Browsing Category

ଓଡିଶା

ରାଉରକେଲା : ଆଉ ଦିନକ ପରେ ରଙ୍ଗର ଖେଳ ହୋଲି ପର୍ବ।। ରାଉରକେଲା ସହରରେ ହୋଲି ପାଇଁ ପ୍ରସ୍ତୁତି ଜୋରଦାର।। ହର୍ବଲ ରଙ୍ଗର…

ରାଉରକେଲା : ୨୩/୩ (ସତ୍ୟାନ୍ୟୁଜ) ଆଉ ଦିନକ ପରେ ହୋଲି। ଭାଇଚାରାର ପ୍ରତୀକ ଏହି ରଙ୍ଗର ପର୍ବକୁ ମନାଇବାକୁ ରାଉରକେଲା ବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖା ଦେଇଛି। ବଜାରରେ ବିଭିନ୍ନ ପ୍ରକାର ରଙ୍ଗ ବିକ୍ରି ଆରମ୍ଭ ହୋଇ ଗଲାଣି। ବିଶେଷ କରି ଚଳିତ ବର୍ଷ ହର୍ବାଲ ରଙ୍ଗର ଚାହିଦା ବେଶୀ ଥିବା
Read More...

ସୁନ୍ଦରଗଡ : କଳା ବାଘ ପରେ ସୁନ୍ଦରଗଡ ଜିଲ୍ଲାରେ ମହାବଳ ବାଘ ଠାଵ।। ବଣାଇ ବନଖଣ୍ଡ ତୋଡା ରିଜର୍ଭ ଫରେଷ୍ଟରେ ବୁଲୁଛି ଏହି…

ସୁନ୍ଦରଗଡ : ୧୮/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଗର୍ଜନ ପାହାଡରେ କଳା ବାଘ ଠାବ ହେବା ପରେ ଏବେ ଜିଲ୍ଲାରେ ରୟାଲ ବେଙ୍ଗଲ ଟାଇଗର ଠାଵ ହୋଇଛି। ଏହି ମହାବଳ ବାଘ ଜିଲ୍ଲାର ବଣାଇ ବନଖଣ୍ଡ ଅଞ୍ଚଳରେ ବୁଲୁଥିବାର ଜଣା ପଡ଼ିଛି। ବରସୁଆଁ ରେଞ୍ଜ ତୋଡ଼ା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏହି ମହାବଳ ବାଘ ଜଙ୍ଗଲ
Read More...

ରାଉରକେଲା : ନିର୍ବାଚନ ପ୍ରସ୍ତୁତି।। ବିଭିନ୍ନ ରାଜନୈତିକ ଦଳ ସହ ଜିଲ୍ଲା ପ୍ରଶାସନର ଆଲୋଚନା।

ରାଉରକେଲା : ୧୭/୩ (ସତ୍ୟାନ୍ୟୁଜ) ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ହିଂସା ମୁକ୍ତ, ସ୍ବଛ ଓ ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସମସ୍ତ ରାଜନୈତିକ ଦଳକୁ ଅପିଲ
Read More...

ସୁନ୍ଦରଗଡ : କାର ଧକ୍କାରେ ବାଇକ ଅରୋହୀଙ୍କ ମୃତ୍ୟୁ।। କାର ଜାଳି ଦେଲେ ଉତ୍ୟକ୍ତ ଲୋକେ।। ପୋଲିସ , ଫାୟାର ଟିମ୍ ଘଟଣା…

ସୁନ୍ଦରଗଡ଼ : ୧୭/୩ (ସତ୍ୟାନ୍ୟୁଜ) ବାଇକ ରେ ରାସ୍ତା ପାରି ହେଉଥିବା ଏକ ଦ୍ରୁତଗାମୀ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଯୁବକ ଜଣକ ବାଇକରେ ଯାଉଥିବା ବେଳେ କାର ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକମାନେ କାରରେ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ଏବଂ ଫାୟାର ଟିମ୍
Read More...

ମୟୂରଭଞ୍ଜ : ଶିମିଳିପାଳରେ ପୁଣି ୩ କୋଟି ଟଙ୍କା ମୂଲ୍ୟର ଅଫିମ ଗଛ ପୋଡି ନଷ୍ଟ କଲେ ପୋଲିସ।। ପୂର୍ବରୁ ୧୦ କୋଟିର ଅଫିମ…

ମୟୁରଭଞ୍ଜ: ୧୭/୩ (ସତ୍ୟାନ୍ୟୁଜ) ପୁଣି ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ ସଫଳତା। ଏସ୍ ପି ନିର୍ଦ୍ଦେଶ କ୍ରମେ ହୋଇଛି ବଡ ଧରଣର ଚଢ଼ାଉ । ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୋଲିସ୍। ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍,
Read More...

