Browsing Category
ଓଡିଶା
ରାଉରକେଲା : ମାଲଗାଡି ଲାଇନଚ୍ୟୁତ। ମରାମତି କାମ ଚାଲିଥିବାରୁ ଟେନସା- ବରସୁଆଁ ମାର୍ଗରେ ଯାନ ବାହାନ ଚଳାଚଳ ବନ୍ଦ।
ରାଉରକେଲା : ୨୪/୫ (ସତ୍ୟାନ୍ୟୁଜ) ଟେନସା - ବରସୁଆଁ ମୁଖ୍ୟ ରାସ୍ତାରେ ଗୁରୁବାର ଦିନ ତମାମ ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା। ଏପରିକି ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା। ରେଳ ଫାଟକ ବନ୍ଦ କରି ମରାମତି କାମ ଚାଲିଥିବାରୁ ଏହି ମାର୍ଗରେ ସଡକ ଯୋଗାଯୋଗ ବିଛିନ୍ନ ରହିଥିଲା। ବିଳମ୍ବିତ!-->…
Read More...
Read More...
ରାଉରକେଲା : ଶ୍ରମମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ସାରଦା ଦେଲେ ଥାନାରେ ଏତେଲା।। ଯୁବନେତା ପ୍ରକାଶ ପାଶ୍ୱନଙ୍କ ନାମରେ…
ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୁବ ନେତାଙ୍କ ନାମରେ ଥାନାରେ ଦେଲେ ଏତେଲା। ଯୁବନେତା ପ୍ରକାଶ ପାଶ୍ୱନଙ୍କ ନାମରେ ଦେଲେ ଏଫ ଆଇ ଆର। ଜୀବନରେ ମାରି ଦେବାକୁ ଧମକ ତଥା ଅଭଦ୍ର , ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ଭଳି ସଙ୍ଗୀନ!-->…
Read More...
Read More...
ବିରମିତ୍ରପୁର : ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ କର୍ମଚାରୀଙ୍କ ମାଡ଼ ଅଭିଯୋଗ।। ଅଦାଲତଙ୍କ ନିର୍ଦ୍ଦେଶରେ ସାନି…
ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁରରେ ଅବକାରୀ ବିଭାଗ ନାଁରେ ଆସିଛି ଗୁରୁତର ଅଭିଯୋଗ। ଜଣେ ମଦ ବ୍ୟବସାୟୀଙ୍କୁ ପ୍ରବଳ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀ ଏ ବାବଦରେ କୋର୍ଟରେ ଅଭିଯୋଗ କଲାପରେ ଅଦାଲତଙ୍କ ନିର୍ଦ୍ଦେଶରେ ତାଙ୍କର ମେଡ଼ିକାଲ!-->…
Read More...
Read More...
ମୟୁରଭଞ୍ଜ : ସହର ମଧ୍ୟକୁ ପଶି ଆସିଥିବା ବାଘକୁ ଶେଷରେ କାବୁ କଲା ବନ ବିଭାଗ ଟିମ୍।। ବାଘ ଯୋଗୁଁ ବାରିପଦା ସହରରେ ଆତଙ୍କ…
ମୟୁରଭଞ୍ଜ : ୧୭/୫ (ସତ୍ୟାନ୍ୟୁଜ) (ଶ୍ୟାମଲେନ୍ଦୁ ପରିଡ଼ା) କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ। ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲେ ବନ ବିଭାଗର ରେସ୍କ୍ୟୁ ଟିମ୍ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭଞ୍ଜପୁର ନିକଟ ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କାବୁ!-->…
Read More...
Read More...
ରାଉରକେଲା : ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ଅମିତ ଶାହା।। ଓଡ଼ିଶାରେ ବିଜେପି ସରକାର କରିବା ନେଇ ଦୃଢୋକ୍ତି।
ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ରାଉରକେଲାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଛନ୍ତି। ଏରୋଡ୍ରମ ନିକଟ ପଡ଼ିଆରେ ଶ୍ରୀ ଶାହା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସମାବେଶରେ ସୁନ୍ଦରଗଡ଼!-->…
Read More...
Read More...
ରାଉରକେଲା : ବୋଲେରୋ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ , ୮ ଆହତ।। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ନିକଟରେ…
ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) ୧୪୩ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ବୋଲେରୋ ପିଟି ହେବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତଧାନ ଘର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ!-->…
Read More...
Read More...
ରାଉରକେଲା : ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା ଗ୍ରସ୍ତ।। ୧୦ ଆହତ।। ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ…
ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) ୧୪୩ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ବୋଲେରୋ ପିଟି ହେବା ଯୋଗୁଁ ୧୦ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତଧାନ ଘର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି!-->…
Read More...
Read More...
ରାଉରକେଲା : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରାଉରକେଲା ଗସ୍ତ।। ସୁନ୍ଦରଗଡ଼ ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା।
ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ଧଳ ରବିବାର ରାଉରକେଲା ଗସ୍ତରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଅତିରିକ୍ତ ନିର୍ବାଚନ!-->…
Read More...
Read More...
ରାଉରକେଲା : ଶଙ୍ଖ ନଦୀ ବ୍ରିଜ ତଳୁ ନଦୀ ପାଣିରୁ ମିଳିଲା ବୋରାରେ ବନ୍ଧା ଶବ।। ହତ୍ୟା ସନ୍ଦେହ।। ପୋଲିସ ତଦନ୍ତ ଜାରି।
ରାଉରକେଲା : ୯/୫ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଶଙ୍ଖ ନଦୀ ବ୍ରିଜ ତଳୁ ବୋରାରେ ବନ୍ଧାହୋଇ ପାଣିରୁ ମିଳିଛି ଜଣେ ବୟସ୍କ ବ୍ୟକ୍ତିଙ୍କ ଶବ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି। ମୃତକଙ୍କ!-->…
Read More...
Read More...
ରାଉରକେଲା : ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ।। ତରକେରା ଘାଟରେ ଗାଧୋଉଥିବା ବେଳେ ଘଟିଛି ଏହି ଅଘଟଣ।
ରାଉରକେଲା : ୪/୪ (ସତ୍ୟାନ୍ୟୁଜ) ଏକ ଦୁଃଖଦ ଘଟଣାରେ ଆଜି ବ୍ରାହ୍ମଣୀ ନଦୀର ତରକେରା ଘାଟରେ ଦୁଇ ଜଣ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ମୃତକ ମାନେ ହେଲେ ୨୦ ବର୍ଷୀୟ ଯୁବକ ରାଜକୁମାର ମାହାତୋ ଏବଂ ଜରୟୁବ୍ ଖାନ୍। ରାଜକୁମାର ରାଉରକେଲା!-->…
Read More...
Read More...