Browsing Category
ଓଡିଶା
ରାଉରକେଲା : ପୁଣି ୪୦ଟି ଶୁଆ ଉଦ୍ଧାର।। ଜଣେ ଗିରଫ।। ଗତମାସ ୭୨ଟି ଶୁଆ ଜବତ ହୋଇଥିଲା।
ରାଉରକେଲା : ୧/୨ (ସତ୍ୟାନ୍ୟୁଜ) ଶୁଆ ଘରେ ରଖିବାକୁ ସମସ୍ତେ ଭଲ ପାଆନ୍ତି। ପୂର୍ବରୁ ଘରେ ଘରେ ଲୋକେ ଶୁଆ ରଖୁଥିଲେ। ଶୁଆ କଥା ମଧ୍ୟ କହିଥାଏ। ଏବେ କିନ୍ତୁ ଘରେ ଶୁଆ ରଖିଲେ କିମ୍ବା କେହି ଶୁଆ , ସାରି ସହ ଅନ୍ୟ ବନ୍ୟ ପକ୍ଷୀ କିଣା ବିକା କଲେ ଏହା ଏକ ଧର୍ତ୍ତବ୍ୟ ଅପରାଧରେ ଗଣା ଯାଉଛି। ବନ୍ୟ!-->…
Read More...
Read More...
ବଣାଇ : ଖଣ୍ଡାଧାର ମହୋତ୍ସବ ଉଦଯାପିତ।। ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଖଣ୍ଡାଧାର ସମ୍ମାନ।
ବଣାଇ: ୧/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ବହୁ ମୁଖି ଖେଳ ପଡିଆ ଠାରେ ୧୪ତମ ଖଣ୍ଡାଧାର ମହୋତ୍ସବ ଉଦଯାପିତ ହୋଇ ଯାଇଛି। ଉଦଯାପନ ଉତ୍ସବରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ , ବୀର କିଶୋର ଇନ୍ଦ୍ର ଦେଓ!-->…
Read More...
Read More...
ରାଇରଙ୍ଗପୁର : ମହୁଲଡିହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।। ଆକର୍ଷଣୀୟ ସାଂସ୍କୃତିକ…
ମୟୁରଭଞ୍ଜ : ୧/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର ମହୁଲଡିହାଁ ଗ୍ରାମର ଅନୁସୂଚିତ ଜାତିଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୯ତମ ବାର୍ଷିକ ଉତ୍ସବ ସଭାପତି ତଥା ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ!-->…
Read More...
Read More...
ରାଇରଙ୍ଗପୁର : ନୂଆଗାଁ କଲେଜ ଛକ ପଡ଼ିଆରେ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ।। ମେଲୋଡି କାର୍ଯ୍ୟକ୍ରମରେ ଲୋକେ…
ରାଇରଙ୍ଗପୁର : ୩୧/୧ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର କଲେଜ ଛକ ନିକଟସ୍ଥ ନୂଆଗାଁ ଠାରେ ଥିବା ତ୍ରୀବେଣୀ ଯୁବକ ସଂଘ ତରଫରୁ ୪୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଖେଳ ପ୍ରତିଯୋଗିତା ମଧ୍ୟରେ ବୟସ୍କ ମାନଙ୍କର ୧୫୦୦ ମିଟର!-->…
Read More...
Read More...
ରାଉରକେଲା : ମୌର୍ଯ୍ୟ ଏକ୍ସପ୍ରେସ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ।। ରାଉରକେଲା , ଝାରସୁଗୁଡା , ସମ୍ବଲପୁର…
ରାଉରକେଲା : ୩୧/୧ (ସତ୍ୟାନ୍ୟୁଜ) ରାଉରକେଲା ସମେତ ପଶ୍ଚିମଓଡ଼ିଶା ଲୋକଙ୍କ ସୁବିଧା ନିମନ୍ତେ ଗୋରଖପୁର-ହାତିଆ ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହି ଟ୍ରେନର ଏଣିକି ରାଉରକେଲା, ଝାରସୁଗୁଡ଼ା ଓ!-->…
Read More...
Read More...
