜ୍ୟର ୫ଟି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
ସୁନ୍ଦରଗଡ: ୨/୩ (ସତ୍ୟାନ୍ୟୁଜ)ଆଜି ସୁନ୍ଦରଗଡ଼ ସମେତ ରାଜ୍ୟ ର ୫ ଟି ମେଡିକାଲ କଲେଜ ଓ ହସ୍ପିଟାଲ କୁ ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମାଧ୍ୟମ ରେ ଏହା କୁ ଉଦଘାଟନ କରିଥିବା ବେଳେ ଏହି ଅବସରରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ!-->…
Read More...
Read More...
ରାଉରକେଲା : ଆରଜିଏଚ ସମ୍ପ୍ରସାରଣ ଲାଗି ୬୬୦ କୋଟିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।। ଡାକ୍ତରଖାନାକୁ ୮୦୦ ବେଡ଼ ଯୁକ୍ତ…
ରାଉରକେଲା : ୨/୩ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ଡାକ୍ତରଖାନାର ସମ୍ପ୍ରସାରଣ ଲାଗି ୬୬୦ କୋଟି ଟଙ୍କା ବିନିଯୋଗ କରାଯିବ। ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂଗ ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି। ପୂର୍ବରୁ!-->…
Read More...
Read More...
ରାଉରକେଲା : ସ୍ତ୍ରୀକୁ ବାଡ଼ିରେ ପିଟିପିଟି ମାରିଦେଲା ସ୍ୱାମୀ।। କୁଆରମୁଣ୍ଡା ବ୍ଲକ ଜଲଙ୍ଗବିରା ପଞ୍ଚାୟତର ଘଟଣା।
ରାଉରକେଲା : ୨/୩ (ସତ୍ୟାନ୍ୟୁଜ) କୁହାଯାଏ ରାଗ ବ୍ରହ୍ମ ଚଣ୍ଡାଳ। କୁଆରମୁଣ୍ଡା ବ୍ଲକ ର ଜଲଙ୍ଗବିରା ପଞ୍ଚୟତ ରେ ଘଟି ଥିବା ଏକ ହତ୍ୟାକାଣ୍ଡ ଏହାର ଉଦାହରଣ। ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି। ପୋଲିସ ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି।!-->…
Read More...
Read More...
ରାଉରକେଲା : ମାର୍ଚ୍ଚ ୩ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୨୩ ତାରିଖରେ ରାଉରକେଲା ଦିବସ ପାଳନ ହେବ।। ଆୟୋଜକ କାନଭାସ୍…
ରାଉରକେଲା : ୨/୩ (ସତ୍ୟାନ୍ୟୁଜ) ରାଉରକେଲା ଦିବସ ପାଳନ ମାର୍ଚ୍ଚ ୩ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୨୩ ତାରିଖରେ ପାଳନ କରାଯିବ। କେତେକ ଅନିବାର୍ଯ୍ୟ କାରଣ ବଶତଃ ଆୟୋଜକ କାନଭାସ୍ ଅନୁଷ୍ଠାନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ କାନ୍ଭାସ୍ ପକ୍ଷରୁ ରାଉରକେଲା ଦିବସ!-->…
Read More...
Read More...
ରାଇରଙ୍ଗପୁର : ଟାଟାନଗର- ବାଦାମ ପାହାଡ଼ ମେମୁ ରେଳ ସେବାର ଶୁଭାରମ୍ଭ।। ସବୁଜ ପତାକା ହଲାଇ ଶୁଭାରମ୍ଭ କଲେ…
ରାଇରଙ୍ଗପୁର : ୧/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ଆଭାସୀ ମାଧ୍ୟମରେ ଝାଡଖଣ୍ଡ ସିନ୍ଦରି ଠାରୁ ଟାଟାନଗର- ବାଦାମପାହାଡ ମେମୁ ରେଳସେବାର ଶୁଭାରମ୍ଭ କରିଛନ୍ତି। ଏହା ସହ ଆଉ ଦୁଇଟି ମାଲଗାଡିକୁ ମଧ୍ୟ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଏହି!-->…
Read More...
Read More...
ରାଉରକେଲା : ରାଉରକେଲାରେ ବଡ ଧରଣର ଇଡି ରେଡ୍।। ୮ଟି ସ୍ଥାନରେ ରେଡ଼ ଚାଲିଥିବା ସୂଚନା।।
ରାଉରକେଲା : ୩/୧ (ସତ୍ୟାନ୍ୟୁଜ) ରାଉରକେଲାରେ ଚାଲିଛି ଏକ ବଡ ଧରଣର ଇଡି ରେଡ୍। ରାଉରକେଲା ସହ ବଡ଼ବିଲ , ଭୁବନେଶ୍ୱର , କୋଲକାତା ଆଦି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।ଆଜି ସକାଳେ ଇଡି ଟିମ୍ ସହରର ପ୍ରମୁଖ ବ୍ୟବସାୟୀ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲା ଅଫିସ ଏବଂ ଘରେ!-->…
Read More...
Read More...
ବାରିପଦା : ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା।। ଘଟଣା ସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ।
ବାରିପଦା : ୨୯/୨ (ସତ୍ୟାନ୍ୟୁଜ) ( ଶ୍ୟାମଳେନ୍ଦୁ ପରିଡ଼ା) ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ପୋଲିସ!-->…
Read More...
Read More...
ରାଉରକେଲା : ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରପଡି ଗିରଫ ହେଲେ ଇ ଏସ୍ ଆଇ ସି ସିନିଅର…
ରାଉରକେଲା : ୨୯/୨ (ସତ୍ୟାନ୍ୟୁଜ) ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହେଲେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ । ଜଣେ ଦୁର୍ଘଟଣା ଗ୍ରସ୍ତ ହିତାଧିକାରୀଙ୍କ ଠାରୁ ଆଜି ସକାଳୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲେ!-->…
Read More...
Read More...
ରାଇରଙ୍ଗପୁର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମା’ କୀଚକେଶ୍ୱରୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ।।…
ରାଇରଙ୍ଗପୁର : ୩୯/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଦୂତୀୟ ଦିନ। ରାଷ୍ଟ୍ରପତି ଆଜି କେନ୍ଦୁଝର ଏବଂ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୪ ଦିନିଆ ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ତୃତୀୟ ଥର ପାଇଁ ନିଜ!-->…
Read More...
Read More...
ରାଉରକେଲା : ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ।। ୮ ମାର୍ଚ୍ଚରୁ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ମେଳା।
ରାଉରକେଲା ୨୮/୨/(ସତ୍ୟାନ୍ୟୁଜ) ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମାର୍ଚ୍ଚ ୮ ରେ ମହାଶିବରାତ୍ରୀ ବଡ଼ ଆଡ଼ମ୍ବର ସହକାରରେ ପାଳନ କରାଯିବ। ଏ ନେଇ ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି!-->…
Read More...
Read More...