Browsing Category

ଓଡିଶା

ବାଣେଇରେ ଆୟୋଜିତ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନଶୀପ ଉଦଯାପିତ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଇନଣ୍ଡୋର ଷ୍ଟାଡିଅମ ରେ YICC କ୍ଲବ ତରଫରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଡବଲସ ବ୍ୟାଡ଼ ମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୪ ଟି ଟିମ ଭାଗ ନେଇ ଥିଲେ । ଫାଇନାଲ ଖେଳର ସମ୍ବିତ ଏବଂ
Read More...

ପୋଲିସ ଇନଫର୍ମର ସନ୍ଦେହରେ ଗୁଳିକରି ଯୁବକଙ୍କୁ ହତ୍ୟା।। ଠିକା କାମରେ ନିୟୋଜିତ ଜେସିବି ଜଳିଦେଲେ। ଓଡିଶା-ଝାରଖଣ୍ଡ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲମାନେ ପୁଣି ସକ୍ରିୟ ହୋଇ ଉଠିବା ସହ ନିଜର ଉପସ୍ଥିତି ଜାହିର କରିଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଜଣେ ଯୁବକଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଉକ୍ତ ଅଞ୍ଚଳରେ ଠିକା କାମରେ ନିୟୋଜିତ ଜେସିବିକୁ ନିଆଁ ଲଗାଇ ଜାଳି ଦେଇଛନ୍ତି।
Read More...

ପୋଲିସ ଇନଫର୍ମର ସନ୍ଦେହରେ ଗୁଳିକରି ଯୁବକଙ୍କୁ ହତ୍ୟା।। ଠିକା କାମରେ ନିୟୋଜିତ ଜେସିବି ଜଳିଦେଲେ। ଓଡିଶା-ଝାରଖଣ୍ଡ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲମାନେ ପୁଣି ସକ୍ରିୟ ହୋଇ ଉଠିବା ସହ ନିଜର ଉପସ୍ଥିତି ଜାହିର କରିଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଜଣେ ଯୁବକଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଉକ୍ତ ଅଞ୍ଚଳରେ ଠିକା କାମରେ ନିୟୋଜିତ ଜେସିବିକୁ ନିଆଁ ଲଗାଇ ଜାଳି ଦେଇଛନ୍ତି
Read More...

ଅଦିନିଆ ବର୍ଷାରେ ଖଳାରେ ରହିଥିବା ଅମଳ ଧାନ ନଷ୍ଟ।। ବଣେଇ ଅଞ୍ଚଳ ରେ ପନିପରିବା ଚାଷ ମଧ୍ୟ ନଷ୍ଟ।

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ମଙ୍ଗଳବାର ରାତିରୁ ଆରମ୍ଭ ହୋଇଯାଇଛି ବର୍ଷା। ଅଦିନିଆ ବର୍ଷା ଫଳରେ ସାଧାରଣ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସବୁଠାରୁ ବେଶୀ ଅସୁବିଧା ଭୋଗୁଛନ୍ତି ଚାଷୀମାନେ । ଧାନ ଚାଷ ଅମଳ କରି ଖଳାରେ ରଖିଥିବା ବେଳେ ବର୍ଷା ପାଣିରେ
Read More...

ମିସେସ ୱାର୍ଲଡ଼ ଟାଇଟଲ ହାସଲ ଲାଗି ପ୍ରସ୍ତୁତି ଚଳାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବୋହୁ ନବଦୀପ।। ପୂର୍ବରୁ ହାସଲ କରିଥିଲେ…

ସୁନ୍ଦରଗଡ଼ ଜିଲ୍ଲାର ବୋହୁ ନବଦୀପ କୌର। ମିସେସ ଇଣ୍ଡିଆ ୨୦୨୧ ଟାଇଟଲ ହାସଲ କରିବା ପରେ ଏବେ ମନୋନୀତ ହୋଇଛନ୍ତି ମିସେସ ୱାର୍ଲଡ଼ ପ୍ରତିଯୋଗିତାରେ ଭାଗ ନେବାଲାଗି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର କାଂଶବାହାଲ ଅଞ୍ଚଳରେ ରହନ୍ତି ନବଦୀପ କୌର। ନିଜର ପ୍ରତିଭା, ସୌନ୍ଦର୍ଯ୍ୟ
Read More...

ବାଇକ ରେ ଯାଉଥିବା ବେଳେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ।। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳର ଘଟଣା।

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ର କେନ୍ଦ୍ରୀକଲା ନିକଟ ବ୍ରଡାବାହାଲ ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ଯୁବକ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଅଜଣା ଗାଡି ବାଇକ କୁ ଧକ୍କା ଦେଇଥିଲା । ଫଳରେ ବାଇକ
Read More...

ଜାନୁଆରୀ ୩ ତାରିଖରୁ ରାଜ୍ୟର ୨୭ ହଜାର ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି।

ଓମିକ୍ରନ ଭୟ ମଧ୍ୟରେ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ୧୦ମ ଶ୍ରେଣୀ ନିମନ୍ତେ ୫ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ସମେଟିଭ୍-୧ ପରୀକ୍ଷା ହେବାର ଅଛି, ସେହି
Read More...

ରାଉରକେଲା ରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ର ଚଢ଼ାଉ।। ୨୦ ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା।।…

ଆୟକର ବିଭାଗ ପକ୍ଷରୁ ରାଉରକେଲା ର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ଉପରେ ଚଢ଼ାଉ ଚାଲିଛି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ସମୁଦାୟ ୨୦ ଟି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଏହି ପ୍ରତିଷ୍ଠାନର ଲିଙ୍କ ରେ ଥିବା ଲୋକଙ୍କ ବାସଭବନରେ ଚାଲିଥିବା ସୂଚନା ମିଳିଛି
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଏବଂ ମେଘୁଆ ପାଗ , ଶୀତର ପ୍ରଭାବ କମ।। ରାଜ୍ୟରେ ଶୀତର ପ୍ରଭାବ କମିଥିବା ବେଳେ ଘନ…

ଏବେ ରାଜ୍ୟରେ ଶୀତ ର ପ୍ରଭାବ ବହୁ ପରିମାଣରେ କମି ଯାଇଥିବା ବେଳେ ଅଧିକାଂଶ ଜିଲ୍ଲାରେ କୁହୁଡି ଲାଗି ରହିଛି। ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ବଢି ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେ ପହଞ୍ଚିଛି। ପାଗର ଏପରି ପରିବର୍ତ୍ତନ ୩ରୁ ୪ଦିନ ଲାଗି ରହିବ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ। ଏବେ
Read More...

ବଣାଇ ଅଞ୍ଚଳରୁ ବିରଳ ପ୍ରଜାତିର ଧଳା ନାଗ ଉଦ୍ଧାର।। ବନବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବାଘାପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଏକ ଧଳା ପ୍ରଜାତି ର ବିରଳ ନାଗ ସାପ ଉଦ୍ଧାର କରାଯାଇଛି। ଉକ୍ତ ଗ୍ରାମବାସୀଙ୍କ ଘରେ ଏହି ୬ ଫୁଟ ଲମ୍ବର ନାଗଟି ବୁଲୁଥିବା ବେଳେ ପରିବାର ଲୋକେ ଭୟଭୀତ ହୋଇପଡିଥିଲେ। ପରେ ଏ ବାବଦରେ ବନ ବିଭାଗକୁ ଖବର
Read More...