୫ ଦଫା ଦାବି ନେଇ ରାଉରକେଲା ଯୁବକଂଗ୍ରେସ ର ମହାନଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

0 410

ପାନୀୟ ଜଳ ଯୋଗାଣ , ପରିମଳ ବ୍ୟବସ୍ଥା ଏବଂ ସର୍ବୋପରି ରାଉରକେଲା ବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏପରି ଅଭିଯୋଗ ଆଣିଛି ରାଉରକେଲା ଯୁବ କଂଗ୍ରେସ ।

୫ ଦଫା ଦାବି ନେଇ ଶୁକ୍ରବାର ଦିନ ରାଉରକେଲା ଯୁବକଂଗ୍ରେସ ପକ୍ଷରୁ ମହନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ଧାରଣାରେ ଯୁବକଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର କୁମାର ଦାସ , ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କ ସମେତ ବହୁ କଂଗ୍ରସ କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.