Browsing Category

ଓଡିଶା

ରାଉରକେଲା : ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଅବକାରୀ ଅଧୀକ୍ଷକ।। ଧରିଲେ ରାଉରକେଲା ଭିଜିଲାନ୍ସ ଟିମ୍।

୫ ଲକ୍ଷ ଟଙ୍କା ଲାଞ୍ଚ ଟଙ୍କା ସହ ରାଉରକେଲା ଅବକାରୀ ଅଧୀକ୍ଷକ ଧରାପଡ଼ିଲେରାଉରକେଲା: ୧୨/୯(ସତ୍ୟାନ୍ୟୁଜ) ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ମାମଲାରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଛି।ଅବକାରୀ ଲାଇସେନ୍ସ ଧାରୀଙ୍କ ଠାରୁ ବିପୁଳ ପରିମାଣର ଲାଞ୍ଚ…
Read More...

ରାଉରକେଲା : ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ।। ଓଡ଼୍ରାଫ୍ ଟିମ୍ ର ସର୍ଚ୍ଚ ଅପରେସନ ଜାରି।। କାରଣ ଅସ୍ପଷ୍ଟ।

ବ୍ରାହ୍ମଣୀ ବ୍ରିଜ୍‌ରୁ ଭରା ନଦୀକୁ ଡେଇଁ ଯୁବ ବ୍ୟବସାୟୀ ନିଖୋଜ। ଓଡ଼୍ରାଫ୍ ଟିମ୍ ର ସର୍ଚ୍ଚ ଅପରେସନ ଜାରି। ରାଉରକେଲା : ୧୧/୯(ସତ୍ୟାନ୍ୟୁଜ) ରାଉରକେଲା ନୂଆ ବ୍ରାହ୍ମଣୀ ବ୍ରିଜ୍‌ରେ ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା।ସୂଚନା ଅନୁସାରେ, ପ୍ରାୟ ଦିନ ୧୧ଟା ସମୟରେ…
Read More...

ରାଉରକେଲା: ଏଡଲ୍ଟ ୱେବ୍ ସିରିଜ୍ ଆକ୍ଟ୍ରେସ ଟିନା ନନ୍ଦୀ ସର୍କିଟ ହାଉସ୍ ଭିଡିଓ ଭାଇରାଲ୍।। ପୋଲିସ୍ ସ୍କାନର୍ ରେ ସହରର…

ରାଉରକେଲା : ୧୧/୯(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ପୁଣି ଚର୍ଚ୍ଚାରେ। ଜଣେ ସୋସିଆଲ ମିଡିଆ influencer ଟିନା ନଦୀଙ୍କ ଙ୍କ ଏକ ଭାଇରାଲ ଭିଡିଓ ଏହି ଚର୍ଚ୍ଚା ଆଣି ଦେଇଛି। ସେ ତାଙ୍କ ଭିଡିଓ ରେ ନୂତନ ସର୍କିଟ ହାଉସ୍ କୁ ପ୍ରଶଂସା କରି ଥିବାର ଦେଖାଯାଉଛି। ଏହା ଛଡା ଜଣେ ଏସପି ଏବଂ…
Read More...

ରାଉରକେଲା: ବୁଧବାର ରିଙ୍ଗ ରୋଡ ରେ ଟ୍ରକ୍ ଧକ୍କାରେ ଆହତ ବାଇକ୍ ଆରୋହୀଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ ଥାନା ସମ୍ମୁଖ…

ରାଉରକେଲା: ୧୧/୯(ସତ୍ୟାନ୍ୟୁଜ) ରାଉରକେଲା ରିଙ୍ଗ ରୋଡ ଏବେ ଅସୁରକ୍ଷିତ ହୋଇ ପଡିଛି। ପ୍ରାୟ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଗତ ୧୦ ଦିନ ମଧ୍ୟରେ ରିଙ୍ଗ ରୋଡ ରେ ଦୁର୍ଘଟଣା ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ଦିନ ଡିଏଭି ଛକ ନିକଟ…
Read More...

ଯାଜପୁର: ସ୍ୱାମୀ ହନ୍ତା ସ୍ତ୍ରୀ କୁ ଆଜୀବନ କାରାଦଣ୍ଡାଦେଶ।। ଯାଜପୁର ଜିଲ୍ଲା ମଙ୍ଗଳପୁର ରେ ୨୦୨୧ ରେ ହୋଇଥିଲା…

ସ୍ୱାମୀଙ୍କୁ ହତ୍ୟା ମାମଲାରେ ପତ୍ନୀଙ୍କୁ ଆଜୀବନ କାରାଦଣ୍ଡ।ଯାଜପୁର, ୧୧/୯ (ସତ୍ୟାନ୍ୟୁଜ):ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅନ୍ତର୍ଗତ ପ୍ରଗତିବିହାରରେ ୨୦୨୧ ମସିହାରେ ଘଟିଥିବା ଚର୍ଚ୍ଚିତ ସ୍ୱାମୀ ହତ୍ୟାକାଣ୍ଡ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ମାମଲାରେ ଅଭିଯୁକ୍ତ ପତ୍ନୀ ମମତା…
Read More...

