Browsing Category

ଓଡିଶା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ।। 4 ଟି ବ୍ଲକ ରେ 9…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଥମ ପର୍ୟ୍ୟାୟରେ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ୪ ଟି ବ୍ଲକ ରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯାଉଛି। ବଡ଼ଗାଁ , କୁଆରମୁଣ୍ଡା , ଲାଠିକଟା ଏବଂ ବଣାଇଗଡ଼ ବ୍ଲକ ରେ ୮ ଟି ଜିଲ୍ଲା
Read More...

ରାଉରକେଲା ପାନପୋଷ ହକି ଛକ ନିକଟରେ ହାଇୱ। ଧକ୍କାରେ ସାଇକେଲ ଆରୋହି ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। କ୍ଷତିପୂରଣ…

ରାଉରକେଲା ପାନପୋଷ ହକି ଛକ ନିକଟ ୧୪୩ ନମ୍ବର ଜାତୀୟ ରାଜପଥ ନିକଟରେ ହାଇୱ। ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାଜପଥ କୁ ଅବରୋଧ କରିଥିଲେ। ଫଳରେ ଉଭୟ ସାଇଡ ରେ ଶହ ଶହ ଯାନ ବାହାନ ଅଟକି
Read More...

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ।। ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରକୁ ପୋଲିଙ୍ଗ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆସନ୍ତାକାଲି ପ୍ରଥମ ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ। ଚଳିତ ନିର୍ଵାଚନରେ ୬ ହଜାର ୭୯୪ ଗ୍ରାମ ପଞ୍ଚାୟତରେ ୯୧ ହଜାର ୯୧୩ ୱାର୍ଡରେ ଭୋଟ ଗ୍ରହଣ ହେବ । ସୁରକ୍ଷା ଲାଗି ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ବୁଥ୍‌ ଦାୟିତ୍ୱରେ ମୁତୟନ କରା
Read More...

ରାଉରକେଲା ଉଦିତନଗର ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା।। ଦୁଇ ବାଇକ ଆରୋହି ଗୁରୁତର ଆହତ।। ହସପିଟାଲ ରେ ଭର୍ତ୍ତି।

ରାଉରକେଲା ଉଦିତନଗର ପରେଡ଼ ପଡିଆ ନିକଟରେ ମଙ୍ଗଳବାର ଅପରାହ୍ନ ରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ସ୍ଥାନୀୟ କିଛି ଯୁବକ ଏବଂ 'ରକ୍ଷକ' ଟିମ ର ସଦସ୍ୟ ମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ରେ ହସପିଟାଲ ପଠାଇ ଦେଇଛନ୍ତି।
Read More...

ରାଉରକେଲା ଡେଲିମାର୍କେଟ ମିଶ୍ର ଲେନ ର ଏକ ବନ୍ଦ ଘରୁ ମହିଳାଙ୍କ ଶବ ଉଦ୍ଧାର।। ପୋଲିସ ତଦନ୍ତ ଜାରୀ।

ରାଉରକେଲା ଡେଲିମାର୍କେଟ ମିଶ୍ର ଲେନ ର ଏକ ବନ୍ଦ ଘରୁ ଜଣେ ବୟସ୍କା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଘର କବାଟରେ ବାହାରୁ ଚାବି ପଡିଥିବା ବେଳେ ଉକ୍ତ ମହିଳାଙ୍କ ଶବ ଘର ଭିତରେ ଥିଲା। ପ୍ଲାଣ୍ଟସାଇଟ ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
Read More...

ବଣେଇ ରେ ମହିଳା ସମିତି ସଦସ୍ୟା ପ୍ରାର୍ଥୀ ଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ।। ଗୁରୁତର ଅବସ୍ଥାରେ ରାଉରକେଲା…

ରାଉରକେଲା : ବଣେଇ ରେ ମହିଳା ସମିତି ସଦସ୍ୟା ପ୍ରାର୍ଥୀ ଙ୍କୁ ଆକ୍ରମଣ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ବଣେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆହତ ସମିତି ସଦସ୍ୟ ପ୍ରାର୍ଥୀନୀ ପୁଷ୍ପିତା ଜେନାଙ୍କୁ ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇଛି ଆସନ୍ତା
Read More...

ପ୍ଲାଷ୍ଟିକ ଏବଂ ପଲିଥିନ ବର୍ଜନ ଲାଗି ୨୦ ବର୍ଷୀୟ ଯୁବକଙ୍କ ଭାରତ ପଦଯାତ୍ରା।। ରାଜଗଙ୍ଗପୁରରେ ବିପୁଳ ସମ୍ବର୍ଦ୍ଧନା।

ପ୍ଲାଷ୍ଟିକ ଏବଂ ପଲିଥିନ କୁପ୍ରଭାଵ ରୁ ରକ୍ଷା ପାଇବା ଏବଂ ଏହାକୁ ବନ୍ଦ କରିବାଲାଗି ପର୍ଯ୍ୟାବରଣ ପ୍ରେମୀ ୨୦ ବର୍ଷୀୟ ରୋହନ ରମେଶ ଅଗ୍ରୱାଲ ଙ୍କ ଉଦ୍ୟମ ପ୍ରଶଂସନୀୟ। ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଉଦ୍ଧେଶ୍ୟରେ ଲୋକଙ୍କୁ ସଚେତନ କରିବା ଲାଗି ପଦଯାତ୍ରା ରେ ବାହାରିଛନ୍ତି ରୋହନ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜୁଏଲ , ସାରଦା , ଜର୍ଜ ଜୋରସୋର ପ୍ରଚାରରେ ସାମିଲ।। ସିପିଏମ ଏବଂ ସ୍ୱାଧୀନ…

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ସମେତ ସ୍ୱାଧୀନ ପ୍ରାର୍ଥୀ ମାନେ ପ୍ରଚାର ଜୋରସୋର ଚଳାଇଛନ୍ତି। ୧୬ ତାରିଖରୁ ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବାକୁ ଥିବାରୁ ଆସନ୍ତାକାଲି ଅପରାହ୍ନ ରୁ ପ୍ରଚାର ଶେଷ ହେବ। ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟତଃ
Read More...

ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକ ପରିଦର୍ଶନ।

ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଗଙ୍ଗାଧର ନାୟକ ଆଜି ନୁଆଗାଁ ଓ କୁଆରମୁଣ୍ଡା ବ୍ଲକ ଗସ୍ତ କରି ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗର ନିତି ଅନୁଯାୟୀ କିପରି ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ କିପରି ଅନୁଷ୍ଠିତ ହୋଇପାରିବ
Read More...

ଚଳନ୍ତା କାର ରେ ଲାଗିଗଲା ନିଆଁ।। ଡ୍ରାଇଭର ଅଳ୍ପକେ ବର୍ତ୍ତିଲେ।। ୧୦ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା।

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବରପାଲି ସ୍ଥିତ ସ୍କାନ ଷ୍ଟିଲ ନିକଟ ରାଜ୍ୟ ରାଜପଥରେ ଏକ ଚଳନ୍ତା କାର ରେ ନିଆଁ ଲାଗିଯାଇ କାର ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜଗାଙ୍ଗପୁର ରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଅୟତ୍ତ କରିଥିଲେ । କାର ଚାଳକ ଏହି ଦୁର୍ଘଟଣାରୁ
Read More...