Browsing Category

ଓଡିଶା

ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ରିମ୍ସ ଛାତ୍ରଛାତ୍ରୀ ମାନେ ରକ୍ତ ଦାନ କଲେ ।

ରୋଟାରୀ କ୍ଲବ , ରାଉରକେଲା ତରଫରୁ ଗୁରୁବାର ଦିନ ରାଉରକେଲା ସରକାରୀ ହସପିଟାଲ ର ବ୍ଲଡ଼ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର ରେ ରାଉରକେଲା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଷ୍ଟଡିଜ(ରିମ୍ସ) ର ରୋଟାରିଆନ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ
Read More...

ସମ୍ମାନ ସହ ଜୀବନ ଯାପନ କରିବେ ଯୌନ କର୍ମୀ।।ସୁପ୍ରିମକୋର୍ଟ ଙ୍କ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦେଶବଳୀ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜାରି କଲେ ନିର୍ଦ୍ଦେଶନାମାନିଜ ଇଚ୍ଛାରେ କାମ କରୁଥିବା ଯୌନ କର୍ମୀଙ୍କ ଉପରେ ଚଢଉ କରିପାରିବନି ପୋଲିସ*ଯୌନ କର୍ମୀଙ୍କ ଉପରେ ପୋଲିସ ଚଢଉ କରିବାର ଫଟୋ, ଭିଡିଓ ଦେଖାଇ ପାରିବେନି ଗଣମାଧ୍ୟମପ୍ରେସ କାଉନସିଲ ଅଫ ଇଣ୍ଡିଆକୁ କଟକଣା ଲଗାଇବା ପାଇଁ
Read More...

ତେଲ ଦର ହ୍ରାସ ସହ ରାଜ୍ୟରେ କମିଲା ବସ ଭଡା।

ତେଲ ଦର କମିବା ସହ ରାଜ୍ୟରେ ବସ୍ ଭଡା ହ୍ରାସ ପାଇଛି । କିଲୋମିଟର ପିଛା ସାଧାରଣ ବସ୍ ଭଡା ୩ ପଇସା ହ୍ରାସ ପାଇଛି ।ସେହିପରି ଏସି ବସ୍ ଭଡା କିଲୋମିଟର ପିଛା ୬ପଇସା କମିଛି । ଅର୍ଡିନାରୀ ବସ ଭଡା ୯୨ ପଇସାରୁ ୮୯ ପଇସାକୁ ହ୍ରାସ ପାଇଥିବା ବେଳେ ଏକ୍ସପ୍ରେସ ବସ ଭଡା ୯୬ରୁ ୯୩ ପଇସା, ଡିଲକ୍ସ
Read More...

ଜରୁରୀକାଳୀନ ସ୍ଥିତି ର ମୁକାବିଲା ଲାଗି ରାଉରକେଲା ରେ ପ୍ରଶିକ୍ଷଣ କ୍ୟାମ୍ପ।। ବେସାମରିକ ପ୍ରତିରକ୍ଷା ସଂଗଠନର…

ବେସାମରିକ ପ୍ରତିରକ୍ଷା ସଂଗଠନର ସ୍ବେଛାସେବୀଙ୍କୁ ଗତ ୨୩ ତାରିଖରୁ ରାଉରକେଲା ରେ ଦିଆଯାଉଥିବା ଜରୁରୀକାଳୀନ ପ୍ରଶିକ୍ଷଣ କ୍ୟାମ୍ପ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି।ଯେକୋୖଣସି ପ୍ରକାର ବିପର୍ଯ୍ୟୟ କୁ ସମ୍ମୁଖିନ କରିବା କୌଶଳ ଏବଂ ପ୍ରତେକ ଜୀବନକୁ ସୁରକ୍ଷିତ ରଖିବା ପ୍ରଣାଳୀ ଓ ଲୋକ ମାନଙ୍କ
Read More...

