Browsing Category

ଓଡିଶା

ଆଜିଠାରୁ ନୂତନ କୋଭିଡ ଗାଇଡ଼ ଲାଇନ ଲାଗୁ।। ରାଉରକେଲା ଟ୍ରାଫିକ ମାର୍କେଟ ଏବଂ ଛେଣ୍ଡ ପରିବା ମାର୍କେଟ ସ୍ଥାନାନ୍ତର।…

ଆଜିଠାରୁ ରାଜ୍ୟରେ ଲାଗୁ କରାଯାଉଛି ନୂତନ କୋଭିଡ ଗାଇଡ଼ ଲାଇନ୍। ରାତି ନଅ ଟାରୁ ସକାଳ ପାଞ୍ଚ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କାର୍ଫ୍ୟୁ ଜାରି ରହିବ। ପୂର୍ବରୁ ରାତି ୧୦ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଅବିଧି ଥିଲା। କୋଭିଡ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଭିଡ଼ ହେଉଥିବା
Read More...

କୋଭିଡ ତୃତୀୟ ଲହର ମୁକାବିଲା ଲାଗି ଜୋରଦାର ପ୍ରସ୍ତୁତି।। ଜିଲ୍ଲାର ବିଭିନ୍ନ ଘରୋଇ ହସପିଟାଲ ଏବଂ ପ୍ରଶାସନିକ…

ସମ୍ଭାବ୍ୟ କୋଭିଡ୍ ତୃତୀୟ ଲହରର ମୁକାବିଲା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳଏବଂ ହସ୍ପିଟାଲସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏଥିସହିତ ବିଭିନ୍ନ ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ ହସ୍ପିଟାଲ ସହ
Read More...

କୋଭିଡ ତୃତୀୟ ଲହର ମୁକାବିଲା ଲାଗି ଜୋରଦାର ପ୍ରସ୍ତୁତି।। ଜିଲ୍ଲାର ବିଭିନ୍ନ ଘରୋଇ ହସପିଟାଲ ଏବଂ ପ୍ରଶାସନିକ…

ସମ୍ଭାବ୍ୟ କୋଭିଡ୍ ତୃତୀୟ ଲହରର ମୁକାବିଲା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳଏବଂ ହସ୍ପିଟାଲସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏଥିସହିତ ବିଭିନ୍ନ ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ ହସ୍ପିଟାଲ ସହ
Read More...

ବାସନ୍ତୀ କଲୋନୀରେ ନିମ୍ନମାନର ରାସ୍ତା କାମ ହେଉଥିବା ଅଭିଯୋଗ।। ଗୁଣାତ୍ମକ କାମ କରିବାକୁ ସ୍ଥାନିୟ ଲୋକଙ୍କ ଦାବି।

ରାଉରକେଲା ବାସନ୍ତୀ କଲୋନୀରେ ପୂର୍ତ୍ତି ବିଭାଗ ପକ୍ଷରୁ ଚାଲିଥିବା ଏକ ରାସ୍ତା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ । ବାସନ୍ତୀ କଲୋନୀ ଫ୍ଲାଇଓଭର ନିକଟରେ ଗତକାଲି ରାତିରୁ ଏହି କାମ ଆରମ୍ଭ କରାଯାଇଥିଲା। ବହୁଦିନ ଧରି ଏହି ରାସ୍ତାର ଅବସ୍ଥ
Read More...

ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨।। କେବଳ ରାଉରକେଲାରେ ୧୫୪ ଆକ୍ରାନ୍ତ।। ନବୋଦୟ…

ରାଜ୍ୟରେ କୋଭିଡ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିବା ବେଳେ ସୁଦରଗଡ଼ ଜିଲ୍ଲା ରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨ ଥିବା ବେଳେ କେବଳ ରାଉରକେଲା ସହରରେ ୧୫୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ମଙ୍ଗଳବାର ଦିନ
Read More...

