Browsing Category
ଓଡିଶା
ରଥଯାତ୍ରା ପୂର୍ବରୁ ସହରର ରାସ୍ତାଘାଟ ନବୀକରଣ ସମ୍ପୁର୍ଣ୍ଣ କରିବାକୁ ଦାବି।। ରାଉରକେଲା ଡେଭଲପମେଣ୍ଟ ଫ୍ରଣ୍ଟ ର ଆର ଏମ୍…
ରାଉରକେଲା ରେ ହକି ବିଶ୍ୱ କପ ଖେଳ ହେବାକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଏପର୍ଯ୍ୟନ୍ତ ସହରର ରାସ୍ତାଘାଟର ନବୀକରଣ ସମ୍ପୂର୍ଣ୍ଣ ହୋଇପାରିନାହିଁ।
ରାଉରକେଲା ପାନପୋଷ ଗାନ୍ଧୀ ଛକ ଠାରୁ ଉଦିତନଗର ଛକ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସ୍ମାର୍ଟ ରୋଡ଼ କାମ ଏବେ ଧିମେଇ ଯାଇଛି।!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ଇ ଏସ ଆଇ ମଡେଲ ହସପିଟାଲ ରେ ଖାଲି ପଡ଼ିଥିବା ଡାକ୍ତରୀ ପଦବୀ ପୂରଣ ଲାଗି ସିପିଏମ ର ବିକ୍ଷୋଭ ପ୍ରଦର୍ଶନ।
ରାଉରକେଲା ଇ ଏସ ଏଇ ମଡେଲ ହସପିଟାଲ ରେ ବିଭିନ୍ନ ବିଭାଗରେ ଖାଲିଥିବା ଡାକ୍ତରୀ ପଦବୀ ପୂରଣ କରିବା ଲାଗି ସିପିଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୋମବାର ଦିନ କରାଯାଇଥିବା ଏହି ବିକ୍ଷୋଭରେ ସିପିଏମ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଇଏସଆଇ ହସପିଟାଲ ର ଅବ୍ୟବସ୍ଥା ସମ୍ପର୍କରେ!-->…
Read More...
Read More...
ଶରତ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ।। ନିଯୁକ୍ତି ଦେଲେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶ୍ରୀ ପଟ୍ଟନାୟକ ଙ୍କୁ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେବା ପରେ ଏହା ତତ୍କାଳ ଲାଗୁ ହେବ ବୋଲି ଜଣା!-->…
Read More...
Read More...
ବିରାମିତ୍ରପୁରରେ ଅଟୋ ଓଲଟି ୩ ମହିଳା ଗୁରୁତର।। ଆହତ ମହିଳାଙ୍କୁ ଛାଡି ଅଟୋ ନେଇ ଡ୍ରାଇଭର ଫେରାର।
ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର - ରାଏବଗା ରୋଡ଼ ରେ ରବିବାର ସନ୍ଧ୍ୟାରେ ଏକ ଅଟୋ ଓଲଟି ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।
ଅଟୋ ଚାଳକ ମହିଳାଙ୍କୁ ହସପିଟାଲ ନେବା ପରିବର୍ତ୍ତେ ଅଟୋ ଉଠାଇ ସେଠାରୁ ଫେରାର ହୋଇ ଯାଇଛି। ଗୁରୁତର ମହିଳା ମାନଙ୍କୁ ପ୍ରଥମେ ବିରମିତ୍ରପୁର!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ରେ ବୁଲା ଗାଈ ଗୋରୁଙ୍କ ଲାଗି ଗୋ ଗ୍ରାସ ସେବା ସମିତି ଏକ ଭଲ ପ୍ରୟାସ।। ସହରର ବିଭିନ୍ନ ସ୍ଥାନରେ ରଖିଲେ ପାଣି…
ବୁଲା ଗାଈ , ଗୋରୁ ପାଣି ପିଇବା ଲାଗି ପୂର୍ବରୁ ରାଉରକେଲା ଇସ୍ପାତ ସହରର ରାସ୍ତାକଡ଼ରେ କୁଣ୍ଡ , ଖାଲି ଟିଣ ଆଦିରେ ପାଣି ରଖାଯାଉଥିଲା। ଉଦେଶ୍ୟ ଥିଲା ପ୍ରଚଣ୍ଡ ଗ୍ରୀଷ୍ମରେ ବୁଲା ଗାଈ ଗୋରୁ ପିଇବା ପାଣି ପାଇବା। ପ୍ରାୟ ଲୋକମାନେ ନିଜ ଘର ସମ୍ମୁଖରେ କୁଣ୍ଡ କିମ୍ବା ବଡ଼ ପାତ୍ର ରେ ପାଣି!-->…
Read More...
