Browsing Category

ଓଡିଶା

ରାଉରକେଲା : ଜଙ୍ଗଲ ନିଆଁ ଲିଭାଉ ଥିବା ବେଳେ ପୋଡ଼ି ହୋଇ ବନ କର୍ମଚାରୀ ଗୁରୁତର।। ଜେପି ହସ୍ପିଟାଲ୍ ରେ ଭର୍ତ୍ତି।

ରାଉରକେଲା : ୭/୪(ସତ୍ୟାନ୍ୟୁଜ) ଏକ ଦୁଃଖଦ ଘଟଣାରେ ଜଙ୍ଗଲ ନିଆଁ ଲିଭାଉ ଥିବା ବେଳେ ଜଣେ ବନ କର୍ମଚାରୀ ଗୁରୁତର ଭାବେ ଜଳି ଯାଇଛନ୍ତି। ନିଆଁରେ ପୋଡ଼ି ହୋଇ ଗୁରୁତର ଥିବା ସମର ଓରାମଙ୍କୁ ରାଉରକେଲା ଜେପି ହସ୍ପିଟାଲରେ କ୍ରିଟିକାଲ୍ ଅବସ୍ଥାରେ ଭର୍ତ୍ତି କରାଯାଇଛି। ବନ କର୍ମଚାରୀ ସମର ଓରାମ
Read More...

ରାଉରକେଲା : ଏଆରପୋର୍ଟ ନିକଟରୁ ସ୍ଥାନାନ୍ତର ହେବ ଡମ୍ପିଂ ୟାର୍ଡ୍।। ତରକେରା ନିକଟରେ ଡମ୍ପିଂ ହେବ ସହରର ବର୍ଜ୍ୟବସ୍ତୁ।

ରାଉରକେଲା : ୩/୪(ସତ୍ୟାନ୍ୟୁଜ) ରାଉରକେଲା ବାସୀଙ୍କ ପାଇଁ ଖୁସି ଖବର। ଏଆରପୋର୍ଟ ନିକଟରୁ ସ୍ଥାନାନ୍ତର ହେବ ବର୍ଜ୍ୟବସ୍ତୁ ଡମ୍ପିଂ ୟାର୍ଡ। ରାଉରକେଲା ସହରରୁ ପ୍ରତିଦିନ ୧୨୦ ରୁ ୧୩୦ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ବାହାରୁଛି। ଏହି ସବୁ କଠିନ ବର୍ଜ୍ୟବସ୍ତୁ କୁ ସଠିକ୍ ସ୍ଥାନରେ ପକାଇବା
Read More...

ରାଉରକେଲା : ସେକ୍ସ ରାକେଟ୍ ବିରୁଦ୍ଧରେ ସ୍ବର ଉତ୍ତୋଳନ କଲେ ଜଗଦା ବାସୀ।। ଝିରିପାଣି ଥାନାରେ ହେଲେ ଫେରାଦ।।…

ରାଉରକେଲା : ୩/୪(ସତ୍ୟାନ୍ୟୁଜ) ରାଉରକେଲା ଜଗଦା ଅଞ୍ଚଳରେ ମଙ୍ଗଳବାର ଦିନ ଠାବ ହୋଇଥିବା ସେକ୍ସ ରାକେଟ୍ ରେ ଉଦ୍ଧାର ୫ ଜଣ ମହିଳାଙ୍କୁ ସଖୀ ଆଶ୍ରୟ ସ୍ଥଳୀରେ ରଖା ଯାଇଛି। ଏହି ଘଟଣାରେ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ ସେକ୍ସ ରାକେଟ୍ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ
Read More...

ରାଉରକେଲା : ମଞ୍ଜୁ ଦେବୀ ବଗାରିଆ ଙ୍କୁ ସେବା ସମ୍ମାନ ପୁରସ୍କାର ପ୍ରଦାନ।। ଗରିମା ପରିବାର ପକ୍ଷରୁ ପ୍ରଦାନ।

ଓଡିଶା ଦିବସ ପରିପ୍ରେକ୍ଷୀରେ ଗରିମା ପରିବାର ଦ୍ୱାରା ମଞ୍ଜୁ ଦେବୀ ବଗାରିଆଙ୍କୁ ସେବା ସମ୍ମାନ ପ୍ରଦାନ ରାଉରକେଲା : ୩/୪(ସତ୍ୟାନ୍ୟୁଜ) ସେବା ଏବଂ ପରୋପକାର ପ୍ରତି ଅଟଳ ନିଷ୍ଠା ପାଇଁ, ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ଼ ର ନିଦେଶିକା ମଞ୍ଜୁ ଦେବୀ ବଗାରିଆଙ୍କୁ ଗରିମା ପରିବାର
Read More...