ସୁନ୍ଦରଗଡ : ଭାରତୀୟ ପରିସଂଖ୍ୟନ ସେବା ପରୀକ୍ଷାରେ ସୁନ୍ଦରଗଡ ପୁଅ ପ୍ରତିକଙ୍କ ବାଜିମାତ।। ସର୍ବଭାରତୀୟ ସ୍ତରରେ ୮ମ…
ସୁନ୍ଦରଗଡ଼ : ୩୦/୧ (ସତ୍ୟାନ୍ୟୁଜ) ୟୁପିଏସସି ଦ୍ବାରା ପରିଚାଳିତ ଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୮ମ ସ୍ଥାନ ଅଧିକାର କରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଲେ ବାଲିଶଙ୍କରା ର ପ୍ରତୀକ ନାଏକ। ପ୍ରତୀକ ପିଲା ବେଳୁ ମେଧାବୀ ଛାତ୍ର ଥିଲେ ତାଙ୍କର ଆଶା ଆଜି!-->…
Read More...
Read More...
ରାଉରକେଲା : ରାଉରକେଲାରୁ କୋଲକାତା ବିମାନ ସେବା ଆରମ୍ଭ।। ଗତକାଲି ଠାରୁ ରାଉରକେଲା -ଭୁବନେଶ୍ୱର ବିମାନ ସେବା ଚାଲୁ…
ରାଉରକେଲା : ୩୦/୧ (ସତ୍ୟାନ୍ୟୁଜ) ଆଜିଠାରୁ ରାଉରକେଲା- କୋଲକାତା ବିମାନ ସେବା ଆରମ୍ଭ ହୋଇଛି। କୋଲକାତାରୁ ବିମାନ ବାହାରି ରାଉରକେଲା ଦେଇ ଭୁବନେଶ୍ୱରରେ ପହଞ୍ଚିଛି। ସେହିପରି ଭୁବନେଶ୍ୱରରୁ କୋଲକତା ଯାଇଛି। ଏବେ ସପ୍ତାହକୁ ତିନି ଦିନ ଏହି ବିମାନ ସେବା ସୁବିଧା ରାଉରକେଲା ବାସୀ ପାଇବେ।!-->…
Read More...
Read More...
ବଣାଇ : ଖଣ୍ଡାଧାର ମହୋତ୍ସବ ଉଦଘାଟିତ।। ଓଡିଶୀ ନୃତ୍ୟ ସହ ବିଭିନ୍ନ ନୃତ୍ୟ ପରିବେଷଣ କଲେ କଳାକାର।
ବଣାଇ : ୨୯/୧ (ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ବହୁମୁଖି ଖେଳ ପଡିଆ ଠାରେ ୧୪ତମ ଖଣ୍ଡାଧାର ମହୋତ୍ସବ ଉଦଘାଟିତ ହୋଇ ଯାଇଛି। ମହୋତ୍ସବ କମିଟିର ସଭାପତି ପ୍ରଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ରଞ୍ଜିତ ଚୌଧୁରୀ , ସତ୍ୟନାରୟଣ ମିଶ୍ର ,!-->…
Read More...
Read More...
ସୁନ୍ଦରଗଡ : ୫ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ।। ସୁନ୍ଦରଗଡ଼ ଜିଲ୍ଲାରେ ୮୨ଟି…
ସୁନ୍ଦରଗଡ଼: ୨୯/୧ (ସତ୍ୟାନ୍ୟୁଜ) ୪ର୍ଥ ପର୍ଯ୍ୟାୟ 5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ରେ ଆଜି କଳାହାଣ୍ଡି , ଭଦ୍ରକ, କୋରାପୁଟ କନ୍ଧମାଳ , ଏବଂ ସୁନ୍ଦରଗଡ଼ ଜିଲ୍ଲାର ୩୪୩ ଟି ରୂପାନ୍ତରିତ ହାଇସ୍କୁଲ କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ରେ ୮୨ଟି!-->…
Read More...
Read More...
ମୟୁରଭଞ୍ଜ : କରଞ୍ଜିଆ ଠାରେ ଜନଜାତି କ୍ରୀଡା ମହୋତ୍ସବ ଉଦଯାପିତ।। ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀହେମ୍ବ୍ରମ…
ମୟୁରଭଞ୍ଜ : ୨୮/୧ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଜନଜାତି କ୍ରୀଡା ମହୋତ୍ସବ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ୨୬ ତାରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରାୟୋଜିତ ଏହି ଦୁଇ ଦିନିଆ କ୍ରୀଡା ଉତ୍ସବରେ କରଞ୍ଜିଆ ବ୍ଲକ ଅଞ୍ଚଳରୁ ୫୦୦ ରୁ!-->…
Read More...
Read More...