Read More...
ପ୍ରଶାନ୍ତ ସେଠୀଙ୍କ ‘ଆସ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ।। ୧୬ ନମ୍ବର ସେକ୍ଟର ସ୍ଥିତ ଭଟ୍ଟା ବସ୍ତି…
ଭୋଟ ଥାଉ କି ନଥାଉ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ସବୁବେଳେ ଇଲେକ୍ସନ ମୋଡ଼ ରେ । ସେ ତାଙ୍କର ' ଆସ ବସ୍ତିକୁ ଯିବା ' କାର୍ଯ୍ୟକ୍ରମ ନିୟମିତ ଭାବେ ଜାରୀ ରଖିଛନ୍ତି।
ପ୍ରତି ସପ୍ତାହନ୍ତ ରେ ସେ ସମର୍ଥକଙ୍କ ସହ ଗୋଟିଏ ବସ୍ତିରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ!-->!-->!-->!-->!-->!-->!-->…
Read More...
Read More...
କାଳବୈଶାଖୀ ପ୍ରଭାବ : ବିରମିତ୍ରପୁର ର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ କଲବଲ।। ୨୪ ଘଣ୍ଟା ହେଲା…
ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶନିବାର ସନ୍ଧ୍ୟାରୁ ବିଦ୍ୟୁତ ସରବରାହ ବନ୍ଦ ଅଛି। ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ପଡି ଯିବା ସହ ତାର ଛିଣ୍ଡି ପଡିଥିଲା।
ଏପର୍ଯ୍ୟନ୍ତ ମରାମତି କାମ ସରି!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ ରେ ବହିପଢା ପ୍ରତି ଆଗ୍ରହ ସୃଷ୍ଟି ଲାଗି ବିଶେଷ ପଦକ୍ଷେପ।। ବହିପଢ଼ ଅଭିଯାନରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ…
ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ବ୍ୟାପକ କରାଯାଉଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ପାଠାଗାର ପରିଦର୍ଶନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇ!-->…
Read More...
Read More...
ସୁନ୍ଦରଗଡ଼ର ଯୁବତୀଙ୍କୁ ୨ଲକ୍ଷ ଟଙ୍କାରେ ମଧ୍ୟପ୍ରଦେଶ ବିକ୍ରି କରିଥିବା ଅଭିଯୋଗରେ ୩ ଗିରଫ।। ବିକ୍ରି ପରେ ଜୋର…
ସୁନ୍ଦରଗଡ ସଦର ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ୨ ଲକ୍ଷ ଟଙ୍କାରେ ବିକ୍ରି କରି ଜୋର ଜବରଦସ୍ତି ବିବାହ କରିଦେଇଥିବା ଘଟଣା ସାମ୍ନା କୁ ଆସିଛି।
ଏହି ଘଟଣାକୁ ନେଇ ସୁନ୍ଦରଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଝିଅ ନିଖୋଜ ଥିବା ଘଟଣା ତାଙ୍କ ବାପା ଥାନାରେ ଏତେଲା!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼ : ହୋଟେଲ କ୍ୟାସ କାଉଣ୍ଟରରୁ ଟଙ୍କା ଚୋରି ମାମଲାରେ ୨ ଜଣ ରାଞ୍ଚିରୁ ଗିରଫ।। ୭୦ ହଜାର ଟଙ୍କା ଜବତ।
ସୁନ୍ଦରଗଡରେ ଥିବା ଜୟ ବିଜୟ ହୋଟେଲର କ୍ୟାସ କାଉଣ୍ଟର ରୁ ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୭୦ ହଜାର ଟଙ୍କା ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ରାଞ୍ଚି ର ଆବିୱାସ ଅଲ୍ଲି ୧୫ ତାରିଖ ରାତିରେ ଏହି!-->!-->!-->!-->!-->!-->!-->…
Read More...
Read More...