Browsing Category

ଓଡିଶା

ରାଉରକେଲା ରେ କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ।

ରାଉରକେଲା : ୨୫/୫/୨୨ : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନିୟ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ଏଲଆଇସି ରାଉରକେଲା, ୟୁରେକା ଫୋର୍ବସ୍ ଲିମିଟେଡ, ଏସବିଆଇ ଲାଇଫ, , ପାନଟାଲୁନ, ଏଲ & ଟି ଫାଇନାନ୍ସ, ଅରବିଟ ମୋଟର
Read More...

ଅତିରିକ୍ତ ମୁଖ୍ୟ ଶାସନ ସଚିବ , ରାଜସ୍ୱ ସତ୍ୟବ୍ରତ ସାହୁଙ୍କ ରାଉରକେଲା ଗସ୍ତ ।। ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ…

ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରାଉରକେଲା ଗସ୍ତରେ ଆସି ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଶ୍ରୀ ସାହୁ ଉକ୍ତ କାର୍ଯ୍ୟାଳୟର ସମସ୍ତ ସମସ୍ୟା ବାବଦରେ ଅବଗତ ହୋଇ ଏହାର ସମାଧାନ ଖୁବ ଶୀଘ୍ର ହେବ ବୋଲି କହିଥିଲେ। ସୁନ୍ଦରଗଡ଼
Read More...

ରାଉରକେଲା ଏସ କେ ଡିଏଭି ପଲିଟେକ୍ନିକ ର ଛାତ୍ରଛାତ୍ରୀ ମାନଙ୍କ ସଫେଇ ଅଭିଯାନ।। ଯୋଗଦେଲେ ବିଧାୟକ ସାରଦା ପ୍ରସାଦ ନାୟକ।

ରାଉରକେଲା ଏସ କେ ଡି ଏ ଭି ସରକାରୀ ପଲିଟେକ୍ନିକ ର ଛାତ୍ର ଛାତ୍ରୀ ମାନେ ଆରମ୍ଭ କରିଛନ୍ତି ସଫେଇ ଅଭିଯାନ। ଅଭିଯାନର ପ୍ରଥମ ଦିନରେ କଲେଜ ର କ୍ୟାମ୍ପସ ଏବଂ କ୍ୟାମ୍ପସ ବାହାର ପଟେ ସଫେଇ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ହାତରେ ଝାଡୁ , ଝୁଡ଼ି ଆଦି ଧରି କଲେଜ ପରିସରକୁ
Read More...

ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଯୁବତୀ ଚାଲାଣ ରାକେଟ ସକ୍ରିୟ।। ମାଲଗୋଦାମ ଅଞ୍ଚଳର ଯୁବତୀଙ୍କୁ ରାଜସ୍ଥାନରେ…

ସୁନ୍ଦରଗଡ ଜିଲ୍ଲାରେ ଯୁବତୀ ଚାଲାଣ ରାକେଟ ବେଶ ସକ୍ରିୟ ଅଛନ୍ତି। ରାଉରକେଲା ମାଲଗୋଦାମ ଅଞ୍ଚଳର ମଧ୍ୟ ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ରାଜସ୍ଥାନ ରେ ଜୋର ଜବରଦସ୍ତି ବିବାହ କରିଦେଇଥିବାର ଅଭିଯୋଗ ଉଦିତନଗର ଥାନାରେ ହୋଇଛି। ସୂଚନା ଅନୁଯାୟୀ ମାଲଗୋଦାମ ଅଞ୍ଚଳରେ ତିନି ଭଉଣୀ ଏକାଠି
Read More...

ଲହୁଣୀପଡା ବ୍ଲକ କପଣ୍ଡ ଠାରେ ୩ ଟି ପ୍ରକଳ୍ପ ସ୍ଥାପନ କୁ ନେଇ ଜନ ଶୁଣାଣୀ।। ପ୍ରଶାସନ ପକ୍ଷରୁ ଲୋକଙ୍କ ଆପତ୍ତି ଏବଂ…

ଲହୁଣୀପଡା ବ୍ଲକ ର କପଣ୍ଡ ଠାରେ ଏକ ଘରୋଇ ସଂସ୍ଥା କାଇ ଇଣ୍ଟରନେସନଲ ଲିମିଟେଡ଼ ଦ୍ୱାରା ୩ ଗୋଟି କାରଖାନା ସ୍ଥାପନ କୁ ନେଇ ଜନଶୁଣାଣି ହୋଇଥିଲା। ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ଏହି ଜନଶୁଣାଣି ରେ ଆଖପାଖ ଗ୍ରାମର ଲୋକମାନେ ଯୋଗ ଦେଇ ନିଜର ମତାମତ ରଖିଥିଲେ। ମୁଖ୍ୟତଃ ପରିବେଶ
Read More...

