Browsing Category
ଓଡିଶା
୫ ଦଫା ଦାବି ନେଇ ରାଉରକେଲା ଯୁବକଂଗ୍ରେସ ର ମହାନଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।
ପାନୀୟ ଜଳ ଯୋଗାଣ , ପରିମଳ ବ୍ୟବସ୍ଥା ଏବଂ ସର୍ବୋପରି ରାଉରକେଲା ବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏପରି ଅଭିଯୋଗ ଆଣିଛି ରାଉରକେଲା ଯୁବ କଂଗ୍ରେସ ।
୫ ଦଫା ଦାବି ନେଇ ଶୁକ୍ରବାର ଦିନ ରାଉରକେଲା ଯୁବକଂଗ୍ରେସ ପକ୍ଷରୁ ମହନଗର ନିଗମ କାର୍ଯ୍ୟାଳୟ!-->!-->!-->!-->!-->!-->!-->…
Read More...
Read More...
ଲେମ୍ବୁ ଗୋଟା ୧୦।।ଲେମ୍ବୁ ସର୍ବତ , ଲେମ୍ବୁ ପଖାଳ , ଲେମ୍ବୁ ସଲାଡ଼ ଏବେ ସାତ ସପନ।। କାହିଁକି ବଢୁଛି ଲେମ୍ବୁ ଦର।!
କିଛିଦିନ ପୂର୍ବରୁ ୧୦ ଟଙ୍କାରେ ମିଳୁଥିଲା ୬ ଟି ଲେମ୍ବୁ। ଏବେ ମିଳୁଛି ୧୦ ଟଙ୍କାରେ ଗୋଟିଏ ଲେମ୍ବୁ। ତା ପୁଣି ଅଧା କଞ୍ଚା , ଅଧା ସୁଖା। କେବଳ ରାଉରକେଲା କିମ୍ବା ଓଡିଶା ନୁହେଁ ସାରା ଦେଶରେ ଲେମ୍ବୁ ଦର ଅହେତୁକ ଭାବେ ବୃଦ୍ଧି ପାଇଛି।
ସେ ଗୁଜରାଟ ହେଉ କି ପଞ୍ଜାବ , ଦିଲ୍ଲୀ!-->!-->!-->!-->!-->!-->!-->…
Read More...
Read More...
କରୋନା ଗ୍ରାଫ ଉପରମୁହାଁ।। ୨୪ ଘଣ୍ଟାରେ ୩୩୭୭ ନୂଆ କୋଭିଡ ମାମଲା।। ଧୀରେ ଧୀରେ ଶକ୍ତି ବୃଦ୍ଧି କରୁଛି କରୋନା।
ପୁଣି ଉପର ମୁହାଁ ହେଲାଣି କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୩୩୭୭ଟି ନୂଆ କୋଭିଡ୍ ମାମଲା ରେକର୍ଡ଼ ହୋଇଛି। ସେଥିରୁ ଆକ୍ଟିଭ ମାମଲା ରହିଛି ୧୭,୮୦୧। ଦେଶରେ ସବାଧିକ ମାମଲା ରାଜଧାନୀ ଦିଲ୍ଲୀରେ ରେକର୍ଡ଼ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୪୯୬ଟି ମାମଲା ସାମ୍ନାକୁ ଆସିଛି।
!-->!-->!-->!-->!-->!-->!-->…
Read More...
Read More...
ବିରମିତ୍ରପୁର ଦେଇ ଝାରଖଣ୍ଡ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ।। ଶୀଘ୍ର ନବୀକରଣ କରିବାକୁ ସାଧାରଣରେ…
ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ଦେଇ ଝାରଖଣ୍ଡ ଯାଇଥିବା ୧୪୩ ନମ୍ବର କତୀୟ ରାଜପଥ ର ଦୁରାବସ୍ଥା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଶେଷ କରି ବିରମିତ୍ରପୁର - ଝାରଖଣ୍ଡ ସୀମାନ୍ତ ରୁ ତଲସରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଉତ୍ତାପ ୪୩ ଡିଗ୍ରି ପାର।। ଆଉ ୪/୫ ଦିନ ଏପରି ଅବସ୍ଥା ଲାଗିରହିବା…
ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଆଜି ଉତ୍ତାପ ୪୩ ଡିଗ୍ରୀ ପାର କରିଯାଇଛି। ରାଉରକେଲା , ସୁନ୍ଦରଗଡ଼ , ବଣେଇ , ବିରମିତ୍ରପୁର , ରାଜଗାଙ୍ଗପୁର ସମେତ ସମସ୍ତ ଆଭ୍ୟନ୍ତରୀଣ ଏରିଆ ରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଦିନ ୧୦ ଟା ପରେ ଘରୁ!-->…
Read More...
