Browsing Category

ଓଡିଶା

ରାଉରକେଲା: ବେଆଇନ୍ ବାଲି ଚାଲାଣ ଉପରେ ବନ ବିଭାଗର ଚଢ଼ାଉ।। ୩ ଟି ହାଇବା, ଦୁଇଟି ଟ୍ରକ୍ ଜବତ।। ୫ ଅଟକ।

ରାଉରକେଲା:୨୫/୯(ସତ୍ୟାନ୍ୟୁଜ) ବେଆଇନ୍ ଭାବେ ବାଲି ଚାଲାଣ ଉପରେ ବନ ଵିଭାଗ ପକ୍ଷରୁ ଚଢ଼ାଉ। ରାଉରକେଲା ବନବିଭାଗ ର ସ୍ୱତନ୍ତ୍ର ଟିମ୍ ୫ ଟି ବାଲି ବୋଝେଇ ଭାରି ଯାନ ଜବତ୍ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ୫ ଟି ଗାଡ଼ି ମଧ୍ୟରେ ୩ଟି ହାଇବା ଏବଂ ଦୁଇଟି ଟ୍ରକ୍…
Read More...

କୋଇଡା : କୋଇଡାରେ ଅର୍ଥନୈତିକ ଅବରୋଧ: ରେଳ, ରାଜପଥ ଓ ଖଣିରେ କାମ ଠପ୍।। ଅଟକି ରହିଲା ହଜାର ହଜାର ଟ୍ରକ୍‌।।…

ଅର୍ଥନୈତିକ ଅବରୋଧ।ରେଳଠାରୁ ଜାତୀୟ ରାଜପଥ, ଖଣି—ସବୁଠି ଅନିର୍ଦ୍ଦିଷ୍ଟକାଳୀନ ବନ୍ଦ। କୋଇଡା:୨୪/୯(ସତ୍ୟାନ୍ୟୁଜ) ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସମଗ୍ର କୋଇଡା ଖଣି ଅଞ୍ଚଳରେ ଅନିର୍ଦ୍ଦିଷ୍ଟକାଳୀନ ଅର୍ଥନୈତିକ ଅବରୋଧ ଜାରି ରଖିଛି ସିଆଇଟିୟୁ। ୟୁନାଇଟେଡ୍ ମାଇନ୍ସ ମଜଦୁର ୟୁନିଅନ୍…
Read More...

ବଣାଇ : ସୋଲ ଜଙ୍ଗଲରୁ ମିଳିଲା ମଣିଷ ସ୍କେଲିଟନ୍।। ମାସେ ହେଲା ନିଖୋଜ ଥିବା ଯୁବକଙ୍କ କଙ୍କାଳ ସନ୍ଦେହ।। ପୋଲିସ୍ ତଦନ୍ତ…

ଜଙ୍ଗଲରୁ ମିଳିଲା ମଣିଷ କଙ୍କାଳ, ନିଖୋଜ ଯୁବକଙ୍କର ହୋଇଥିବା ସନ୍ଦେହ ।ବଣାଇ:୨୪/୯(ସତ୍ୟାନ୍ୟୁଜ) ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତର କଣ୍ଟାମାଳ ଜଙ୍ଗଲରୁ ମିଳିଛି ଏକ ମଣିଷ କଙ୍କାଳ।ଜଙ୍ଗଲରେ କଙ୍କାଳ ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ…
Read More...

ଲହୁଣୀପଡା : ବସ୍ ଧକ୍କା ଦେଲା ବାଇକ କୁ।। ଦୁଇ ଗୁରୁତର।। ରାଉରକେଲା ସ୍ଥାନାନ୍ତର।

ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତରଲହୁଣୀପଡ଼ା: ୨୪/୯:(ସତ୍ୟାନ୍ୟୁଜ) ଲହୁଣୀପଡ଼ା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ସାଇପନପୋଲୋ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସାଲେଇଡିହି ଗ୍ରାମର ସତ୍ୟାନନ୍ଦ ମାହାନ୍ତ…
Read More...

ରାଉରକେଲା : ୩ ବାବାବେଶଧାରୀ ଲୁଟେରା ଗିରଫ।। ରାସ୍ତା ଉପରେ ମହିଳାଙ୍କୁ ଧମକାଇ ସୁନା ଅଳଙ୍କାର ଲୁଟ୍।। ଲୁଟ୍ ଅଳଙ୍କାର…

ବାବା ବେଶରେ ଆସି ମହିଳାଙ୍କୁ ଲୁଟ୍ ଅଭିଯୋଗ, ୩ ଜଣ ଗିରଫରାଉରକେଲା:୨୪/୯ (ସତ୍ୟାନ୍ୟୁଜ)ବାବା ବେଶରେ ଆସି ଜଣେ ମହିଳାଙ୍କୁ ଭୟଭୀତ କରି ସୁନା ବଳା ଲୁଟି ନେବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସେକ୍ଟର-୭ ଥାନା ପୋଲିସ। ରାଉରକେଲାର ଚେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ସକାଳେ ଏହି ଘଟଣା…
Read More...