ରାଉରକେଲା: ରେଲୱେ ଷ୍ଟେସନ ପ୍ରବେଶ ପଥ ବନ୍ଦ କୁ ରାଉରକେଲା ଓକିଲ ସଂଘର ବିରୋଧ।। ୧୦ ଦିନ ମଧ୍ୟରେ ଗେଟ୍ ଖୋଲା ନଗଲେ…

ରାଉରକେଲା: ୧୦/୯(ସତ୍ୟାନ୍ୟୁଜ) ରାଉରକେଲା ରେଲୱେ ଷ୍ଟେସନ୍ ର ପ୍ରବେଶ ପଥ କୁ ବନ୍ଦ କରିବା ବିରୁଦ୍ଧରେ ବିଭିନ୍ନ ସଂଗଠନ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି। ଚାଲୁ ରହିଥିବା ପ୍ରବେଶ ପଥ ବନ୍ଦ କରି ଏବେ ସଙ୍କଟ ମୋଚନ ମନ୍ଦିର ପଟୁ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥାକୁ ବିରୋଧ…
Read More...

ରାଉରକେଲା: ଡ୍ରେନ୍ , ବିଦ୍ୟୁତ୍ ଖୁଣ୍ଟ ନିକଟରୁ ବେଆଇନ୍ ନିର୍ମାଣ ହଟାଇବା ଜାରି। ଅତିକ୍ରମଣ ହଟାଇବା ବେଳେ ଆରଏସପି…

ରାଉରକେଲା: ୧୦/୯(ସତ୍ୟାନ୍ୟୁଜ) ଇସ୍ପାତ ସହରାଞ୍ଚଳରେ ସ୍ୱେରେଜ୍ ଲାଇନ୍ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ବେଆଇନ୍ ନିର୍ମାଣ କୁ ହଟାଇବା ଅଭିଯାନ ଆରଏସପି ପକ୍ଷରୁ ଜାରି ରହିଛି। ଗତକାଲି ଅତିକ୍ରମଣ ହଟାଇବା ବେଳେ RSP କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ…
Read More...

ଭଦ୍ରକ : ବାପା ର ଭୁଜାଲି ଆକ୍ରମଣରେ ପୁଅ ମୃତ।। ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ।। ବାପା , ସାବତ ମା ଗିରଫ।

ଭଦ୍ରକରେ ଦୁଃଖଦ ଏବଂ ଅଭାବନୀୟ ଘଟଣା: ପୁଅ ହତ୍ୟା ଅଭିଯୋଗରେ ବାପା ଗିରଫ। ଭଦ୍ରକ : ୧୦/୯(ସତ୍ୟାନ୍ୟୁଜ) ସମ୍ପତ୍ତି ପାଇଁବପା - ପୁଅ ମଧ୍ୟରେ ଲାଗି ରହିଥିବା ବିବାଦ ର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ଶେଷରେ ସମ୍ପତ୍ତି ପାଇଁ ବାପ ତାର ପୁଅକୁ ଭୁଜାଲି ଭୁଷି ନିର୍ମମ ଭାବେ ହତ୍ୟା…
Read More...

ସୁନ୍ଦରଗଡ଼ : ବଡ଼ଗାଁ ନିକଟ ବିଜୁ ଏକ୍ସପ୍ରେସୱେ ରେ କାର କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍।। ଜଣେ ମୃତ , ଦୁଇ ଆହତ।

ବଡ଼ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାପିକଅପ୍ ଧକ୍କାରେ ଅବସରପ୍ରାପ୍ତ ଶିକ୍ଷକ ମୃତ, ୨ ଆହତସୁନ୍ଦରଗଡ଼: ୯/୯ (ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ମହାବୀର ଛକ ନିକଟରେ ବୁଧବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ୬୫ ବର୍ଷୀୟ ଅବସରପ୍ରାପ୍ତ…
Read More...

ରାଉରକେଲା: ଗଣେଶ ପୂଜା ପାଳନ ପାଇଁ ବିଭିନ୍ନ ପୂଜା କମିଟି ସହ ପୋଲିସ୍ ପ୍ରଶାସନର ବୈଠକ।। ଯୋଗ ଦେଲେ ୫ ଟି ଥାନା ଅଞ୍ଚଳ…

ରାଉରକେଲା: ୯/୯(ସତ୍ୟାନ୍ୟୁଜ) ଗଣେଶ ପୂଜା ପାଳନ ପାଇଁ ଇସ୍ପାତ ସହର ରାଉରକେଲା ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ପେଣ୍ଡାଲ ନିର୍ମାଣ କରା ଯାଉଛି। ଅନ୍ୟପକ୍ଷରେ ଶାନ୍ତି ଶୃଙ୍ଖଳା ସହ ଗଣେଶ ପୂଜା ପାଳନ ପାଇଁ ପୋଲିସ୍ ପ୍ରଶାସନ ମଧ୍ୟ ତତ୍ପର ହୋଇ ଉଠିଛି।…
Read More...