Browsing Category
ଓଡିଶା
ରାଉରକେଲା : ଘାତକ ହେଉଛି ଅଂଶୁଘାତ।। ଜିଲ୍ଲାରେ ବୃଦ୍ଧି ପାଉଛି।ମୃତ୍ୟୁ ସଂଖ୍ୟା।। ସ୍ଥିତିର ସମୀକ୍ଷା ଲାଗି ପହଞ୍ଚିଲେ…
ରାଉରକେଲା : ୧/୫ (ସତ୍ୟାନ୍ୟୁଜ) ଘାତକ ହେଲାଣି ଅଂଶୁଘାତ। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ ଜିଲ୍ଲା ସମେତ ରାଉରକେଲାରେ ଅଂଶୁଘାତରେ ମୃତ୍ୟୁ ତଥା ଆକ୍ରାନ୍ତଙ୍କ ସ୍ଥିତିର ସମୀକ୍ଷା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୩ଜଣ!-->…
Read More...
Read More...
ବଣାଇ : ଶୋଇଥିବା ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା।। ହତ୍ୟାକାରୀ ବାପା ଗିରଫ।
ବଣାଇ : ୧/୬ (ସତ୍ୟାନ୍ୟୁଜ) ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ। ଏଭଳି ବିଭତ୍ସହତ୍ୟା କାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନାର ବୁଢାଭୂଇଁ ଗାଁରେ। ମୃତକ ହେଲେ ପାତରସ ଓରାମ। ପୁତ୍ର ହତ୍ୟାକାରୀ ପିତାକୁ ପୁଲିସ ଗିରଫ କରିଛି।ପାତରସ ଓରାମ ଓ ବାପା ଫ୍ରାନସିସ ଓରାମଙ୍କ ମଧ୍ୟରେ!-->…
Read More...
Read More...
ରାଉରକେଲା : ସୁନ୍ଦରଗଡ଼ରେ ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ।। ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ…
ସୁନ୍ଦରଗଡ଼, ୧/୦୬ : ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଆରମ୍ଭ ହୋଇ ଯାଇଛି ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଙ୍ଗ ବ୍ୟବସ୍ଥା। ଏହି ବ୍ୟବସ୍ଥା ଅନୁସାରେ ବର୍ତ୍ତମାନ ଟେଷ୍ଟିଙ୍ଗ ଟ୍ରାକ ରେ ଅବସ୍ଥାପିତ ହୋଇଥିବା ସିସି ଟିଭି କ୍ୟାମେରା ଏବଂ ଭିଡିଓ ଆନାଲିଟିକ ସିଷ୍ଟମ!-->…
Read More...
Read More...
ରାଉରକେଲା : ଅଂଶୁଘାତରେ ଗୋଟିଏ ଦିନରେ ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା।। କେବଳ ରାଉରକେଲାରେ ୧୨ଜଣ…
ରାଉରକେଲା : ୩୧/୫ (ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଉରକେଲାରେ ୧୨ ଜଣ , ବନ୍ଧମୁଣ୍ଡାରେ ଜଣେ ଏବଂ ସୁନ୍ଦରଗଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁରୁବାର ଦିନ ଅପରାହ୍ନ ୨ଟାରୁ ରାତି!-->…
Read More...
Read More...
ରାଉରକେଲା : ବିହାର ମୁଜାଫରପୁର ଲିଚୁକୁ ଟକ୍କର ଦେଉଛି ସ୍ଥାନୀୟ ଲିଚୁ।। ସହରକୁ ପ୍ରତିଦିନ ଆସୁଛି ୩ ଟ୍ରକ ଲିଚୁ।
ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ରାଉରକେଲା ଫଳ ବଜାରରେ ଏବେ ରାଜ୍ କରୁଛି ଲିଚୁ। ରାସ୍ତା କଡରେ ଯୁଆଡେ ଚାହିଁବ ଦେଖିବାକୁ ମୁଳୁଛି ଲିଚୁର ପସରା। ପ୍ରତିବର୍ଷ ଏହି ସମୟରେ ବିହାରର ମୁଜ଼ାଫରପୁରରୁ ଆସିଥାଏ ସ୍ୱାଦିଷ୍ଟ ଲିଚୁ। ଏହି ଲିଚୁ ମାଂସାଳ ହେବା ସହ ବେଶ୍ ମିଠା ଲାଗେ। ତେଣୁ ଏହି ଲିଚୁର!-->…
Read More...
Read More...