ଭୁବନେଶ୍ବର: ଗଭୀର ଅବପାତ ଯୋଗୁଁ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା।। କଳିଙ୍ଗା ଘାଟିରେ ବଡ ଭୂସ୍ଖଳନ।। ଦକ୍ଷିଣ…

ଭୁବନେଶ୍ବର:୨୪/୯(ସତ୍ୟାନ୍ୟୁଜ) ଗଭୀର ଅବପାତ ଯୋଗୁଁ ଦୁଇଦିନ ହେଲା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା। ଆଜି ବର୍ଷା ପରିମାଣ ବହୁ ପରିମାଣରେ ବଢ଼ି ଯାଇଥିବା ବେଳେ ପବନ ମଧ୍ୟ ବହୁଛି। ବିଶେଷ କରି ଗଞ୍ଜାମ , ରାୟଗଡ଼ା , କୋରାପୁଟ , ନବରଙ୍ଗପୁର , କନ୍ଧମାଳଜିଲ୍ଲା ବର୍ଷା…
Read More...

ନୋଏଡା: ଯମୁନା ଏକ୍ସପ୍ରେସୱେ ରେ ଚଳନ୍ତା ବସ୍ ରେ ନିଆଁ ଲାଗି ଗଲା।। ୯ ଯାତ୍ରୀ ଜୀବନ୍ତ ଦଗ୍ଧ।। ଆହତ ଯାତ୍ରୀ…

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ବସରେ ଭୟାବହ ଅଗ୍ନିକାଣ୍ଡ । ୯ ବସ୍ ଯାତ୍ରୀ ମୃତ। ଦିଲ୍ଲୀ:୨୪/୯(ସତ୍ୟାନ୍ୟୁଜ) ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ। ଜୀବନ୍ତ ଦଗ୍ଧ ହୋଇ ୯ ଯାତ୍ରୀଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ଜଣେ…
Read More...

ରାଉରକେଲା: ରବିବାର ଖୋଲା ରହିବ ବ୍ୟାଙ୍କ।। ୨୮ ରୁ ତିନି ଦିନିଆ ବ୍ୟାଙ୍କ୍ ଧର୍ମଘଟ ପାଇଁ ନିଆ ଯାଉଛି ଏହି ନିଷ୍ପତ୍ତି।

ରାଉରକେଲା: ୨୪/୯(ସତ୍ୟାନ୍ୟୁଜ) ଆସନ୍ତା ରବିବାର ବ୍ୟାଙ୍କ ଖୋଲା ରହିବ। ଚଳିତ ମାସ ୨୮ ରୁ ହେବାକୁ ଥିବା ତିନିଦିନିଆ ବ୍ୟାଙ୍କ୍ ଧର୍ମଘଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି। ୨୭ ତାରିଖ ରବିବାର ଦିନ ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ୍ ଗୁଡ଼ିକ ଖୋଲା ରଖିବାକୁ…
Read More...

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ହସ୍ପିଟାଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର।। ଆତ୍ମହତ୍ୟା ସନ୍ଦେହ।। ଘର ଲୋକ ଆଣିଲେ…

ଘରୋଇ ହସ୍ପିଟାଲରେ ମହିଳା କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ଆତ୍ମହତ୍ୟା ସନ୍ଦେହ। ଘର ଲୋକଙ୍କ ହତ୍ୟା ଅଭିଯୋଗ।ଭଦ୍ରକ:୨୩/୯(ସତ୍ୟାନ୍ୟୁଜ) ଭଦ୍ରକ ପୁରୁଣାବଜାର ଥାନା ଅଧୀନ ଆରଏମସି ମାର୍କେଟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁକୁ ନେଇ…
Read More...

ବିରମିତ୍ରପୁର: ବସ୍ – ଟ୍ରେଲର ମଧ୍ୟରେ ଦୁର୍ଘଟଣା।। ୫ କିଲୋମିଟର ପର୍ଯ୍ୟନ୍ତ ରାଜପଥ ଜାମ୍।। ୧୪୩ ନମ୍ୱର୍ ଜାତୀୟ…

ବିରମିତ୍ରପୁର : ୨୩/୯(ସତ୍ୟାନ୍ୟୁଜ) ପୁଣି ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା। ବସ୍ ଟ୍ରେଲର ମଧ୍ୟରେ ଦୁର୍ଘଟଣା ହୋଇଥିବାରୁ ଜାତୀୟ ରାଜପଥ ରେ ଜାମ୍ ସ୍ଥିତି ଉପୁଜିଛି। ଫଳରେ ୫ କିଲୋମିଟର ପର୍ଯ୍ୟନ୍ତ ଉଭୟ ପେଟ ଜାମ୍ ଲାଗି ରହିଛି। ବିରମିତ୍ରପୁର ଟାଉନ୍ ମଧ୍ୟ ଦେଇ ଯାଇଥିବା ୧୪୩…
Read More...