ରାଉରକେଲା : ରାଉରକେଲା ଜଗଦା ଅଞ୍ଚଳରେ ସେକ୍ସ ରାକେଟ୍ ଉପରେ ପୋଲିସର ଚଢାଉ।। ୫ ମହିଳା ଉଦ୍ଧାର।। ୫ ଦଲାଲ ଅଟକ ।

ରାଉରକେଲା : ୧/୪(ସତ୍ୟାନ୍ୟୁଜ) ରାଉରକେଲାରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଠାବ କରିବାରେ ପୋଲିସ ସଫଳ ହୋଇଛି। ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଜଣ ଦଲାଲ ଙ୍କୁ ପୋଲିସ ଅଟକ ରଖିଛି। ଏହା ସହ ୫ ଜଣ ମହିଳାଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଛି। ଅଟକ ଥିବା ଦଲାଲ ମାନେ
Read More...

ରାଉରକେଲା : ୯୦ ତମ ପୋଲିସ୍ ଦିବସ ପ୍ରତିଷ୍ଠା ଦିବସ ପାଳିତ।। କର୍ତ୍ତବ୍ୟ ସମ୍ପାଦନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ…

ରାଉରକେଲା: ୧/୪(ସତ୍ୟାନ୍ୟୁଜ) ରାଉରକେଲାରେ ଜିଲ୍ଲା ପୋଲିସ୍ ପକ୍ଷରୁ ପାଳିତ ହୋଇ ଯାଇଛି ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ। ଏହି ଅବସରରେ ରିଜର୍ଭ ପୋଲିସ ପଡିଆରେ ରାଉରକେଲା ଏସପି ନୀତେଶ ୱାଧ୍ୱନି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ
Read More...

ରାଉରକେଲା : ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ସହରରେ ଭବ୍ୟ ଶୋଭାଯାତ୍ରା।। ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧୁବାବୁଙ୍କ…

ଆଜିଓଡ଼ିଶାଦିବସ ରାଉରକେଲା : ୧/୪(ସତ୍ୟାନ୍ୟୁଜ) ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ବରପୁତ୍ରଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଜିଠୁ ୧୪ ତାରିଖ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ । ରାଉରକେଲାରେ
Read More...

ରାଉରକେଲା : ବେଦବ୍ୟାସ ବ୍ରାହ୍ମଣୀ ବ୍ରିଜ ଉପରେ ହେବା ଆଇକନିକ୍ ଝୁଲା ପୋଲ।। ମେ ମାସରେ ଶିଳାନ୍ୟାସ।। ଘୋଷଣା କଲେ…

ରାଉରକେଲା : ୩୧/୩(ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ଠାରେ ବ୍ରାହ୍ମଣୀ ବ୍ରିଜ ଉପରେ ନିର୍ମାଣ କରାଯିବ ଆଇକନିକ୍ ଝୁଲା ପୋଲ। ୩୫ କୋଟି ଟଙ୍କା ଅର୍ଥ ବିନିମୟରେ ଏହି ପୋଲ ନିର୍ମାଣ କରାଯିବ। ଏହାର ଚଟ୍ଟାଣ କାଚ ରେ ହେବ। ଯାହା ଫଳରେ ଲୋକମାନେ ଏହା ଉପରେ ଚାଲି ଚାଲି ଗଲେ ନଦୀର ପାଣି ଦେଖା
Read More...

ରାଉରକେଲା : ମା ତାରିଣୀ ହୋଟେଲ ଗୁଳିକାଣ୍ଡ ଘଟଣାରେ ୪ ଗିରଫ।। ୪ ବାଇକ୍ , ଆମ୍ବୁଲାନ୍ସ , ଖଣ୍ଡା ଆଦି ଜବତ।

ରାଉରକେଲା : ୩୧/୩(ସତ୍ୟାନ୍ୟୁଜ) ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଦେଓଗାଁ ମା ତାରିଣୀ ହୋଟେଲ ଗୁଳି କାଣ୍ଡ ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୪ଟି ବାଇକ୍ , ଗୋଟିଏ ଆମ୍ବୁଲାନ୍ସ , ଗୋଟିଏ ଖଣ୍ଡା ,୪ ଟି ମୋବାଇଲ୍ ଫୋନ୍ ଜବତ
Read More...

ରାଉରକେଲା : କୋଏଲ ନଦୀରେ ବୁଡି ଦୁଇ ଯୁବକ ମୃତ।। ଅନ୍ୟ ଦୁଇ ସାଙ୍ଗ ସୁରକ୍ଷିତ ଉଦ୍ଧାର।। ଗାଧୋଉଥିବା ବେଳେ ଏହି ଅଘଟଣ।

ରାଉରକେଲା : ୩୦/୩(ସତ୍ୟାନ୍ୟୁଜ) ରାଉରକେଲା ଝିରିପାଣି ନିକଟ କୋଏଲ ନଦୀରେ ବୁଡି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଚାରିଜଣ ଯୁବକ କୋଏଲ ନଦୀର କେରକେଟା ଘାଟରେ ଗାଧୋଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ୮ ନମ୍ବର ସେକ୍ଟର ଅଞ୍ଚଳର ଜଣେ ଯୁବକଙ୍କ ମୃତ ଦେହ ନଦୀରୁ ଫାୟାର
Read More...