Read More...
ରାଉରକେଲା ରେ ଚଳନ୍ତା କାର ରେ ଲାଗିଲା ନିଆଁ।। ଅଳ୍ପକେ ବର୍ତ୍ତିଲେ ଚାଳକ।
ରାଉରକେଲା ରିଙ୍ଗ ରୋଡ଼ରେ ଗୁରୁବାର ସକାଳେ ଏକ ଚଳନ୍ତା କାର ରେ ନିଆଁ ଲାଗି କାର ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଫାୟାର ବ୍ରିଗେଡ଼ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଅୟତ୍ତ କରିଥିଲେ। ମାତ୍ର ସେତେ ବେଳକୁ କାର ଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା ।
ଗୁରୁବାର ସକାଳେ ଏହି ଘଟଣା!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡରେ ଯାତ୍ରୀବାହୀ ବସ ଓଲଟି ୧୫ ଆହତ।। ଆହତ ସର୍ଗିପାଲି ଡାକ୍ତରଖାନା ରେ ଭର୍ତ୍ତି।
ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଝରିଆପାଲି ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ସର୍ଗିପାଲି ଏବଂ ଲେଫ୍ରିପଡା ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଗୁରୁବାର ସକାଳେ!-->!-->!-->!-->!-->!-->!-->…
Read More...
Read More...
ଭାରସାମ୍ୟ ହରାଇ ଚାଉଳ ବୋଝେଇ ପିକ ଅପ ଭ୍ୟାନ ଓଲଟିଲା।। ୨୫ ଗ୍ରାମବାସୀ ଆହତ।
ପିଡ଼ିଏସ ଚାଉଳ ବୋଝେଇ ଏକ ପିକ ଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨୫ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକ ମହିଳା ମଧ୍ୟ ଅଛନ୍ତି।
୧୦ ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅନ୍ୟ ୧୫ ଜଣ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼ କିଞ୍ଜିର୍ମା ଠାରେ ଜିଲ୍ଲାସ୍ତରୀୟ ଚାଷୀ ମେଳା ଉଦଘାଟିତ।
ସଫଳ ଚାଷୀ ଓ ଏସ୍ଏଚ୍ଜିଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳବିଭିନ୍ନ ଷ୍ଟଲରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ, ଆଧୁନିକ କୃଷି ଯନ୍ତ୍ରପାତି ଓ ବିହନ ପ୍ରଦର୍ଶିତ
ସୁନ୍ଦରଗଡ଼, ୨୬ ଏପ୍ରିଲ ୨୦୨୨: ଦେଶବ୍ୟାପୀ ୭୫ତମ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଚାଷୀଙ୍କ ମଧ୍ୟରେ ସଚେତନତା!-->!-->!-->!-->!-->!-->!-->…
Read More...
Read More...
ରାସ୍ତାରେ ପଡିଥିବା ଗେଟି ସଫାକଲେ ଦୁଇ ଟ୍ରାଫିକ କର୍ମଚାରୀ।। ସମସ୍ତଙ୍କ ପ୍ରସଂଶା ର ପାତ୍ର ହେଲେ ଉଭୟ ପୋଲିସ ।
ଦୁଇଜଣ ପୋଲିସ କର୍ମଚାରୀଙ୍କ ନିଜ ଡ୍ୟୁଟି ବାହାରେ କରିଥିବା କାମ ଆଜି ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରାଫିକ ଡ୍ୟୁଟି ରେ ଥିବା ଦୁଇଜଣ ପୋଲିସ ସିପାହୀ ହାତରେ ଝାଡୁ ଧରି ରାସ୍ତା ସଫାକରିବା ଏବଂ ଲୋକଙ୍କୁ ଦୁର୍ଘଟଣା ମୁଖରୁ ରକ୍ଷା କରିବା ପ୍ରୟାସ କରି ପ୍ରଶଂସାର ପାତ୍ର!-->…
Read More...
Read More...