Browsing Category

ଓଡିଶା

ବିଧାୟକ ମୋହନ ମାଝୀ ଙ୍କ ଉପରେ ବୋମାମାଡ଼ ଘଟଣା ପଶ୍ଚିମାଞ୍ଚଳ ଡି ଆଇ ଜି ଙ୍କ ଘଟଣାସ୍ଥଳ ପରିଦର୍ଶନ ।

ରବିବାର ଦିନ କେଉଁଝର ସଦର ବିଧାୟକ ମୋହନ ମାଝି ଙ୍କ କାର ଉପରକୁ ବୋମାମାଡ଼ କରିଥିବା ଦୃବୁତ୍ତ ଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିବାକୁ ସଫଳ ହୋଇନାହିଁ । ଗତକାଲି ନଅ ଜଣ ବିଜେପି ବିଧାୟକ କେଉଁଝର ଏସ ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ଅପରଧୀଙ୍କୁ ଶୀଘ୍ର ଧରିବାକୁ ଦାବି କରିଥିଲେ ।
Read More...

ରାଉରକେଲା ରବିଭିନ୍ନ ପୂଜା ପେଣ୍ଡାଲ ରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ।

କଡା କୋଭିଡ କଟକଣା ମଧ୍ୟରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମା ଙ୍କ ପୂଜା ଲାଗି ଶ୍ରଦ୍ଧାଳୁ ଙ୍କ ମନରେ ଉତ୍ସାହ କମ ହୋଇନାହିଁ । ସରକାରୀ ଗାଇଡ଼ ଲାଇନ କୁ ମାନି ରାଉରକେଲା ର ବିଭିନ୍ନ ପୂଜା ପେଣ୍ଡାଲ ରେ ମା ଦୁର୍ଗାଙ୍କ ଆଜି ମହାଷ୍ଟମୀ ପୂଜା ଆରମ୍ଭ ହୋଇଥିବା ବେଳେ
Read More...

ମା ତାରିଣୀଙ୍କ ପୀଠ ଚଳ ଚଞ୍ଚଳ ଆଜି ମହନବମୀ ପୂଜାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମା ।

ମା ତାରିଣୀ ଙ୍କ ପୀଠରେ ଆଜି ହେଉଛି ମହା ନବମୀ ପୂଜା । ଏହି ଅବସରରେ ଅବସରରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମାତାରିଣୀ । ଏଥିପାଇଁ କେନ୍ଦୁଝର ଜିଲ୍ଲାର ଘଟଗାଁ ମାତାରିଣୀଙ୍କ ପୀଠ ହୋଇ ଉଠିଛି ଚଳଚଞ୍ଚଳ । ସକାଳୁ ସକାଳୁ ମାତାରିଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କର ଭିଡ
Read More...

ଧାର୍ମିକ ପରିବେଶ ମଧ୍ୟରେ ରାଉରକେଲା ରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ।

ଜଗତ ଜନନୀ ମା ଦୁର୍ଗା ଙ୍କ ମହାସପ୍ତମୀ ପୂଜାରେ ରାଉରକେଲା ଇସ୍ପାତ ସହର ଚଳ ଚଞ୍ଚଳ ହୋଇ ଉଠିଛି । ଆଜି ବିଭିନ୍ନ ପେଣ୍ଡାଲ ରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ବିଭିନ୍ନ ପୀଠରେ ମହାଷ୍ଟମୀ ପୂଜା କରାଯାଉଛି । ସମସ୍ତ ପୂଜା ପେଣ୍ଡାଲ ରେ କୋଭିଡ କଟକଣା ପାଳନ କରାଯାଇ ପୂଜାର୍ଚ୍ଚନା
Read More...

ରାଉରକେଲା ରେ କାର ରୁ ଗଞ୍ଜେଇ ସହ ପିସ୍ତଲ ଜବତ । 3 ଗିରଫ

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରିଛନ୍ତି । ଗଞ୍ଜେଇ ଚାଲାଣ ହେଉଥିବା କାର କୁ ମଧ୍ୟ ପୋଲିସ ଜବତ କରିଛି । ଗିରଫ ଯୁବକ ମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ମଧ୍ୟ ଜବତ କରାଯାଇଛି । ଏକ
Read More...

