Browsing Category
ଓଡିଶା
ବିଶ୍ରା ବ୍ଲକରେ ଚାଲିଥିବା
ଅଷ୍ଟ୍ରୋଟ୍ରଫ ହକି ପଡିଆ କାର୍ଯ୍ୟ ତଦାରଖ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ସୁନ୍ଦରଗଡ ଜିଲ୍ଲାକୁ ହକିର ଏନ୍ତୁଡ଼ି ଶାଳ କୁହାଯାଏ। ଏଇ ମାଟି ରୁ ଦିଲ୍ଲୀପ ତିର୍କୀ , ପ୍ରବୋଧ ତିର୍କୀ , ଇଗ୍ନେଶ ତିର୍କୀ , ଲାଜରୁସ ବାର୍ଲା , ଅମିତରୋହି ଦାସ , ସୁଭଦ୍ରା ପ୍ରଧାନ , ଲିଲିମା ମିଞ୍ଜ , ଦୀପଗ୍ରେସ ଏକ୍କା , ସୁନିତା ଟପ୍ପୋ ଙ୍କ ଭଳି ଅନ୍ତରାଷ୍ଟ୍ରୀୟ ହକି ଖେଳାଳୀ ବାହାରି!-->…
Read More...
Read More...
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ସାଧାରଣ ପର୍ଯ୍ୟବେକ୍ଷକ।
ରାଉରକେଲା: ୧/୨/୨୨ଆଜି ସାଧାରଣ ପର୍ଯ୍ୟବେକ୍ଷକ ଗଙ୍ଗାଧର ନାୟକ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପାନପୋଷ ଉପଖଣ୍ଡ ରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ କିପରି ସଂପନ୍ନ ହୋଇପାରିବ ତାକୁ ନଜର ରେ ରଖି ସୁରକ୍ଷା ବ୍ଯବସ୍ଥା ପ୍ରସ୍ତୁତର ସମୀକ୍ଷା କରିଛନ୍ତି।
ଆଜିସ୍ଥାନିୟ!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ ଜିଲ୍ଳାପାଳ ବିଶ୍ରା ବ୍ଲକର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ।। ରାଉରକେଲା ଏଡିଏମ , ପାନପୋଷ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ମାନେ ପ୍ରଚାର ଜୋରଦାର କରିଥିବା ବେଳେ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଚାଲିଛି
। ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିର୍ବାଚନ ପ୍ରସ୍ତୁତିର!-->!-->!-->!-->!-->!-->!-->…
Read More...
Read More...
କେନ୍ଦ୍ର ବଜେଟ ୨୦୨୨ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ।। ଜାଣନ୍ତୁ , କଣ ହେଲା ଶସ୍ତା କଣ ହେଲା…
ମଙ୍ଗଳବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ବଜେଟ୍ ପେପରଲେସ୍ ରହିଛି । ଲାଲ୍ରଙ୍ଗର ବଜେଟ୍ ଟ୍ୟାବଲେଟ୍ ରେ ପଢିବା ସହ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।!-->…
Read More...
Read More...
ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳର ଜୋରସୋର ପ୍ରଚାର।। ଜିଲ୍ଲାର…
ସୁନ୍ଦରଗଡ ଜିଲ୍ଲାରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଏବେ ଜୋର ଧରିଲାଣି। ବିଭିନ୍ନ ରାଜନୈତିକ ଦଳର ୱାର୍ଡ ମେମ୍ବର, ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ମାନେ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମାନେ ମଧ୍ୟ ପଛରେ ନାହାନ୍ତି।
!-->!-->!-->…
Read More...
Read More...
ଦୃବୃତ୍ତଙ୍କ ମାଡରେ ଯୁବକ ଗୁରୁତର ସ୍ତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।। ସୁନ୍ଦରଗଡ ଜିଲ୍ଲା କୁତ୍ରା ପୋଲିସର ତଦନ୍ତ ଜାରି।
ସୁନ୍ଦରଗଡ଼ ଜିଲ୍ଳା କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦୃବୃତ୍ତ ଙ୍କ ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଥାନାରେ ହୋଇଛି ।
ଅଭିଯୋଗ ଅନୁଯାୟୀ ସୋମବାର ଦିନ ଦ୍ବିପ୍ରହରେ!-->!-->!-->!-->!-->!-->!-->…
Read More...
