Browsing Category
ଓଡିଶା
ରାଉରକେଲା : ଆଗକୁ ଆସୁଛି ଇଦ୍।। ନାଲା ରୋଡ଼ରେ ଦୋକାନ ବଜ଼ାର ଲାଗିଲାଣି।। ଟ୍ରାଫିକ ସମସ୍ୟା ସୁଧାରିବାକୁ ପୋଲିସର…
ରାଉରକେଲା : ୩୦/୩ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ଇଦ୍। ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଇଦ୍ ପର୍ଵରେ ନୂତନ ବସ୍ତ୍ର ପରିଧାନ କରିବା ଏବଂ ନୂତନ ସାମଗ୍ରୀ କିଣିବା ପରମ୍ପରା ରହିଛି।ଏହି ପରପ୍ରେକ୍ଷୀରେ ରାଉରକେଲା ମୁଖ୍ୟ ମାର୍ଗ ନାଲା ରୋଡ଼ ନିକଟରେ ଅସ୍ଥାୟୀ ଦୋକାନ ପ୍ରତିବର୍ଷ ଖୋଲା!-->…
Read More...
Read More...
ରାଜଗାଙ୍ଗପୁର : ଶଳାର ଛୁରୀ ମାଡରେ ଭିଣୋଇ ମୃତ।। ଅଭିଯୁକ୍ତ ଶଳା ଗିରଫ।
ରାଜଗାଙ୍ଗପୁର : ୨୮/୩ (ସତ୍ୟାନ୍ୟୁଜ) ଛୁରି ଭୁସି ଭିଣୋଇକୁ ହତ୍ୟା କଲା ଶଳା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ। ରାଜଗାଙ୍ଗପୁର ଥାନା ଟୁଙ୍ଗୁରିଟୋଲିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । କୌଣସି କଥାକୁ ନେଇ ଉଭୟ ଶଳା ଭିଣୋଇଙ୍କ ମଧ୍ୟରେ ଝଗଡା!-->…
Read More...
Read More...
ବଣାଇ : ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟ।। ହୋଲିରେ ମଦ ନିଶାରେ ନାତି କଲା ଏପରି କାଣ୍ଡ। ଅଭିଯୁକ୍ତ ନାତି ଗିରଫ।
ବଣାଇ : ୨୭/୩ (ସତ୍ୟାନ୍ୟୁଜ) ମଦ ନିଶାରେ ହିତାହତ ଜ୍ଞାନ ହରାଇ ନାତି ହତ୍ୟା କଲା ତାର ଅଜାକୁ। ହୋଲିରେ ନାତି ବିମଳ ତିର୍କୀ ମଦ ପିଇ ନିଶାରେ ଚୁର ହୋଇ ଘରକୁ ଆସିଥିଲା। ଅଜା ବେନ୍ ତିର୍କୀ ନାତିର ମାତାଲ ଅବସ୍ଥା ଦେଖି ପାଟି କରିଥିଲା। ଫଳରେ ଉତ୍ୟକ୍ତ ହୋଇ ବିମଳ ଏକ ଟାଙ୍ଗିଆରେ ଅଜାକୁ ହାଣି!-->…
Read More...
Read More...
ସୁନ୍ଦରଗଡ଼ : ସିରିଜ ଦୁର୍ଘଟଣା ଘଟାଇ ଆତଙ୍କ ଖେଳାଇ ଦେଲା ମଦୁଆ ଗାଡି ଡ୍ରାଇଭର।। ହୋଲି ଖେଳି ସ୍କରପିଓ ରେ ମାତାଲ…
ସୁନ୍ଦରଗଡ : ୨୬/୩ (ସତ୍ୟାନ୍ୟୁଜ) ହୋଲି ଖେଳି ଗାଡି ଧରି ଫେରୁଥିଲେ ମାତାଲ ଡ୍ରାଇଭର। ଗାଡିର ବେଗ ଥିଲା ଘଣ୍ଟା ପ୍ରତି ୧୩୦ ରୁ ୧୪୦। ଘଟାଇଲେ ସିରିଜ୍ ଦୁର୍ଘଟଣା। ଲୋକମାନେ ଯେ ଯୁଆଡେ ପାଇଲେ ଦୌଡ଼ିଲେ। ଏହି ଘଟଣା ସୁନ୍ଦରଗଡ ସହରର।ସୁନ୍ଦରଗଡ ସହର ଶଙ୍କରାରୁ ହୋଲି ଖେଳି ପୁରା ମତୁଆଲା!-->…
Read More...
Read More...
ରାଉରକେଲା : ପରିବାର ଭରଣ ପୋଷଣ ପାଇଁ ଅଟୋ ଚଳାଇ ରୋଜଗାର କରୁଛନ୍ତି ୫ ଜଣ ମହିଳା।। ପ୍ରତିଦିନ ଷ୍ଟେସନରେ ଅପେକ୍ଷା କରି…
ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ଜୀବନର ଅନ୍ୟ ନାମ ହେଲା ସଂଘର୍ଷ। ତେବେ ଜଣେ ମହିଳା ନିଜ ପରିବାରର ଭରଣ ପୋଷଣ ପାଇଁ ଯେଉଁ ପ୍ରଫେସନ ଧରି ନେଇଛନ୍ତି ତା ନିଶ୍ଚିତ ଭାବେ ପ୍ରଶଂସନୀୟ। ରାଉରକେଲା ତରକେରାରେ ରହନ୍ତି ମନ୍ଦଦୋରୀ ବଡାଇକ। ତାଙ୍କ ସ୍ୱାମୀ ମିସ୍ତ୍ରୀ କାମ କରୁଥିଲେ। କାମ କଲାବେଳେ!-->…
Read More...
Read More...