କେନ୍ଦ୍ରମନ୍ତ୍ରୀ ଙ୍କ ଅଶାଳୀନ ବ୍ୟବହାର କୁ ଓ ଏ ଏସ ସଂଘର ବିରୋଧ ।ପ୍ରତିବାଦରେ କଳା ବ୍ୟାଚ ପରିଧାନ।

ମୟୁରଭଞ୍ଜ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଫିସରମାନେ କଳାବ୍ୟାଚ ପିନ୍ଧି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସରକାରୀ ଅଧିକାରୀ ଙ୍କୁ ଖରାପ ବ୍ୟବହାର କରିବାର ପ୍ରତିବାଦ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଓଏଏସ ସଂଘର ସଭାପତି ରୁଦ୍ରନାରାୟଣ ମହାନ୍ତିଙ୍କ
Read More...

ଦାଣ୍ଡିଆ ରାତ୍ରି କୁ ମହନଗର ନିଗମ ପକ୍ଷରୁ ନିଷେଧ କୋଭିଡ କଟକଣା ମଧ୍ୟରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ।

କଡା କୋଭିଡ କଟକଣା ମଧ୍ୟରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମା ଙ୍କ ପୂଜା ଲାଗି ଶ୍ରଦ୍ଧାଳୁ ଙ୍କ ମନରେ ଉତ୍ସାହ କମ ହୋଇନାହିଁ । ସରକାରୀ ଗାଇଡ଼ ଲାଇନ କୁ ମାନି ରାଉରକେଲା ର ବିଭିନ୍ନ ପୂଜା ପେଣ୍ଡାଲ , ଦେବୀ ପୀଠ ରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି ।
Read More...

ରାଉରକେଲା ରୁ 3 ଜଣ ଦୁର୍ଦାନ୍ତ ଅପରାଧୀ ଗିରଫ 3 ଟି ପିସ୍ତଲ , 55 ଟି ଗୁଳି , ବୋମା , ଗାଡି ଆଦି ଜବତ ।

ସେମାନେ କନ୍ଧମାଳ ରୁ ଗଞ୍ଜେଇ ଆଣି ଝାରଖଣ୍ଡ ରେ ବିକ୍ରି କରୁଥିଲେ ।ସେଠାରୁ ପାଉଥିବା ଅର୍ଥରେ ପିସ୍ତଲ , ଗୁଳି , ବୋମା ଆଦି କିଣୁଥିଲେ । ଲୋକଙ୍କୁ ଡ଼ରାଇ ଧମକାଇ ଦାଦା ବଟି ଆଦାୟ କରିବା , ଡକାୟତି କରିବା ଆଦି କାମରେ ଲିପ୍ତ ଥିଲେ । ଏହି ଗ୍ୟାଙ୍ଗରେ ସମୁଦାୟ ଦଶ ଜଣ ସଦସ୍ୟ ଅଛନ୍ତି ।
Read More...

ରାଉରକେଲା ଷ୍ଟେସନ ନିକଟ ହୋଟେଲ ରେ ଅଗ୍ନିକାଣ୍ଡ ଗ୍ୟାସ ସିଲିଣ୍ଡର ଲିକ ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।

ରାଉରକେଲା ରେଲୱେ ଷ୍ଟେସନ ସମ୍ମୁଖରେ ଥିବା କ୍ରସ ରୋଡ଼ ମଲ ନିକଟରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ହୋଟେଲର ବହୁ ଆସବାବପତ୍ର ଜଳି ଯାଇଥିବାର ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ନିଆଁ ଖୁବ ଶୀଘ୍ର ଆୟତ୍ତ କରିବାରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ
Read More...

ରାଉରକେଲା ଷ୍ଟେସନ ନିକଟ ହୋଟେଲ ରେ ଅଗ୍ନିକାଣ୍ଡ ।ଗ୍ୟାସ ସିଲିଣ୍ଡର ଲିକ ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।

ରାଉରକେଲା ରେଲୱେ ଷ୍ଟେସନ ସମ୍ମୁଖରେ ଥିବା କ୍ରସ ରୋଡ଼ ମଲ ନିକଟରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ହୋଟେଲର ବହୁ ଆସବାବପତ୍ର ଜଳି ଯାଇଥିବାର ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ନିଆଁ ଖୁବ ଶୀଘ୍ର ଆୟତ୍ତ କରିବାରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି ।
Read More...