Read More...
ଆଜିଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିର।। ଶ୍ରୀ ଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
ଆଜିଠାରୁ ଖୋଲିଲା ପୁରୀ ଶ୍ରୀ ମନ୍ଦିର। କୋଭିଡ କଟକଣା କୋହଳ ପରେ ସାଧାରଣଙ୍କ ଦର୍ଶନ ପାଇଁ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର । କୋଭିଡ୍ କଟକଣା ମଧ୍ୟରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ବଡ ଦେଉଳକୁ ପ୍ରବେଶ ପାଇଁ ଟିକାର ଦୁଇଟି ଡୋଜ୍ କିମ୍ବା ଆରଟିପିସିଆର!-->…
Read More...
Read More...
ଫେବୃଆରୀ ମାସର କୋଭିଡ ଗାଇଡ଼ ଲାଇନ ଜାରୀ କଲେ ସରକାର।। ରାତି ୧୦ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କାର୍ଫ୍ୟୁ।।…
ଫେବୃଆରୀ ମାସର ଗାଇଡଲାଇନ୍ ସରକାର ଜାରି କରିଛନ୍ତି। ଫେବ୍ରୁଆରୀ ପହିଲାରୁ ଫେବୃଆରୀ ୨୮ ଯାଏଁ ଏହି ଗାଇଡଲାଇନ ଜାରି ରହିବ । ରାତି ନଅ ଟାରୁ ଲାଗୁ ହୋଇଥିବା ନାଇଟ କାର୍ଫ୍ୟୁ ରାତି ଦଶଟା ରୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ରହିବ। ଫେବୃଆରୀ ମାସରେ ସରସ୍ୱତୀ ପୂଜା ପଡୁଥିବାରୁ ପୂଜା ଲାଗି!-->…
Read More...
Read More...
ଅଟୋ ରୁ ୮୦ ଲିଟର ବେଆଇନ ବିଦେଶୀ ମଦ ଜବତ।। ଚାନ୍ଦିପୋଷ ଥାନା ଯୋଡାବନ୍ଧ ନିକଟ ୧୪୩ ନମ୍ୱର ଜାତୀୟ ରାଜପଥ ରୁ ଜବତ।
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଅବାଧ ନିର୍ବାଚନ ଲାଗି ନିର୍ବାଚନ କମିଶନ ମଦ ବିକ୍ରି ଉପରେ କେତେକ କଟକଣା ମଧ୍ୟ ଜାରି କରିଛନ୍ତି। ଏହି ସମୟରେ ସୁନ୍ଦର ଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ର ୧୪୩ ନମ୍ବର ଜାତୀୟ ରାଜପଥର ଯୋଡ଼ା ବନ୍ଧ ନିକଟରେ ୮୦ ଲିଟର ବିଦେଶୀ ମଦ ଜବତ ହୋଇଛି।
ଏକ!-->!-->!-->!-->!-->!-->!-->…
Read More...
Read More...
ଅଟୋ-ହାଇୱ। ଧକ୍କା।। ମା ଏବଂ ଚାରିବର୍ଷ ର ଶିଶୁପୁତ୍ର ଗୁରୁତର।। ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି।
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଦଳମକୁଚl ଘାଟି ରେ ଏକ ହାଇୱ। ଗାଡ଼ି ଧକ୍କାରେ ଅଟୋ ରେ ବସିଥିବା ମା ଏବଂ ପୁଅ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବିଶ୍ଵ ଭୂଷଣ ଦାସ ଏକ ଅଟୋ ରେ ପରିବାର ସହିତ ଟେଂସାl ଶଶୁର ଘରୁ ନିଜ ଗାଁ କେନ୍ଦୁଡ଼ିହି କୁ ଫେରୁ ଥିବା!-->!-->!-->!-->!-->!-->!-->…
Read More...
Read More...