ରାଉରକେଲା : ବୃଦ୍ଧା ଜଣକ ବସ ରହଣି ସ୍ଥଳକୁ ଧରି ନେଇଥିଲେ ନିଜ ଘର।। ତାଙ୍କୁ ସେବା ସୁସୁଶ୍ରା କରି ବୃଦ୍ଧାଶ୍ରମ ପଠାଇଲେ…
ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ନିରାଶ୍ରୟା ବୃଦ୍ଧା ଜଣକ ବସ ରହଣୀ ସ୍ଥଳକୁ କରିଦେଇଥିଲେ ନିଜ ଘର। ମାତ୍ରାଧିକ ବୟସ ଏବଂ ଦୁର୍ବଳତା ଯୋଗୁଁ ଠିକ ଭାବେ ଚାଲବୁଲ କରି ପାରୁନଥିଲେ। କିଏ ଖାଇବାକୁ ଦେଲେ ଖାଉଥିଲେ , ନହେଲେ ଉପାସ ରହୁଥିଲେ। ମାସ ମାସ ଧରି ଗାଧୋଉ ନଥିଲେ। ପଖରେ ଦୋକାନ କରିଥିବା!-->…
Read More...
Read More...
ରାଉରକେଲା : ଅନ୍ତର୍ଜାତୀୟ ସାଇବର ଠକ ଦମ୍ପତିଙ୍କୁ ଗିରଫ କଲା ରାଉରକେଲା ପୋଲିସ।। ପୂର୍ବରୁ ୮ ଜଣ ଠକଙ୍କୁ ଗିରଫ…
ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଆନ୍ତର୍ଜାତୀୟ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଠକ ହରିଶ କୁରାପତି ଏବଂ ନାଗା ଭେଙ୍କଟ ସୌଜନ୍ୟ କୁରାପତି ସମ୍ପର୍କରେ ସ୍ୱାମୀ , ସ୍ତ୍ରୀ ବୋଲି ପୋଲିସ ପାଖରେ ସୂଚନା ରହିଛି। ଉଭୟ ସ୍ୱାମୀ ,!-->…
Read More...
Read More...
ରାଉରକେଲା : ହୋଲିରେ ରଙ୍ଗ ଖେଳ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା।। ବଜ଼ାରରେ ମିଳିଲାଣି ବିଭିନ୍ନ ପ୍ରକାର ରଙ୍ଗ ସହ…
ରାଉରକେଲା : ୨୪/୩ (ସତ୍ୟାନ୍ୟୁଜ) ରଙ୍ଗର ପର୍ବ ହୋଲି ମନାଇବାକୁ ରାଉରକେଲା ବାସୀ ପ୍ରସ୍ତୁତ ହେଉଥିବା ବେଳେ ହୋଲି ତାରିଖକୁ ନେଇ ଦ୍ଵନ୍ଦ ଦେଖାଦେଇଛି। ସୋମବାର ଦିନ କିଛି ଲୋକ ହୋଲି ପର୍ବ ପାଳନ କରୁଥିବା ବେଳେ ମଙ୍ଗଳବାର ଦିନ ଅଧିକାଂଶ ଲୋକ ହୋଲି ଖେଳିବେ ବୋଲି ସ୍ଥିର କରିଛନ୍ତି। ତେବେ ଆଜି!-->…
Read More...
Read More...
ରାଉରକେଲା : ଅନନ୍ତ ଉଦୟ ଟ୍ରଷ୍ଟ ପକ୍ଷରୁ ଆମ ରାଉରକେଲା ହର୍ବଲ ହୋଲି ମିଳନ ଅୟୋଜିତ।। ହର୍ବଲ ରଙ୍ଗରେ ହୋଲି ଖେଳିଲେ…
ରାଉରକେଲା : ୨୪/୩ (ସତ୍ୟାନ୍ୟୁଜ) ପୂର୍ବରୁ ହୋଲିରେ କେବଳ ଫଗୁ ଏବଂ ଅବିରରେ ରଙ୍ଗ ଖେଳ ହେଉଥିଲା। ପରେ ରାସାୟନିକ ରଙ୍ଗ ବହୁଳ ଭାବେ ବ୍ୟବହାର କରାଗଲା। ଫଳରେ ଧିରେ ଧିରେ ଲୋକମାନେ ହୋଲିରେ ରଙ୍ଗ ଖେଳରୁ ଵିମୁଖ ହେଲେ। ଏବେ ହୋଲି ଏବଂ ରଙ୍ଗ ଖେଳର ପୂର୍ବ ଗୌରବ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ!-->…
Read More...
Read More...
ରାଉରକେଲା : ବାଇକ କୁ ପିଟି ଦେଲା ଡ଼ମ୍ପର।। ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ଵାମୀଙ୍କ ଜୀବନ।। ଡମ୍ପର ନେଇ ଡ୍ରାଇଭର…
ରାଉରକେଲା : ୨୩/୩ (ସତ୍ୟାନ୍ୟୁଜ) ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ବାଇକ ରେ ସ୍ୱାମୀ , ସ୍ତ୍ରୀ ଘରକୁ ଫେରୁଥିବା ବେଳେ ସମ୍ମୁଖରୁ ପିଟି ଦେଲା ଏକ ଡ଼ମ୍ପର। ରାସ୍ତା ଉପରେ ପଡି ଯାଇଥିଲେ ଉଭୟ ସ୍ୱାମୀ , ସ୍ତ୍ରୀ। ଡ଼ମ୍ପର ଟି ସ୍ୱାମୀଙ୍କ ଉପରେ ଚଢାଇ ଘଟଣା ସ୍ଥଳରୁ ଫେରାର ହୋଇ!-->…
Read More...
Read More...