Browsing Category

ଓଡିଶା

ସୁନ୍ଦରଗଡ଼ : କୋର୍ଟ ରୁମ୍ ବାହାରେ ପାରାସିଟାମଲ୍ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ।। ହସ୍ପିଟାଲ୍ ରେ ଭର୍ତ୍ତି।

ସୁନ୍ଦରଗଡ଼ : ୩୦/୮(ସତ୍ୟାନ୍ୟୁଜ) କୋର୍ଟ ରୁମ ବାହାରେ ପାରାସିଟାମଲ ଔଷଧ ଖାଇ ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଜିଲ୍ଲା ଦୌରା ଜଜଙ୍କ କୋର୍ଟ ରୁମ ବାହାରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ମହିଳା ଜଣକ । ତାଙ୍କ ବିପକ୍ଷରେ ରାୟ
Read More...

ସୁନ୍ଦରଗଡ଼ : ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ।। କାଦୁଅ ରାସ୍ତାରେ ୧ କିଲୋମିଟର୍ ଷ୍ଟ୍ରେଚରରେ ଆମ୍ବୁଲାନ୍ସ…

ସୁନ୍ଦରଗଡ଼ : ୩୦/୮(ସତ୍ୟାନ୍ୟୁଜ) ବର୍ଷାଦିନେ କାଦୁଅ ପଚପଚ ରାସ୍ତା ଯୋଗୁଁ ପଡାକୁ ଯାଇପାରିଲାଣି ଆମ୍ବୁଲାନ୍ସ। ଏହି ସମୟରେ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ। ପଡୋଶୀଙ୍କ ସହ ମିଶି ଷ୍ଟ୍ରେଚରରେ ବୋହି ଆଣିଲେ ଗୁରୁତର ରୋଗୀଙ୍କୁ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ
Read More...

ସୁନ୍ଦରଗଡ଼ : ଜାତୀୟ କ୍ରୀଡା ଦିବସ ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ।। ମିନି ମାରାଥନ ରେ ଯୋଗ ଦେଲେ ୬୦୦…

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବିଭିନ୍ନ କ୍ରୀଡ଼ା ଅନୁଷ୍ଠିତ ସୁନ୍ଦରଗଡ଼ : ୨୯/୮: ସତ୍ୟାନ୍ୟୁଜ) ହକି ଲେଜେଣ୍ଡ ମେଜର ଧ୍ୟନଚାନ୍ଦଙ୍କ ଜନ୍ମ ବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଆଜି ସୁନ୍ଦରଗଡ଼ ସଦର ମହକୁମା ଠାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।ଏହି
Read More...

ବଣାଇ : କୋଲକତା ହସପିଟାଲ ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦ।। ନର୍ସିଂ ଛାତ୍ରୀଙ୍କ…

ବଣାଇ : ୨୯/୮(ସତ୍ୟାନ୍ୟୁଜ) କୋଲକାତା ଆର୍ ଜି କର ହସପିଟାଲ ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ବେଙ୍ଗଲ ସମେତ ସାରା ଦେଶରେ ଅଦ୍ଭୂତପୂର୍ବ ପ୍ରତିବାଦ କରାଯାଉଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମାନେ ରାସ୍ତାକୁ ଓହ୍ଲାଇ ନ୍ୟାୟ ମାଗୁଛନ୍ତି। ଏହି
Read More...

ରାଉରକେଲା : ମୋବାଇଲ ଫୋନ୍ ଛଡାଇବା ବେଳେ ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ।। ତିନି ଅଭିଯୁକ୍ତ ଗିରଫ।

*ମୋବାଇଲ ଫୋନ ଛଡାଇବା ବେଳେ ଯୁବକଙ୍କୁ ହତ୍ୟା*୩ଦୁର୍ବୃତ୍ତଗିରଫ #ରାଉରକେଲା ରାଉରକେଲା : ୨୮/୮(ସତ୍ୟାନ୍ୟୁଜ) ମୋବାଇଲ୍ ଫୋନ୍ ଛଡାଇବା ବେଳେ ଦୁର୍ବୃତ୍ତ ଙ୍କ ସହ ହାତା ହାତି ଘଟଣାରେ ଆହତ ହୋଇଥିବା ଯୁବକଙ୍କ ରାଉରକେଲା ଆପୋଲୋ ହସ୍ପିଟାଲରେ ମୃତ୍ୟୁ ହୋଇ ଯାଇଛି। ପୋଲିସ ଏହି ଘଟଣାରେ ୩
Read More...