ସୁନ୍ଦରଗଡରେ କୋଭିଡ ପ୍ରସ୍ତୁତି ବୈଠକ।। ଟେଷ୍ଟିଙ୍ଗ , ଟ୍ରାକିଂ , ଟ୍ରିଟମେଣ୍ଟ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ ।

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ସୁନ୍ଦରଗଡ଼ଠାରେ ଅନୁଷ୍ଠିତ କୋଭିଡ୍ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ସଂକ୍ରମଣ
Read More...

ଦୁର୍ଗମ ରାସ୍ତା ଯୋଗୁଁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ।। ଚିକିତ୍ସା ଅଭାବରୁ ଶିଶୁପୁତ୍ରକୁ ଜନ୍ମ ଦେଇ ଆଖି ବୁଜିଲେ…

ଶିଶୁପୁତ୍ରକୁ ଜନ୍ମଦେଲା ପରେ ଆଖି ବୁଜିଲା ମା। ହୁଏତ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲେ ବଞ୍ଚି ଯାଇଥାନ୍ତେ ଉକ୍ତ ମହିଳା। ମାତ୍ର ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଘଟଣା ଟି ଘଟିଛି ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ପୌରପାଳିକାର ୧୩ ନମ୍ବର ୱାର୍ଡ ରେ ଥିବା
Read More...

ରାଉରକେଲା ଏବଂ ବଣେଇ ଫରେଷ୍ଟ ଡିଭିଜନରେ ଆଜି ଆରମ୍ଭ ହୋଇଥିବା ପକ୍ଷୀ ଗଣନା ଶେଷ।

ଚଳିତବର୍ଷ ଲାଗି ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବାବେଳେ ଆଜି ରାଉରକେଲା ଏବଂ ବଣେଇ ଫରେଷ୍ଟ ଡିଭିଜନରେ ପକ୍ଷୀ ଗଣନା ହେଉଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାକୁ କମ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ଆଜିର ଗଣନାରେ ରାଉରକେଲା ଏବଂ ବଣେଇ ଡିଭିଜନ ର ସଂଖ୍ୟା ଜଣାପଡିବ
Read More...

କୋଭିଡ ସତର୍କତା ମଧ୍ୟରେ ରାଉରକେଲାରେ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ।

ଆଜିଠାରୁ ରାଜ୍ୟରେ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ (ଏସ୍ଏ-୧) ପରୀକ୍ଷା କୋଭିଡ ସତର୍କତା ମଧ୍ୟରେ ଆରମ୍ଭ ହୋଇଛି। ଦିନକୁ ଦୁଇଟି ସିଟିଂରେ ଏହି ପରୀକ୍ଷା ହେଉଛି । ଏସ୍ଏ-୧ ପରୀକ୍ଷା ପ୍ରଥମ ସିଟିଂ ସକାଳ ୧୦ଟାରୁ ୧୧ଟା , ଦ୍ୱିତୀୟ ସିଟିଂ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ ।
Read More...

୧୮ ଦଫା ଦାବିନେଇ ସିଟୁ ସଙ୍ଗଠନର ରାଉରକେଲା ବିଶ୍ରା ଛକ ରେ ବିକ୍ଷୋଭ ପ୍ରଦର୍ଶନ ।

୧୮ ଦଫା ଦାବିନେଇ ସିଟୁ ପକ୍ଷରୁ ଦେଶର ବିଭିନ୍ନ ଇସ୍ପାତ ଶିଳ୍ପରେ ଦିଆଯାଇଥିବା ଧର୍ମଘଟର ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଛି। ରାଉରକେଲା ଇସ୍ପାତ କାରଖାନା ଶ୍ରମିକ କର୍ମଚାରୀଙ୍କ ସମର୍ଥନ ଆଂଶିକ ଭାବେ ମିଳିଥିବା ସିଟୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ରାଉରକେଲା ଛଡା
Read More...