Browsing Category
ଓଡିଶା
ରାଉରକେଲା : ନିଖୋଜ ଚାଷୀ ମଙ୍ଗଳ ଓରାମଙ୍କୁ ଶିଘ୍ର ଖୋଜି ବାହାର କରିବାକୁ ଦାବି।। ରାଉରକେଲା ଏସପିଙ୍କ କାର୍ଯ୍ୟାଳୟ…
ରାଉରକେଲା : ୭/୩ ( ସତ୍ୟାନ୍ୟୁଜ)/ଆଜି ପୁଣି ରାଉରକେଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ତେତେରକେଲା ପଞ୍ଚାୟତର ଗ୍ରାମବାସୀ। ୮ ଦିନ ହେଲା ନିଖୋଜ ଥିବା ଚାଷୀ ମଙ୍ଗଳ ଓରାମଙ୍କୁ ଖୋଜି ବାହାର କରିବା ଦାବିରେ ଏହି ବିକ୍ଷୋଭ କରାଯାଇଛି। ଗତ ଫେବ୍ରୁଆରୀ ୨୯!-->…
Read More...
Read More...
ବଣାଇ : ବଣାଇ ଥାନା କେନାଭଟା ନିକଟରେ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା।। ୬ ବସ ଯାତ୍ରୀ ଆହତ।
ବଣାଇ : ୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନାଭଟା ନିକଟରେ ଆଜି ଭୋରୁ ଏକ ସଡ଼କ ଦୁର୍ଘଟଣାରେ ଛଅ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ସହ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକ ଡ୍ରାଇଭର ବସ ଛାଡି ଫେରାର ହୋଇ ଯାଇଛି। ପୋଲିସ ଦୁଇ ଗାଡିକୁ ଜବତ କରି!-->…
Read More...
Read More...
ରାଉରକେଲା : ଆଉ ଦିନକ ପରେ ମହାଶିବରାତ୍ରି।। ବେଦବ୍ୟାସ ଶୈବ୍ୟପୀଠରେ ବ୍ୟାପକ ପ୍ରସ୍ତୁତି।। ବେଦବ୍ୟାସ ମେଳା ୧୦ ଦିନ…
ରାଉରକେଲା : ୬/୩ (ସତ୍ୟାନ୍ୟୁଜ) ଆଉ ଦିନକ ପରେ ମହାଶିବରାତ୍ରି। ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ଶୈବ୍ୟପୀଠରେ ଶୁକ୍ରବାର ଦିନ ମହାଶିବରାତ୍ରୀ ମହା ଆଡ଼ମ୍ବର ସହକାରରେ ପାଳନ କରାଯିବ। ଏ ନେଇ ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ!-->…
Read More...
Read More...
ବିରମିତ୍ରପୁର : ବିଭିନ୍ନ ଦାବି ନେଇବି ଏସ୍ ଏଲ ଅଫିସ ଘେରାଉ।। ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ…
ରାଉରକେଲା : ୬/୩ (ସତ୍ୟାନ୍ୟୁଜ) ମଜୁରୀ ଚୁକ୍ତିନାମା , ୧୭ ମାସର ବାକେୟା ଦରମା ପ୍ରଦାନ ଦାବିରେ ବୁଧବାର ଦିନ ଶ୍ରମିକ କର୍ମଚାରୀ ମାନେ ବିରମିତ୍ରପୁରର ବି ଏସ୍ ଏଲ ଅଫିସ ଘେରାଉ କରିଥିଲେ। ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ କମ୍ପାନୀର ପୂର୍ବତନ!-->…
Read More...
Read More...
ରାଉରକେଲା : ପ୍ଲୁଟୋନ ମଲ୍ ରେ ଖୋଲିଲା ଗୃହସ୍ଥୀର ନୂତନ ଆଉଟଲେଟ୍।। ଉଦଘାଟନ କଲେ ଗୃହସ୍ଥୀର ଏମ୍ ଡି ଗଣେଶ ବାଗାଡିଆ।
ରାଉରକେଲା : ୫/୩ (ସତ୍ୟାନ୍ୟୁଜ) ''ଗୃହସ୍ଥୀ ଉଦ୍ୟୋଗ ନିଜ ଉତ୍ପାଦ ର ଗୁଣାତ୍ମକ ମାନରେ କୌଣସି ସାଲିସ୍ କରିବ ନାହିଁ ଏବଂ ଖାଉଟି ହିଁ ଏହାର କ୍ୱାଲିଟି ବାବଦରେ ସାର୍ଟିଫିକେଟ ଦେବେ।'' ରାଉରକେଲା ପ୍ଲୁଟୋନ ମଲ୍ ରେ ଗୃହସ୍ଥୀ ବଜ଼ାରର ଆଉଟଲେଟ୍ ଖୋଲିବା ଅବସରରେ ଏହି ମତ ରଖିଛନ୍ତି ସଂସ୍ଥାର!-->…
Read More...