ରାଉରକେଲା : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଏକାଦଶାହ କାର୍ଯ୍ୟକ୍ରମ ସମ୍ପନ୍ନ।।…

ରାଉରକେଲା : ୨୮/୮(ସତ୍ୟାନ୍ୟୁଜ) କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଁକେନ୍ଦୁଡିହି ରେ ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ପହଞ୍ଚି । ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଏକାଦଶାହ କାର୍ଯ୍ୟରେ ଯୋଗ ଦେଇଥିଲେ । ଝିଙ୍ଗିଆ ଓରାମଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେ ଜୁଏଲଙ୍କୁ
Read More...

ରାଉରକେଲା : ଟି ସି ଆଇ – ଆଇ ଡି ସି ରୋଡ ଜଳାର୍ଣ୍ଣବ।। ସାଧାରଣ ଯାତ୍ରୀ ହନ୍ତସନ୍ତ।। ବର୍ଷାଜଳ ନିଷ୍କାସନ ହୋଇ…

ରାଉରକେଲା : ୨୮/୮(ସତ୍ୟାନ୍ୟୁଜ) ରାଉରକେଲା ଟି ସି ଆଇ - ଆଇ ଡି ସି ରୋଡ ରେ ଆଜି ସକାଳୁ ପାଣି ଭରି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଗମନାଗମନ ଦୁର୍ବିସହ ହୋଇ ପଡ଼ିଛି। ଏହି ରାସ୍ତାରେ ଓଭର ବ୍ରିଜ ନିକଟରେ ଏବଂ ମାର୍କେଟରେ ସବୁଠାରୁ ଅଧିକ ପାଣି ରହିଛି। ଲୋକ ମାନେ ଯିବା ଆସିବାରେ ଅସୁବିଧା
Read More...

ରାଉରକେଲା : ଜୁଏଲଙ୍କ ଗ୍ରାମ କେନ୍ଦୁ ଡିହି ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ରାଉରକେଲା : ୨୭/୮(ସତ୍ୟାନ୍ୟୁଜ) କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଁକେନ୍ଦୁଡିହି ରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପହଞ୍ଚିଛନ୍ତି। ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି। ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ
Read More...

ରାଉରକେଲା : ଇ ଏସ ଆଇ ସି ହସ୍ପିଟାଲ ସମ୍ମୁଖ ରେ ସିଟୁ ର ବିକ୍ଷୋଭ ପ୍ରଦର୍ଶନ।। ୫ ଦଫା ଦାବି ନେଇ ବିକ୍ଷୋଭ।

ରାଉରକେଲା : ୨୭/୮(ସତ୍ୟାନ୍ୟୁଜ) ରାଉରକେଲା ଇ ଏସ ଆଇ ସି ମଡେଲ ହସ୍ପିଟାଲ୍ ର ବିଭିନ୍ନ ସମସ୍ୟା କୁ ନେଇ ଆଜି ସିଟୁ ସଙ୍ଗଠନ ପକ୍ଷରୁ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ହସ୍ପିଟାଲ୍ କୁ ୨୦୦ ଶଯ୍ୟା ବିଶିଷ୍ଟ କରାଯିବା , ରାଉରକେଲାରେଇ ଏସ ଆଇ ସି ମେଡିକାଲ୍ କଲେଜ
Read More...

ରାଉରକେଲା : ଆସନ୍ତା କାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ।। ଗୋ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ଜନ୍ମାଷ୍ଟମୀ ପାଳନ ଲାଗି…

ରାଉରକେଲା : ୨୫/୮(ସତ୍ୟାନ୍ୟୁଜ) ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଏଥିପାଇଁ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ ପାଳନ ଲାଗି ବ୍ୟାପକ ଆୟୋଜନ ଚାଲିଛି।ଗୋ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ରାଉରକେଲା ୧୪ ନମ୍ବର ସେକ୍ଟର' ନନ୍ଦଗାଁ ଗୋଶାଳା ' ରେ ଜନ୍ମାଷ୍ଟମୀ
Read More...