ରାଉରକେଲା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।। ୩ ଗିରଫ।। ଅଟୋ , ବାଇକ ସହ ଖାଲି ବୋତଲ , ଠିପି ଜବତ।

ରାଉରକେଲା : ୧୭/୩ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି। ଏହି ତିନିଜଣ ମାଲଗୋଦାମ ଅଞ୍ଚଳରେ ରହନ୍ତି। ଏକ ଅଟୋ ଏବଂ ବାଇକରେ ମଦ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ୨ ନମ୍ବର ସେକ୍ଟର
Read More...

ବଣାଇ : ଗାଁକୁ ଯାତାୟାତ ପାଇଁ ରାସ୍ତା ନାହିଁ ।। ନାଳ ପାର ହେବାକୁ ପୋଲ ନାହିଁ।। ଭୋଟ ବର୍ଜନ ଚେତାଵନୀ ଦେଲେ…

ବଣାଇ : ୧୫/୩ (ସତ୍ୟାନ୍ୟୁଜ) ଗାଁକୁ ନା ଅଛି ରାସ୍ତା , ନା ପୋଲ। ଲୋକମାନେ ଯିବା ଆସିବା କରିବା ଦୁର୍ବିସହ ହୋଇ ପଡିଛି। ରାସ୍ତା ଏବଂ ନାଳ ପାର ହେବା ପାଇଁ ପୋଲ କରିବାକୁ ବାରମ୍ବାର ପ୍ରଶାସନଙ୍କୁ ନିବେଦନ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ଏବେବି ଗ୍ରାମବାସୀ ନାଳ ପାରି ହେଉଛନ୍ତି କାଠ ଗଡ଼
Read More...

ସୁନ୍ଦରଗଡ : ୧୦ ନମ୍ବର ରାଜ୍ୟ ରାଜପଥରେ ଗୁଳି ମାଡରେ ଦୁଇ ଯୁବକ ଗୁରୁତର।। ୪-୫ ଜଣ ମୁଖା ପିନ୍ଧା ଦ୍ରୁବୃତ୍ତ ଗୁଳି…

ସୁନ୍ଦରଗଡ଼ : ୧୫/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସୱେରେ ଘଟିଛି ଗୁଳିକାଣ୍ଡ। ଗୁଳି ମାଡରେ ଦୁଇଜଣ ଯୁବକ ଗୁରତର ଆହତ ହୋଇ ସୁନ୍ଦରଗଡ଼ ଡାକ୍ତରଖାନାରେ ଚିକିଶ୍ଚିତ ଅଛନ୍ତି। ବଡ଼ଗାଁ-କୁତ୍ରା ମଧ୍ୟରେ ସ୍କାନ ଷ୍ଟିଲ ନିକଟରେ ଶୁକ୍ରବାର
Read More...

ସୁନ୍ଦରଗଡ : ଦାବି ପୂରଣ ନହେଲେ ଭୋଟ ବର୍ଜ୍ଜନର ଚେତାଵନୀ ଦେଲେ ବିସ୍ଥାପିତ।। ଏମ୍ ସି ଏଲ ବିସ୍ଥାପିତଙ୍କ ଜିଲ୍ଲାପାଳଙ୍କ…

ସୁନ୍ଦରଗଡ଼ : ୧୪/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଏମସିଏଲ ବସୁନ୍ଧରା - ଗର୍ଜନବାହାଲ କୋଇଲା ଖଣି ପ୍ରକଳ୍ପ ରେ ପ୍ରଭାବିତ ୧୪ ଖଣ୍ଡ ଗାଁ ର ବିସ୍ଥାପିତ ମାନେ ଆଜି ବିସ୍ଥାପନ ଏବଂ ଥଇଥାନ ନୀତି ର ପାଳନ ନକରିବା , ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କୁ ନମାନିବା ଆଦି
Read More...

ସୁନ୍ଦରଗଡ : ଗର୍ଜନ ପାହାଡରେ ପୁଣି ଆବିର୍ଭାବ ହେଲା କଳା ବାଘ।। ବନ ବିଭାଗ ପକ୍ଷରୁ ଠାଵ ନେଇ ସ୍ପଷ୍ଟୀକରଣ।। ୬ ବର୍ଷ…

ସୁନ୍ଦରଗଡ : ୧୪/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଗର୍ଜ୍ଜନ ପାହାଡରେ ପୁଣି ୬ ବର୍ଷ ପରେ ଦେଖାଦେଇଛି ବିରଳ କଳା ବାଘ। ଏହି ବାଘକୁ ବ୍ଲାକ ପାନ୍ଥର ମଧ୍ୟ କୁହାଯାଏ। କଳା ବାଘ ହେମଗିରି ଜଙ୍ଗଲର ଗର୍ଜନ ପାହାଡରେ କିଛିଦିନ ହେଲା ବୁଲୁଥିବାର ବନ ବିଭାଗ ମଂଡ ପୁଷ୍ଟି କରିଛି। ପୂର୍ବରୁ ଗାଁ ଲୋକ ମାନେ
Read More...