Read More...
ରାଇରଙ୍ଗପୁର : ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ମନାଇଲେ ରାଇରଙ୍ଗପୁର ବାସୀ।। ବିଜେଡି କର୍ମକର୍ତ୍ତା ସକ୍ରିୟ ଭାବେ ସାମିଲ।
ରାଇରଙ୍ଗପୁର : ୫/୨ (ସତ୍ୟାନ୍ୟୁଜ) ଆଜି ମାର୍ଚ୍ଚ ୫ ତାରିଖ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ | ତାଙ୍କର ନାରା ଥିଲା ଗାଁକୁ କାମ ଓ ମାଙ୍କୁ ସମ୍ମାନ। ଓଡିଶାର ପ୍ରତି ସହର ଗାଁ ବିଜୁବାବୁଙ୍କ ଜୟନ୍ତୀ ପାଳନରେ ଆଜି ଉତ୍ସବମୁଖର | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର!-->…
Read More...
Read More...
ରାଉରକେଲା : ବୋଲେରୋ ଭ୍ୟାନ ସହ ୬ ଦିନ ହେଲା ଚାଷୀ ମଙ୍ଗଳ ଓରାମ ନିଖୋଜ।। ବିଧାୟକଙ୍କ ସହ ପରିବାର ଲୋକେ ଏସପି ଙ୍କ…
ରାଉରକେଲା : ୫/୨ (ସତ୍ୟାନ୍ୟୁଜ) ଛଅ ଦିନ ହେଲା ନିଖୋଜ ଚାଷୀ ମଙ୍ଗଳ ଓରାମଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଏ ବାବଦରେ ପରିବାର ପକ୍ଷରୁ ଝିରିପାଣି ଥାନାରେ ଏତେଲା ଦିଆଯାଇଛି। ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ମଙ୍ଗଳ ମିଳି ନଥିବାରୁ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ଗତ!-->…
Read More...
Read More...
ରାଉରକେଲା : ୧୮ ତମ ବିଜୁ ପଟ୍ଟନାୟକ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।। ଯୋଗ ଦେଇଛନ୍ତି ୮ଟି…
ରାଉରକେଲା : ୪/୨ (ସତ୍ୟାନ୍ୟୁଜ) ରାଉରକେଲାରେ ଆରମ୍ଭ ହୋଇଛି ଅଠର ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଫୁଟବଲ ପ୍ରତିଯୋଗୀତାରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୮ଟି ଦଳ ଯୋଗ ଦେଇଛନ୍ତି। ଜାମଶେଦପୁର , ଚେନାଇ , ଛତିଶଗଡ଼ , ହାଇଦ୍ରାବାଦ , ଓଡିଶା ଆଦି!-->…
Read More...
Read More...
ସୁନ୍ଦରଗଡ଼ : ୫ ଗଞ୍ଜେଇ ଚାଲାଣ କାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଜରିମାନା।। ଦଣ୍ଡାଦେଶ ଶୁଣାଇଲେ…
ସୁନ୍ଦରଗଡ : ୪/୨ (ସତ୍ୟାନ୍ୟୁଜ) ୫ ଜଣ ଚୋରା ଗଞ୍ଜେଇ ଚାଲାଣକାରୀ ଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଶୁଣାଇଛନ୍ତି ସୁନ୍ଦରଗଡ ଏଡିଜେ କୋର୍ଟ।ଜୋରିମାନା ଅନାଦେୟ ୬ ମାସ ଲେଖାଏଁ ଜେଲ ଦଣ୍ଡ ଆଦେଶ ହୋଇଛି।୨୦୨୨ ମସିହା ମାର୍ଚ୍ଚ ମାସରେରେ ଏକ ମାରୁତି!-->…
Read More...
Read More...
ରାଇରଙ୍ଗପୁର : ଶିମିଳିପାଳ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଲାଗି ଆଗୁଆ ପ୍ରସ୍ତୁତି।। ଶୁଖିଲା ପତ୍ର ଗୋଟାଇବାକୁ…
ମୟୁରଭଞ୍ଜ : ୪/୩ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ସାଧାରଣତଃ ଗ୍ରୀଷ୍ମ କାଳରେ ଜଙ୍ଗଲରେ ନିଆଁ ଲାଗି ଥାଏ। ନିଆଁ ଦାଉରେ ଜଙ୍ଗଲ ନଷ୍ଟ ହେବା ସହ ପଶୁ ପକ୍ଷୀଙ୍କ ଜୀବନହାନି ଘଟି ଥାଏ। ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ଲାଗି ବନ ବିଭାଗ ପକ୍ଷରୁ ଆଗୁଆ!-->…
Read More...
Read More...