ସୁନ୍ଦରଗଡ : ନାବାଳିକା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ।। ସଜ୍ଜା ଶୁଣାଇଲେ ସ୍ବତନ୍ତ ପୋକ୍ସୋ କୋର୍ଟ।
ସୁନ୍ଦରଗଡ : ୩୦/୫ (ସତ୍ୟାନ୍ୟୁଜ) ୨୦୧୭ ମସିହା ଫେବୃଆରୀ ମାସରେ ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁ ରେ ୧୧ ବର୍ଷୀୟ ନାବାଳିକା ହତ୍ୟା ଘଟଣାର ଆଜି ରାୟ ପ୍ରକାଶ ପାଇଛି। ନବଳିକାଟି ତାର କିଛି ସାଙ୍ଗ ମାନଙ୍କ ସାଙ୍ଗରେ ଖେଳୁଥିବା ସମୟ ରେ ଅଭିଯୁକ୍ତ ସୁମିତ ମିଞ୍ଜ ତାକୁ ଟେକି ନେଇ!-->…
Read More...
Read More...
ରାଉରକେଲା : ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବ ନେଇ ଓକିଲ ସଂଘର ଉଦବେଗ।। ସମସ୍ୟାର ସମାଧାନ ପାଇଁ ଡିଆରଏମ୍ ଙ୍କୁ…
ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ)ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜନ ସାଧାରଣ ନିର୍ଭର କରୁଥିବା ଯାତ୍ରୀବାହୀ ଟ୍ରେନ୍ ଯଥା ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ,ଭୂବନେଶ୍ଵର - ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ ଗୁଡ଼ିକର ଯାତାୟାତ ରେ ବିଗତ!-->…
Read More...
Read More...
ରାଉରକେଲା : ଓରାମ କଳା ସଂସ୍କୃତିର ପର୍ବ ‘ଜ୍ୟେଷ୍ଠ ଯାତ୍ରା’ ପାଳିତ।। ପୂର୍ବଜଙ୍କ ବୀରତ୍ୱର ସ୍ମରଣ ଏବଂ…
ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ) ହାତରେ ତଲୱାର , ଫାର୍ସା ଆଦି ଧରି ନୃତ୍ୟ କରୁଛନ୍ତି ଆଦିବାସୀ ମହିଳା ମାନେ। ପୁଣି ଘୋଡା ଉପରେ ବସି ନିଜର ବିରତ୍ୱ ପ୍ରଦର୍ଶନ କରୁଛନ୍ତି। ଏପରି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ରାଉରକେଲା ଉଦିତନଗର ସ୍ଥିତ ସରନା ପୂଜା ସ୍ଥଳରେ। ରାଜୀ ପଡାହା ସରନା!-->…
Read More...
Read More...
ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଠାଵ ହେଲା ମହାବଳ ବାଘ ସହ କଳା ବାଘ।। ହାତୀ ଗଣନା ବେଳେ ଜଣା ପଡ଼ିଲା।
ମୟୁରଭଞ୍ଜ : ୨୬/୫ (ସତ୍ୟାନ୍ୟୁଜ)(ଶ୍ୟାମଲେନ୍ଦୁ ପରିଡ଼ା) ଶିମିଳିପାଳ ଅଭୟାରଣ୍ୟରେ ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ବାଘ ଏବଂ କଳା ବାଘ। ଏହା ନିଶ୍ଚିତ ଭାବେ ଏକ ଖୁସି ଏବଂ ଉତ୍ସାହଜନକ ଖବର। ହାତୀ ଗଣନା ବେଳେ ଏହି ମହାବଳ ବାଘର ଉପସ୍ଥିତି ଜଣାପଡିଛି।ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ!-->…
Read More...
Read More...
ସୁନ୍ଦରଗଡ଼ : ଟ୍ରକ ଧକ୍କା ଦେଲା ସ୍କୁଟିକୁ।। ୬ ମାସର ଶିଶୁ କନ୍ୟା ମୃତ।। ଗୁରୁତର ମା ବୁର୍ଲା ସ୍ଥାନାନ୍ତର।
ସୁନ୍ଦରଗଡ଼ : ୨୪/୫(ସତ୍ୟାନ୍ୟୁଜ) ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ କରମଡିହିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ୬ ମାସ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଆହତ ହୋଇଛି । ଦ୍ରୁତ ଗତିରେ ଏକ ଟ୍ରକ ମାଡ଼ି ଆସି ରାସ୍ତାରେ ଯାଉଥିବା ସ୍କୁଟିକୁ ଧକ୍କା!-->…
Read More...
Read More...