Browsing Category

ଓଡିଶା

ଅର ଏସ ପି ସ୍ୱୀକୃତି ନିର୍ବାଚନ ଲାଗି ବିଭିନ୍ନ ଶ୍ରମିକ ସଙ୍ଗଠନ ଚଳଚଞ୍ଚଳ ।

ଆଗକୁ ଆସୁଛି ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନ ର ସ୍ୱୀକୃତି ନିର୍ବାଚନ । ଦେଢ଼ ବର୍ଷ ହେଲା ନିର୍ବାଚନ ର ଅବିଧି ସାରିଯାଇଥିଲେ ମଧ୍ୟ ନିର୍ବାଚନ ହେଉ ନଥିବାରୁ ରାଉରକେଲା ଶ୍ରମିକ ସଙ୍ଘ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ସ୍ୱୀକୃତି
Read More...

ବିଜେପି ବିଧାୟକ ମୋହନ ମାଝୀଙ୍କ କାର ଉପରକୁ ବୋମା ମାଡ।ଅଳ୍ପକେ ବର୍ତ୍ତିଲେ ବିଧାୟକ।

କେଉଁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କ କାର ଉପରକୁ ଦୁଇ ଜଣ ଅଜଣା ଦୃବୃତ୍ତ ବୋମା ମାଡ଼ କରିଥିବା ବିଧାୟକ ଅଭିଯୋଗ କରିଛନ୍ତି । ବିଧାୟକ ମୋହନ ମାଝି ଏକ ମିଟିଂ ସାରି ନିଜ ପି ଏସ ଓ ସହ କାର ରେ ଫେରୁଥିବା ବେଳେ ଟାଉନ ଥାନା କ୍ଷେତ୍ର ମାଣ୍ଡୁଆ ଠାରେ ଦୁଇଜଣ ଯୁବକ ବାଇକ ରେ ଆସି ବିଧାୟକ
Read More...

ସାଢ଼େ ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ । ଦୁଇ ଗିରଫ ।

ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଜଣ ଡ୍ରଗ୍ସ ବେପାରୀ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 3 ଲକ୍ଷ 50 ହଜାର ଟଙ୍କା ମୁଲ୍ୟ ର 48 ଗ୍ରାମ ବ୍ରାଉନ ସୁଗର ଜବତ କରିଛନ୍ତି । ନିଶା ଦ୍ରବ୍ୟ ନେବା ଆଣିବାରେ ବ୍ୟବହୃତ ଏକ ବାଇକ କୁ ମଧ୍ୟ ସେମାନଙ୍କ ଠାରୁ ଜବତ କରାଯାଇଛି । ନିଶା ବେପାରରେ
Read More...

ସହର ର ବିଭିନ୍ନ ଛକ ସ୍ଥାନରେ ପୋଲିସ ଯାଞ୍ଚ କଡ଼ାକଡ଼ି ।

ରାଉରକେଲା ର ବିଭିନ୍ନ ଛକ ଏବଂ ପ୍ରବେଶ ପ୍ରସ୍ଥାନ ପଏଣ୍ଟ ରେ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ସହର ରେ କୌଣସି ଅପରାଧିକ ଗତିବିଧି ର ସନ୍ଦେହ କରି ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ଥାନା ଅଞ୍ଚଳ ରେ ଗାଡି ମାତ୍ର ଯାଞ୍ଚ କରାଯାଉଛି । ଆଗକୁ ଅଛି ପାର୍ବଣ । ଏହି ସମୟରେ ସହର ର ଛୋଟ
Read More...

2 ଲକ୍ଷ ଟଙ୍କାର ଚୋରା କାଠ ଜବତ ।ଜଣେ ଅଭିଯୁକ୍ତ ଗିରଫ । 2 ଫେରାର ।

ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ବନ ବିଭାଗ ପେଟ୍ରୋଲିଂ ଟିମ ଲାଠିକଟା ନିକଟରୁ ଏକ ପିକଅପ ଭ୍ୟାନ କୁ ଜବତ କରିବା ସହ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛନ୍ତି । ବାଙ୍କୀ ଫରେଷ୍ଟ ରେଞ୍ଜ ର କୁଚେଇତା ଜଙ୍ଗଲ ରୁ ଏହି ମୂଲ୍ୟବାନ କାଠ ବାହାରକୁ ସ୍ମଗଲିଙ୍ଗ
Read More...

ଭିଜିଲାନ୍ସ ଜାଲରେ ରାଉରକେଲା ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀଭୁବନେଶ୍ୱର ଯାଉଥିବା ବେଳେ1ଲକ୍ଷ 75 ହଜାର ତାଙ୍କ…

ରାଉରକେଲା ପ୍ରଦୂଷଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ପି କେ ମହାପାତ୍ର 1 ଲକ୍ଷ 75 ହଜାର ଟଙ୍କା ନେଇ ଯାଉଥିବା ବେଳେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଦ୍ୱାରା ଧରା ପଡିଛନ୍ତି । ରାଉରକେଲା ରୁ ଗାଡ଼ିରେ ଉକ୍ତ ଟଙ୍କାକୁ ନେଇ ଯାଉଥିବା ବେଳେ ଭୁବନେଶ୍ୱରରେ ଭିଜିଲାନ୍ସ ଅଧିକାରୀ
Read More...

ଟ୍ଵିନ ସିଟି ରେ ନାଇଟ କର୍ଫ୍ୟୁ କଡ଼ାକଡ଼ି ପାଳନ କରାଯିବ – ସିପି

ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ  । ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଏହାଛଡାପାର୍ବଣ ଆରମ୍ଭ ହୋଇ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବି ବଢ଼ିବାରେ ଲାଗୁଛି। କରୋନା
Read More...

ଶ୍ରୀମନ୍ଦିର ପରିସରରେ ନାବାଳିକା କୁ ଅସଦାଚରଣ ଅଭିଯୋଗ ।
ସିଂହଦ୍ଵାର ଥାନାରେ ମାମଲା ରଜ୍ଜୁ ।

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଅସଦାଚରଣ ମନ୍ଦିର ପରିସରରେ ଥିବା ଏକ ମନ୍ଦିରର ପୂଜକ କରିଥିବା ଅଭଯୋଗ ହୋଇଛି । ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ପ୍ରାୟ ୨ ଦିନ ପୂର୍ବେ ପୁରୀ
Read More...

ରାଉରକେଲା ରେ ସ୍ଥାପନ ହେବ ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ ।

ସୁନ୍ଦରଗଡ଼ ପରେ ଏବେ ପାନପୋଷ ଉପଖଣ୍ଡରେ ସ୍ଥାପନ ହେବାକୁ ଯାଉଛି ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍। ଏଥିପାଇଁ ଶୁକ୍ରବାର ଦିନ ରାଉରକେଲାର ମା’ ତାରିଣୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ (ଡିଏସଡବ୍ଲ୍ୟୁଓ) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍ଵାମୀ ମୃତ , ସ୍ତ୍ରୀ ଗୁରୁତର ।

ସୁନ୍ଦରଗଡ଼ ଜିଲ୍ଲା ର ବିରମିତ୍ରପୁର-ରାଏବଗା ରୋଡ଼ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ମହିଳାଙ୍କୁ ଚିକିତ୍ସା ଲାଗି ରାଉରକେଲା ଅଣା ଯାଇଛି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ର ଏକ
Read More...