ଦରବୃଦ୍ଧି ପ୍ରତିବାଦରେ ମିଳିତ ବାମପନ୍ଥୀ ଦଳର ରାଉରକେଲା ରେ ଗଣ ବିକ୍ଷୋଭ।। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି…

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦର ବୃଦ୍ଧି ପ୍ରତିବାଦ ରେ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ରାଉରକେଲା ରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ରେ ସିପିଆଇ , ସିପିଆଇ (ଏମ୍) , ସିପିଆଇ (ଏମ୍ ଏଲ) ର ସଦସ୍ୟ ମାନେ ସାମିଲ ଥିଲେ । ଗୁରୁବାର ଦିନ ଆୟୋଜିତ ଏହି
Read More...

ଜେଲ ରେ କିରାଣୀ କାମ କରିବେ ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଧୁ।। ଦିନକୁ ପାରିଶ୍ରମିକ ୪୦ ରୁ ୯୦…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଧୁ ଏବେ ପଟିଆଲା ଜେଲ ରେ କିରାଣୀ କାମ କରିବେ। କାମ ବାବଦରେ ପ୍ରତିଦିନ ତାଙ୍କୁ ୪୦ ଟଙ୍କାରୁ ୯୦ ଟଙ୍କା ମିଳିବ। ଏହି ପାରିଶ୍ରମିକ ତାଙ୍କୁ ତାଙ୍କର କାର୍ଯ୍ୟ କୁଶଳତା ଉପରେ ବିଚାର
Read More...

ରାଉରକେଲା ରେ ଡିଜିଟାଲ ଡିଭାଇସ ମାଧ୍ୟମରେ ୧୪ ଲକ୍ଷ ୯୮ ହଜାର ଟଙ୍କା ଠକି ନେଇଥିବା ମାମଲାରେ ଜଣେ ଗିରଫ।। ଏଟିଏମ କାର୍ଡ…

ଡିଜିଟାଲ ଡିଭାଇସ ର ବ୍ୟବହାର କରି ୧୪ ଲକ୍ଷ ୯୮ ହଜାର ଟଙ୍କା ଠକି ନେଇଥିବା ମାମଲା ରେ ରାଉରକେଲା ସାଇବର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୪୨ ବର୍ଷୀୟ ଯୁବକ ବାର୍ଥଲୋମି ଏକ୍କା ଙ୍କ ନିକଟରୁ ପୋଲିସ ବିଭିନ୍ନ ବ୍ୟାଙ୍କ ର ପାସବୁକ , ଏଟିଏମ କାର୍ଡ ,
Read More...

ଯାଜପୁର ରୁ ଯାଉଥିବା ଯାତ୍ରୀବାହୀ ଅଟୋ ଭଦ୍ରକ ରେ ଟ୍ରକକୁ ପଛପଟୁ ପିଟିଲା।। ଜଣେ ଯାତ୍ରୀ ମୃତ , ୬ ଆହତ ।

ଆଜି ସକାଳେ ଏକ ମର୍ମନ୍ତୁଦ ଅଟୋ-ଟ୍ରକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନାର ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛପଟୁ ଏକ ଯାତ୍ରୀବାହୀ ଅଟୋ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ
Read More...

ରାଉରକେଲା ଉଦିତନଗର ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କ ବହି ପଢା ଅଭିଯାନ।। ମହନଗର ନିଗମ ପଠାଗାରରେ ପଢିଲେ ବହି।

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଆରମ୍ଭ ହୋଇଥିବା ‘ଲାଇବ୍ରେରି ଟୁର୍’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପାଠାଗାରକୁ ଆଣି ସେମାନଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି। ଆଜି ରାଉରକେଲା ଉଦତନଗର ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ
Read More...

ରାଉରକେଲା ରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ।। ଜିଲ୍ଲାର ରାଜସ୍ୱ ଏବଂ ଜମିଜମା ବିଷୟରେ ବିସ୍ତୁତ…

ରାଉରକେଲା, ୨୫ ମେ’ ୨୦୨୨: ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ବୁଧବାର ଦିନ ରାଉରକେଲା ଗସ୍ତରେ ଆସି ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି। ରାଉରକେଲା ଇସ୍ପାତ
Read More...