ବଣେଇ କଲେଜରେ ପରୀକ୍ଷା ଦେଉଥିବା ବେଳେ ପ୍ଲସ ଦୁଇ ଛାତ୍ରଙ୍କ ମୃତ୍ୟୁ।। ମୃତ୍ୟୁର କାରଣ ଅସ୍ପଷ୍ଟ।। ପୋଲିସ ତଦନ୍ତ ଜାରି।

ବଣେଇ କଲେଜ ରେ ପରୀକ୍ଷା ଚାଲିଥିବା ବେଳେ ମଙ୍ଗଳବାର ଦିନ ଜଣେ ଛାତ୍ର ହଠାତ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବଣେଇ ହସପିଟାଲ କୁ ଚିକିତ୍ସା ଲାଗି ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ର କାରଣ ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଜାରି
Read More...

ରାଉରକେଲା ଏବଂ ପୁରୀ ରେ ଅନୁଷ୍ଠିତ ହେବ ଜାତୀୟ ସଡକ ସୁରକ୍ଷା ଫିଲ୍ମ ଫେଷ୍ଟିଭାଲ-୨୦୨୨।। ରାଉରକେଲା ରେ ଜୁନ ୧୮-୧୯ ଏବଂ…

ସୁନ୍ଦରଗଡ଼, ୨୩/୦୫: ସଡ଼କ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପରିବହନ ବିଭାଗ, ଓଡ଼ିଶା ପକ୍ଷରୁ "ଜାତୀୟ ସଡ଼କ ସୁରକ୍ଷା ଫିଲ୍ମ ଫେଷ୍ଟିଭାଲ -୨୦୨୨" ଆୟୋଜିତ ହେବାକୁ ଯାଉଅଛି।ଏହି ଫିଲ୍ମ ଫେଷ୍ଟିଭାଲ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କ ସୁରକ୍ଷା
Read More...

ରାଉରକେଲା ମହାନଗର ନିଗମର ବେଆଇନ ହୋର୍ଡିଙ୍ଗ ଉଠା ଅଭିଯାନ ଆରମ୍ଭ।। ପ୍ରଥମ ଦିନରେ ସହରର ମୁଖ୍ୟ ମାର୍ଗରୁ ୫୦ରୁ…

ରାଉରକେଲା ମହାନଗର ନିଗମ ପକ୍ଷରୁ ବେଆଇନ ହୋର୍ଡିଙ୍ଗ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳେ ସହରର ମୁଖ୍ୟ ରାସ୍ତା କଡରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ବେଆଇନ ଭାବେ ଲଗା ଯାଇଥିବା ହୋର୍ଡିଙ୍ଗ ମାନ ହଟାଯାଇଥିଲା। ମହନଗର ନିଗମର ବିନା ଅନୁମୋଦନରେ ଏଣେ ତେଣେ
Read More...

ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ।

ସୁନ୍ଦରଗଡ଼, ୨୩ ମେ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଏବଂ
Read More...

ରାଉରକେଲା ବାସନ୍ତୀ କଲୋନୀ ରୁ ମାଆ ର ଗଳିତ ମୃତ ଦେହ ଉଦ୍ଧାର।। ୪ ଦିନ ଧରି ମାଆ ର ମୃତ ଶରୀର ପାଖରେ ବସିଥିଲା…

ରାଉରକେଲା ବାସନ୍ତୀ କଲୋନୀର ଏକ ଘର ଭିତରୁ ମାଆର ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ମାଆର ମୃତ ଶରୀର ପାଖରେ ୪ ଦିନ ଧରି ବସି ରହିଥିବା ଝିଅକୁ ମଧ୍ୟ ଉଦ୍ଧାର କରାଯାଇଛି । ମୃତ ମାଆ ର ଶବ କୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଥିବା ବେଳେ ଝିଅ ର ଚିକିତ୍ସା ଚାଲିଛି। ମିଳିଥିବା ସୂଚନା
Read More...